Browsing Category

National

ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମୋହନ ଯାଦବ

ନୂଆଦିଲ୍ଲୀ (ଆମ ଟିଭି): ଆଜି ମଧ୍ୟପ୍ରଦେଶ ପାଇଲା ନୂଆ ମୁଖ୍ୟମନ୍ତ୍ରୀ ।  ମଧ୍ୟପ୍ରଦେଶରେ ଆରମ୍ଭ ହେଲା ମୋହନ ସରକାର । ବୁଧବାର ଲାଲ ପରେଡ୍ ଗ୍ରାଉଣ୍ଡରେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ…

ଲୋକସଭା ଭବନ ଭିତରକୁ ଡେଇଁଲେ ୨ଜଣ ଯୁବକ

ନୂଆଦିଲ୍ଲୀ(ଆମ ଟିଭି): ସଂସଦର ଶୀତକାଳୀନ ଅଧିବେଶନର ଆଜି ହେଉଛି ଅଷ୍ଟମ ଦିନ। ଲୋକସଭା ଚାଲିଥିବା ସମୟରେ ହଠାତ୍‌‌ ଦର୍ଶକ ଗ୍ୟାଲେରୀରୁ ୨ ଅଜ୍ଞାତ ଯୁବକ ଡେଇଁ ହଇଚଇ ସୃଷ୍ଟି କରିଛନ୍ତି। ଏହି…

TMC ସାଂସଦ ମହୁଆଙ୍କ ହାତରୁ ଖସିଯିବ ସରକାରୀ ବାସଭବନ

ନୂଆଦିଲ୍ଲୀ (ଆମ ଟିଭି): ମହୁଆଙ୍କ ପିଛା ଛାଡୁନି ବିବାଦ। ଏବେ ପୁଣି ସମସ୍ୟା ପିଛା ଛାଡିବାରେ ନାଁ ନେଉନି। ସାଂସଦ ପଦ ପରେ ଖୂବ ଶୀଘ୍ର ହାତରୁ ଯିବ ସରକାରୀ ବାସଭବନ। ଆମେ କହୁଛୁ ଟିଏମସି…

ମହାଦେବ ଆପ୍ ଦୁର୍ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦୁବାଇରୁ ଗିରଫ ହେଲା ରବି ଉପ୍ପଲ

ନୂଆଦିଲ୍ଲୀ (ଆମ ଟିଭି): ମହାଦେବ ଆପ୍ ଦୁର୍ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁବାଇରୁ ଗିରଫ ହେଲା ସହ-ସଂସ୍ଥାପକ ରବି ଉପ୍ପଲ। ଇଡିର ଅପିଲ ପରେ ଦୁବାଇ ପୋଲିସର…

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଷ୍ଣୁ ଦେବ ସାଏ ଓ ମୋହନ ଯାଦବ

ନୂଆଦିଲ୍ଲୀ (ଆମ ଟିଭି): ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ କୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ। ମଧ୍ୟପ୍ରଦେଶ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେଇସାରିଛି । ଏବେ ଅପେକ୍ଷା ଦୁହିଁଙ୍କ ଶପଥ…

ପୁଣି କେରଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ରାଜ୍ୟପାଳ

କୋଚି:  ପୁଣି ଚର୍ଚ୍ଚାରେ କେରଳ ମୂଖ୍ୟମନ୍ତ୍ରୀ  ଓ ରାଜ୍ୟପାଳ ବିବାଦ । କେରଳରେ ପୁଣି ଘନେଇଲା ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ବିବାଦ। ଶାରିରୀକ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରାଯାଉଥିବା ଭଳି…

ତେଲେଙ୍ଗାନାରେ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇଦେବ କଂଗ୍ରେସ ସରକାର

ହାଇଦ୍ରାବାଦ: ତେଲଙ୍ଗାନାରେ କଂଗ୍ରେସ ସରକାର ଗଢ଼ିବା ପରେ ଗୋଟେ ପରେ ଗୋଟେ ପ୍ରତିଶ୍ରୁତି ପାଳନ କରିବାରେ ଲାଗିଛି । ଏବେ  କଂଗ୍ରେସ ସରକାର ଆସନ୍ତା ୧୦୦ ଦିନ ମଧ୍ୟରେ ଏଲପିଜି ସିଲିଣ୍ଡର ୫୦୦…

୧୫ ଫେବୃଆରୀରୁ CBSE ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ପ୍ରକାଶ ପାଇଲା cbse ବୋର୍ଡ ପରୀକ୍ଷା ତାରିଖ । ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସିବିଏସଇ ପକ୍ଷରୁ ଡାଟା ଶିଟ ପ୍ରକାଶ ପାଇଛି। ୧୫ ଫେବୃଆରୀ ୨୦୨୪ରୁ ପରୀକ୍ଷା ଆରମ୍ଭ ହେବ।…

କାହିଁକି ଏମିତି କହିଲେ ଶିବରାଜ, ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ

ଭୋପାଳ: ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଗଣମାଧ୍ୟମ ସାମନାରେ ମୁହଁ ଖୋଲିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ‘ମୁଁ ବିନମ୍ରତା ସହ…

ଭଜନଲାଲ ଶର୍ମା ହେଲେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ

ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଜଣେ ନୂଆ ଚେହେରାକୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି। ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାଜସ୍ଥାନର ନବନିର୍ବାଚିତ…