Browsing Category
National
ପଶ୍ଚିମବଙ୍ଗରେ ନିଷିଦ୍ଧ ହେବ ୩ ଟିଭି ଚ୍ୟାନେଲ୍, ଜାଣନ୍ତୁ କାହିଁକି
ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମ୍ସି (ତୃଣମୂଳ କଂଗ୍ରେସ) ସରକାର ଖୁବ୍ଶୀଘ୍ର ୩ଟି ଟିଭି ଚ୍ୟାନେଲକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଗୁଡିକ ହେଲା ଏବିପି ଆନନ୍ଦ, ରିପବ୍ଲିକ…
ତିନି ଦିନିଆ ବୃନେଇ ଓ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ
ତିନି ଦିନିଆ ବୃନେଇ ଓ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି। ଏହା ହେଉଛି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବ୍ରୁନେଇକୁ ପ୍ରଥମ ଗସ୍ତ। ଏଠାରେ ସେ ବିଶ୍ୱର ସବୁଠାରୁ ଧନୀ…
ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ନିଖୋଜ
ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁଜରାଟ ପୋରବନ୍ଦର ଉପକୂଳ ଆରବ ସାଗରରେ ଜରୁରୀ ଅବତରଣ କରିବା ପରେ ଭାରତୀୟ ତଟରକ୍ଷୀ ବାହିନୀର ଧ୍ରୁବ ହେଲିକପ୍ଟର…
ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ ମହିଳା ଡାକ୍ତର; ସଞ୍ଜୟ ରୟର ଚାଞ୍ଚଲ୍ୟକର ବୟାନ…
କୋଲକତା (ଆମ ଟିଭି): କୋଲକତା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦେଇଛି ଚାଞ୍ଚଲ୍ୟକର ବୟାନ। ପୂର୍ବରୁ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଘଟଣାକୁ…
ଗୋଡ଼ ନଥାଇ ପ୍ୟାରିସ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ନୀତେଶ କୁମାର
ନୂଆଦିଳ୍ଲୀ(ଆମ ଟିଭି): ପ୍ୟାରିସ ପାରା ଅଲିମ୍ପିକ୍ସରେ ରବିବାର ଭାରତକୁ ମିଳିଛି ୪ଟି ପଦକ। ଆଜି ଭାରତକୁ ପାରା ଅଲିମ୍ପିକ୍ସରେ ଗୋଟାଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ…
କୋଲକାତା ଲଜ୍ୟା; ଆରଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଗିରଫ
କୋଲକତା (ଆମ ଟିଭି): କୋଲକାତା ଆରଜି କର ହସ୍ପିଟାଲର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ । ଦୁର୍ନୀତି…
ଚାଷୀଙ୍କୁ ବଡ ଉପହାର ଦେଲେ କେନ୍ଦ୍ର ସରକାର
କୃଷି କ୍ଷେତ୍ରକୁ ବୁଷ୍ଟ ଯୋଗାଇ ଦେବା ପାଇଁ ଆଜି କେନ୍ଦ୍ର କ୍ୟାବିନେଟ ୭ ବଡ଼ ନିଷ୍ପତ୍ତି ନେଇଛି। କୃଷି ଓ ଚାଷୀଙ୍କ କଲ୍ୟାଣ ପାଇଁ ଆରମ୍ଭ ହେବ ୧୪ ହଜାର କୋଟି ଟଙ୍କାର କାର୍ଯ୍ୟକ୍ରମ। ଆଜି…
ବିଜେପି ବିଧାୟକଙ୍କୁ ମୃତ୍ୟୁ ଧମକ: ମାୟାବତୀ ଉପରେ ଦେଇଥିଲେ ମନ୍ତବ୍ୟ
ନୂଆଦିଲ୍ଲୀ (ଆମ ଟିଭି): ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ମାଣ୍ଟ ଆସନରୁ ବିଜେପି ବିଧାୟକ ରାଜେଶ ଚୌଧୁରୀଙ୍କୁ ମୃତ୍ୟୁ ଧମକ ମିଳିଛି, ଯାହା ସମ୍ପର୍କରେ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।…
୧୦ ଦିନରେ ଦୋଷୀଙ୍କୁ ଫାଶୀ ! ସେପ୍ଟେମ୍ବର ୩ରେ ପଶ୍ଚିମବଙ୍ଗ ବିଧାନସଭାରେ ଆଗତ ହେବ ଦୁଷ୍କର୍ମ ବିରୋଧୀ ବିଲ୍
କୋଲକାତା (ଆମ ଟିଭି); ପଶ୍ଚିମବଙ୍ଗ ବିଧାନସଭାର ଏକ ସ୍ୱତନ୍ତ୍ର ଦୁଇ ଦିନିଆ ଅଧିବେଶନ ସେପ୍ଟେମ୍ବର ୨ (ସୋମବାର)ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ…
ସେପ୍ଟେମ୍ବରରେ ତିନି ଦିନିଆ ଆମେରିକା ଗସ୍ତରେ ଯିବେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ (ଆମ ଟିଭି): ତିନି ଦିନିଆ ଆମେରିକା ଗସ୍ତରେ ଯିବେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ । ସେପ୍ଟେମ୍ବର ୮ରୁ୧୦ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ରାହୁଲ । ଏହି ସମୟରେ ସେ ଭାରତୀୟ…