Browsing Category

National

ବଙ୍ଗୋପସାଗରର ୨୫୨୦ କିଲୋମିଟର ଅଞ୍ଚଳକୁ ସିଲ୍ କଲା ଭାରତ, ୪ ଦିନ ପର୍ଯ୍ୟନ୍ତ ପକ୍ଷୀ ବି ଉଡିପାରିବେନି

ରଣନୈତିକ ରୂପେ ଗୁରୁତ୍ୱପୂର୍ଣ୍ଣ ବଙ୍ଗୋପସାଗରରେ ଭାରତ ଏକ ବ୍ୟାପକ କ୍ଷେତ୍ରରେ ନୋ ଫ୍ଲାଏ ଓ ନୋ-ସିପ୍ ଜୋନ ଘୋଷଣା କରିଛି। ଏ ନେଇ ପାଖାପାଖି ୨୫୨୦ କିଲୋମିଟର କ୍ଷେତ୍ର ଉପରେ ନୋଟିସ୍ ଟୁ…

ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ (ଆମ ଟିଭି): ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ । ଏ ଅବସରରେ ସଂସଦ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ ମୋଦି…

ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସ ମହମ୍ମଦୀଙ୍କୁ ଇରାନ ଗିରଫ କଲା, ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା

ଦୁବାଇ (ଆମ ଟିଭି): ଇରାନ ହଠାତ୍ ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗେସ ମହମ୍ମଦୀଙ୍କୁ ଗିରଫ କରିଛି, ଯାହା ତାଙ୍କ ସମର୍ଥକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଛି। ନର୍ଗେସଙ୍କ…

ଓଡ଼ିଶାରେ 4ହଜାର କୋଟିରୁ ଅଧିକ ବ୍ୟୟରେ 2ଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ (ଆମ ଟିଭି): ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ, ଆଇଟି, ସେମିକଣ୍ଡକ୍ଟର, ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଥିବା କେନ୍ଦ୍ର…

ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ପରଲୋକ

ନୂଆଦିଲ୍ଲୀ (ଆମ ଟିଭି): ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲ ଚାକୁରକରଙ୍କର ଶୁକ୍ରବାର ଲାଟୁରରେ ପରଲୋକ ହୋଇଛି। ଆଜି ୯୦ ବର୍ଷ ବୟସରେ ତାଙ୍କର…

“ବିଏସ୍ଏଫ୍ ପୋଷ୍ଟ୍ ନିକଟକୁ ଯାଆନ୍ତୁ ନାହିଁ”: ମମତା ବାନାର୍ଜୀଙ୍କ ଚେତାବନୀ ଶୁଣି ଚିନ୍ତାରେ ଲୋକେ

ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ଭୋଟର ସଂଶୋଧନ (SIR)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ କ୍ରିଷ୍ଣାନଗର ରାଲିରେ…

UNESCO ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ‘ଦୀପାବଳି’

ନୂଆଦିଲ୍ଲୀ (ଆମ ଟିଭି): ୟୁନେସ୍କୋରେ ସ୍ଥାନ ପାଇଲା ଆଲୋକର ପର୍ବ ‘ଦୀପାବଳି’ । ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ‘ଦୀପାବଳି’ ସ୍ଥାନ ପାଇଛି । ଏନେଇ ‘X’ ରେ ପ୍ରଧାନମନ୍ତ୍ରୀ…

ବାରବାଟୀରେ ଟିମ୍‌ ଇଣ୍ଡିଆର ବଡ଼ ବିଜୟ, ମାଟି କାମୁଡ଼ିଲା ଦକ୍ଷିଣ ଆଫ୍ରିକା ଦଳ

୧୭୬ ରନ୍‌ ବିଜୟ ଲକ୍ଷ୍ୟ ପିଛା କରିବାକୁ ଆସି ପ୍ରଥମ ଓଭରରୁ ହିଁ ୱିକେଟ ହରାଇବା ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ଓଭର ଅର୍ଶଦୀପ ସିଂ କ୍ୱିଣ୍ଟନ ଡିକକ୍‌ଙ୍କୁ ପାଭେଲିୟନ ପଠାଇ…

ଇଣ୍ଡିଗୋର ଶୀତକାଳୀନ ଉଡ଼ାଣ ସୂଚୀ ହ୍ରାସ କରାଯିବ, ଅନ୍ୟ ଏୟାରଲାଇନ୍ସକୁ ଦିଆଯିବ ସ୍ଲଟ୍, ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ (ଆମ ଟିଭି): ବହୁ ସଂଖ୍ୟକ ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ହେବା ପରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ସରକାର କହିଛନ୍ତି ଯେ ଇଣ୍ଡିଗୋ ବର୍ତ୍ତମାନ ୨୨୦୦ ଉଡ଼ାଣ…

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ(ଆମ ଟିଭି):  ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ। ଉଲ୍ଲାସରେ ଭରିଛି ସାରା ଓଡ଼ିଶା। ବଢ଼ିଚାଲିଛି…