Browsing Category

National

୧୯ ବିଦେଶୀ ସଂସଦକୁ ସମ୍ବୋଧିତ କରି ରେକର୍ଡ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରୁ ୨୦୨୬ ଗତ ୧୨ ବର୍ଷ ମଧ୍ୟରେ ବିଶ୍ୱର ବିଭିନ୍ନ ଦେଶର ୧୯ ଟି ସଂସଦକୁ ସମ୍ବୋଧିତ କରିଛନ୍ତି। ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା…

ବିଜେପି ଛାଡ଼ିଲେ ଆନ୍ନାମଲାଇ , ଇସ୍ତଫା ମଞ୍ଜୁର କଲା ଦଳ

ବିଜେପିରୁ ଆନ୍ନା ମଲାଇ ଇସ୍ତଫା ଦେଇଛନ୍ତି । ତାଙ୍କର ଏହି ଇସ୍ତଫାକୁ ପାର୍ଟି ଔପଚାରିକ ଭାବେ ଗ୍ରହଣ କରିଛି । ପାର୍ଟି ଶୀର୍ଷନେତୃତ୍ୱ ପକ୍ଷରୁ ଇସ୍ତଫା ମଞ୍ଜୁର କରାଯାଇଥିବା ସୂଚନା ମିଳିଛି…

ଟ୍ରମ୍ପଙ୍କୁ ପୁଟିନଙ୍କ କଡ଼ା ଚେତାବନୀ ; ଯଦି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଚାପ ପକାଯାଏ..

ବଡ ଚେତାବନୀ ଦେଲେ ପୁଟିନ୍। ଭାରତକୁ ବିଶ୍ୱସ୍ତ ବନ୍ଧୁ ଏବଂ ସହଯୋଗୀ ବୋଲି କହିଲେ। ରୁଷ ଖୋଲାଖୋଲି ଭାବରେ ଭାରତକୁ ସମର୍ଥନ କରିଛି। ଭାରତର ବୈଦେଶିକ ନୀତି ଏବଂ ଭାରତର ପ୍ରଧାନମନ୍ତ୍ରୀ…

ଆସନ୍ତା ୧୭ରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା, ବଦଳିବ ମୋଦି ସରକାରଙ୍କ ରୂପରେଖ

ଆସନ୍ତା ୧୭ରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା । ବଦଳିବ ମୋଦି ସରକାରଙ୍କ ରୂପରେଖ । ମନ୍ତ୍ରିମଣ୍ଡଳରୁ ପ୍ରାୟ ଏକ ଡଜନରୁ ଅଧିକ ମନ୍ତ୍ରୀ ବାଦ୍ ପଡ଼ି ପାରନ୍ତି । ପ୍ରାୟ ୧୫ ଜଣ…

ଭାରତ ଏବଂ ଆମେରିକା ମଧ୍ୟରେ ସ୍ବାକ୍ଷର ହେବ ବାଣିଜ୍ୟ ଚୁକ୍ତି, ମୋଦିଙ୍କୁ ଭଲ ବନ୍ଧୁ କହିଲେ ଟ୍ରମ୍ପ

ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବଡ଼ ଧରଣର ବାଣିଜ୍ୟ ଚୁକ୍ତି ସ୍ଵାକ୍ଷରିତ ହେବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସମ୍ଭାବନାକୁ ନେଇ ଦୃଢ଼ ଆଶା ପ୍ରକଟ…

ଚୌକିରେ ବସୁ ବସୁ ଶିବକୁମାରଙ୍କ ପ୍ରଥମ ସାଇନ୍…ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ସେବା ସହ ଚାକିରି ନେଇ ଦେଲେ ବଡ ଉପହାର

ବେଙ୍ଗାଲୁରୁ: ବୁଧବାର ନୂଆ ଶାସକ ପାଇଛି କର୍ଣ୍ଣାଟକ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡିକେ ଶିବକୁମାର । କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ,…

ଟିଏମସିରେ ବଢୁଛି ଅସନ୍ତୋଷ: ବିଧାୟକଙ୍କ ପରେ ଏବେ ସାଂସଦଙ୍କ ବିଦ୍ରୋହ ସମ୍ଭାବନା

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏବେ ହଟଚମଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ବା ଟିଏମସିରେ ଆଭ୍ୟନ୍ତରୀଣ କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି।…

ଦିଲ୍ଲୀରେ ‘କକରୋଚ୍ ଜନତା ପାର୍ଟି’ର ବିକ୍ଷୋଭ: ସମର୍ଥନ ଜଣାଇଲା ଏହି ରାଜନୈତିକ ଦଳ

ନୂଆଦିଲ୍ଲୀ: ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ସାରା ଦେଶରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ…

ଓଡ଼ିଶା ପାଇଁ କେନ୍ଦ୍ର କ୍ୟାବିନେଟ୍ ର ବଡ଼ ଭେଟି, ରାମେଶ୍ୱର-ପାରାଦୀପ କୋଷ୍ଟାଲ ହାଇୱେକୁ ମଞ୍ଜୁରୀ

ଓଡ଼ିଶା ପାଇଁ କେନ୍ଦ୍ର କ୍ୟାବିନେଟ୍ ର ବଡ଼ ଭେଟି । ରାମେଶ୍ୱରରୁ ପାରାଦୀପ ନୂଆ କୋଷ୍ଟାଲ ହାଇୱେ ନିର୍ମାଣକୁ ମିଳିଲା ମଞ୍ଜୁରୀ । ଖର୍ଚ୍ଚ ହେବ ୮ ହଜାର ୩୦୦ କୋଟିରୁ ଅଧିକ ଟଙ୍କା । ଓଡ଼ିଶାର…

ପୁଣି ଆରମ୍ଭ ହେଲା ଆମେରିକା-ଇରାନ ଯୁଦ୍ଧ; ହର୍ମୁଜ ପ୍ରଣାଳୀରେ ଆମେରିକାର ହସ୍ତକ୍ଷେପ…

ୱାଶିଂଟନ : ପୁଣି ଅଶାନ୍ତ ହେଲା ମଧ୍ୟପ୍ରାଚ୍ୟ। କିଛି ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି ଯୁଦ୍ଧ। ଅମାନିଆ ଆମେରିକା ଓ ଇରାନଙ୍କ ମଧ୍ୟରେ ଦେଖାଦେଇଛି ଅପ୍ରୀତିକର ପରିସ୍ଥିତି।…