Browsing Category
National
୨୦ ହଜାର କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବ କ୍ଷେପଣାସ୍ତ୍ର, ତିଆରି କରିଛି ଚୀନ
ରାଜଧାନୀ ବେଜିଂର ତିଆନାନମେନ୍ ସ୍କୋୟାରରେ ଆୟୋଜିତ ହୋଇଛି ବିଜୟ ଦିବସ ପରେଡ୍ । ଏହି ସମୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ, ୟୁରୋପ ଏବଂ ଆମେରିକାକୁ ଏକ କଡ଼ା ବାର୍ତ୍ତା…
ଚୀନର ଶକ୍ତି ପ୍ରଦର୍ଶନ ପରେ ଚିନ୍ତାରେ ଆମେରିକା: ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ହ୍ବାଇଟ୍ ହାଉସ ଜାରି…
ନୂଆଦିଲ୍ଲୀ (ଆମ ଟିଭି): ଆବଶ୍ୟକ ହେଲେ ଚୀନ୍ ଏବଂ ରୁଷକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତ ରହିବା ଲାଗି ପେଣ୍ଟାଗନ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିର୍ଦ୍ଦେଶ ଦେଇଛନ୍ତି।…
ବେଆଇନ ଖଣି ଖନନ ମାମଲା; ଓଡ଼ିଶା ସରକାରଙ୍କ ଉପରେ ଏନଜିଟିର ଜରିମାନା
ଭୁବନେଶ୍ବର (ଆମ ଟିଭି): ବେଆଇନ ଖଣି ଖନନ ମାମଲାରେ ରିପୋର୍ଟ ଦାଖଲ ନକରିବା କାରଣରୁ ନ୍ୟାସନାଲ୍ ଗ୍ରୀନ ଟ୍ରିବ୍ୟୁନାଲ (ଏନର୍ଜିଟି) ଓଡ଼ିଶା ସରକାରଙ୍କ ଉପରେ ଲଗାଇଛି ଜରିମାନା । ବାରମ୍ବାର…
ଆଉଟସୋର୍ସ କର୍ମଚାରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଲେ ଯୋଗୀ ସରକାର
ଲକ୍ଷ୍ନୌ (ଆମ ଟିଭି): ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଆଉଟସୋର୍ସ କର୍ମଚାରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ଆଉଟସୋର୍ସ…
ଆଜି ବସିବ ଜିଏସଟି ବୈଠକ, କଣ ହେବ ନିଷ୍ପତି, ରହିଛି ସମସ୍ତଙ୍କ ନଜର
ନୂଆଦିଲ୍ଲୀ (ଆମ ଟିଭି): GST ପରିଷଦର 56ତମ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନିଆ ବୈଠକରେ ଅଧ୍ୟକ୍ଷତା କରିବେ। ପରିଷଦ ଭାରତର…
BRSରୁ ସସ୍ପେଣ୍ଡ୍ ହେଲେ କେ. କବିତା
ନୂଆଦିଲ୍ଲୀ (ଆମ ଟିଭି): ଭାରତୀୟ ରାଷ୍ଟ୍ର ସମିତି (BRS)ରୁ କେ କବିତା ସସ୍ପେଣ୍ଡ୍। ଦଳରୁ ସସ୍ପେଣ୍ଡ୍ କଲେ କେ.ଚନ୍ଦ୍ରଶେଖର ରାଓ । BRSର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ.…
ସେମିକନ୍ ଇଣ୍ଡିଆ ୨୦୨୫ ରେ ୩ଟି ‘ମେଡ୍ ଇନ୍ ଓଡ଼ିଶା’ ଚିପ୍ସ ଉନ୍ମୋଚିତ
ଭୁବନେଶ୍ୱର (ଆମ ଟିଭି): ସେମିକଣ୍ଡକ୍ଟର ଚିପ୍ ପ୍ରସ୍ତୁତିରେ ଓଡ଼ିଶାକୁ ମିଳିଛି ଐତିହାସିକ ସଫଳତା । ଭାରତ ସେମିକନ୍ ଇଣ୍ଡିଆ ୨୦୨୫ ରେ ଦେଶର ପ୍ରଥମ ‘ମେଡ୍ ଇନ୍ ଇଣ୍ଡିଆ’ ଚିପ୍ ୩୨-ବିଟ୍…
ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
ଭୁବନେଶ୍ୱର (ଆମ ଟିଭି): ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବା ବେଳେ ସଭାପତିଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ…
ଭାରତରେ ନିର୍ମାଣ ହେବ ଏସ୍ୟୁ -୫୭ : ଋଷ କରିବ ଭାରତରେ ନିବେଶ
ଋଷ ଭାରତରେ ତା’ର ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଏସୟୁ-୫୭ ଯୁଦ୍ଧବିମାନ ଉତ୍ପାଦନ ପାଇଁ ନିବେଶ କରିବ । ରିପୋର୍ଟ ଅନୁସାରେ, ଭାରତ ଓ ଋଷିଆ ମଧ୍ୟରେ ବଢୁଥିବା ରଣନୈତିକ ସହଯୋଗ ମଧ୍ୟରେ ଏହି…
ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ଦେବା ଘଟଣା: ୪ରେ ବିହାର ବନ୍ଦ ଡାକରା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା'ଙ୍କ ପ୍ରତି ଦିଆଯାଇଥିବା ଅଶାଳୀନ ଟିପ୍ପଣୀର ତୀବ୍ର ପ୍ରତିବାଦ କରି ଏନଡିଏ ବିହାର ବନ୍ଦ ଡାକରା ଦେଇଛି । ମଙ୍ଗଳବାର ପାଟନାରେ ଆୟୋଜିତ ଏକ ମିଳିତ…