Browsing Category

National

ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଲେ ନୀତିଶ କୁମାର: ଏବେ ମୁଖ୍ୟମନ୍ତ୍ରୀ ପଦରୁ ଦେବେ କି ଇସ୍ତଫା?

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଦିଲ୍ଲୀର ସଂସଦ ଭବନରେ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଇଛନ୍ତି। ଏହା ତାଙ୍କ ପାଇଁ ଏକ ନୂତନ ରାଜନୈତିକ ଯାତ୍ରାର ଆରମ୍ଭ। ସେ ଏବେ…

ଇସ୍ତଫା ଦେଲେ ଜଷ୍ଟିସ ଯଶୱନ୍ତ ବର୍ମା, ଘରୁ ମିଳିଥିଲା ବିପୁଳ ଟଙ୍କା

ନୂଆଦିଲ୍ଲୀ : ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ଜଷ୍ଟିମ ଯଶୱନ୍ତ ବର୍ମା ବିରୋଧରେ…

୨୦ ଘଣ୍ଟା ଧରି କେଦାରନାଥରେ ଲାଗି ରହିଛି ତୁଷାରପାତ, ଏପ୍ରିଲ ୨୨ରେ ଖୋଲିବ ଦ୍ବାର

ଉତ୍ତରାଖଣ୍ଡ : କେଦାରନାଥରେ ତୁଷାରପାତ କମିବାର ନାଁ ନେଉନି । ମଙ୍ଗଳବାରଠାରୁ ଲଗାତାର ଭଗବାନ ଶିବଙ୍କ ତୀର୍ଥସ୍ଥାନରେ ତୁଷାରପାତ ଲାଗି ରହିଛି । ଯାହା ତୀର୍ଥଯାତ୍ରୀଙ୍କ ଯାତ୍ରାରେ ବାଧା…

ହରମୁଜ୍ ପ୍ରଣାଳୀ ଖୋଲା ଅଛି, କିନ୍ତୁ ଏବେ ବି ଟଳିନି ବିପଦ: ଜାହାଜ ପଥ ପରିବର୍ତ୍ତନ କଲା ଇରାନ୍

ନୂଆଦିଲ୍ଲୀ: ହରମୁଜ୍ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ଇରାନ୍ ନୂତନ ନାଭିଗେସନ୍ ପରାମର୍ଶ ଜାରି କରିଛି। ଖଣି ବିପଦକୁ ଦୃଷ୍ଟିରେ ରଖି ଜାହାଜଗୁଡ଼ିକୁ ବିକଳ୍ପ ରାସ୍ତା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର କଠୋର ଆଇନ ଆଣିବେ। ସୋସିଆଲ ମିଡିଆରେ ଅଶ୍ଳୀଳ…

ପାକିସ୍ତାନ ନୁହେଁ ଯୁଦ୍ଧବିରତିର ପ୍ରକୃତ ଖେଳାଳି ଚୀନ?: ବଡ଼ ସଂକେତ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି, କିନ୍ତୁ ଏକ ପ୍ରଶ୍ନ ମଧ୍ୟ ଛିଡା କରିଛନ୍ତି।…

ଆଜି ବିଶ୍ୱ ଶକ୍ତି ବଜାରରେ ବଡ଼ ଧରଣର ହ୍ରାସ, ଯୁଦ୍ଧବିରତି ପରେ ୧୭% କମିଲା ତେଲ ଦାମ!

ନୂଆଦିଲ୍ଲୀ: ଯୁଦ୍ଧବିରତି ପରେ ୧୭% କମିଲା ତେଲ ଦାମ!। ଆଜି ବିଶ୍ୱ ଶକ୍ତି ବଜାରରେ ଇତିହାସର ଏକ ବଡ଼ ଧରଣର ଦର ହ୍ରାସ ଦେଖିବାକୁ ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

ତୁରନ୍ତ ଇରାନ ଛାଡ଼…. ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଆମେରିକା-ଇରାନ ଯୁଦ୍ଧବିରତି ମଧ୍ୟରେ କେନ୍ଦ୍ର ସରକାର ଭାରତୀୟମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି । ଯେଉଁଥିରେ ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ…

୧୨ବର୍ଷ ଅପେକ୍ଷାର ଅନ୍ତ: ‘ଅମରାବତୀ’ ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ

୧୨ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ଭାବେ ଅମରାବତୀ ଘୋଷିତ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ବିଭାଜନ…

ନ୍ୟୁଜ୍ ଚ୍ୟାନେଲ୍ TRP ଉପରେ କଟକଣା ! ଯୁଦ୍ଧ ଖବରକୁ ଅତିରଞ୍ଜିତ ନକରିବା ନେଇ କଡ଼ା ନିର୍ଦ୍ଦେଶ

ଆଉ ୪ ସପ୍ତାହ ମିଳିବନି TRP । ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର TRP ଉପରେ ରୋକ୍ । ଆଉ ୪ ସପ୍ତାହ ମିଳିବନି ରେଟିଂ । ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ଟିଭି ଚ୍ୟାନେଲ୍…