Browsing Category
National
ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ
ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି। ଏହି ସଙ୍କଟର ମୁକାବିଲା ପାଇଁ, ଶେହବାଜ ସରକାର ଏକ…
ଭାରତର ସର୍ବବୃହତ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବିମାନ ସେବାକୁ ବଳ । ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୧ ହଜାର ୨୦୦ କୋଟି ଟଙ୍କାରେ ନିର୍ମିତ ଉତ୍ତର ପ୍ରଦେଶରେ ଭାରତର ସର୍ବବୃହତ…
ଆଜି ‘ୱାଲ୍ଡ ଆର୍ଥ ଆୱାର ଡେ’ : ରାତି ୮.୩୦ରୁ ୯.୩୦ ପର୍ଯ୍ୟନ୍ତ ବନ୍ଦ ରଖିବା ଲାଇଟ୍
ଆଜି ରାତି ୮:୩୦ ରୁ ୯:୩୦ ‘ଅର୍ଥ ଆୱାର’ । ଗୋଟିଏ ଘଣ୍ଟା ପୃଥିବୀ ପାଇଁ ମୂଲ୍ୟବାନ । ଆଜି ବିଶ୍ୱବ୍ୟାପୀ ‘ଅର୍ଥ ଆୱାର’ ପାଳନ କରାଯାଉଛି । ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ଦିନ ରାତି…
ଆଜିଠାରୁ ୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚ୍ରେ RCB ବନାମ SRH, ଇତିହାସ ରଚିବେ ଇଶାନ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ର ୧୯ ତମ ସଂସ୍କରଣ ପାଇଁ ଅପେକ୍ଷାର ଅନ୍ତ ଘଟିଛି। ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍ ଲିଗ୍ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍ ରୟାଲ…
୨୦୨୫-୨୬ରେ ଓଡ଼ିଶାକୁ ରେଲୱେ ବ୍ୟୟବରାଦ ୧୩ ଗୁଣା ବୃଦ୍ଧି
ଓଡ଼ିଶାରେ କାର୍ଯ୍ୟକାରୀ ପ୍ରମୁଖ ରେଳ ପ୍ରକଳ୍ପ ସମ୍ପର୍କରେ ସଂସଦରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଓଡ଼ିଶାକୁ ରେଲୱେ ବ୍ୟୟବରାଦ ୧୩ ଗୁଣା ବୃଦ୍ଧି ପାଇ ୧୦…
ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର
ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବୃଦ୍ଧିର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉଭୟ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କକୁ ଯଥେଷ୍ଟ…
ପାକିସ୍ତାନକୁ “ଦଲାଲ ରାଷ୍ଟ୍ର” ବୋଲି କହିଲେ ଏସ. ଜୟଶଙ୍କର: କଡ଼ା ବିରୋଧ କଲେ କଂଗ୍ରେସ ନେତା
ନୂଆଦିଲ୍ଲୀ: ପଶ୍ଚିମ ଏସିଆ ସଙ୍କଟ ଉପରେ ଏକ ସର୍ବଦଳୀୟ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ “ଦଲାଲ” ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ…
ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ:ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ
ଉତ୍ତରପ୍ରଦେଶରେ ରାମନବମୀ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ଦିନିଆ ଛୁଟି ଘୋଷଣା କରିଛନ୍ତି । ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢୁଥିବାରୁ ଏବଂ ଧାର୍ମିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି…
ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!
ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା ଆଞ୍ଚଳିକ…
ଇଚ୍ଛାମୃତ୍ୟୁ ପାଇଥିବା ୩୨ ବର୍ଷୀୟ ହରିଶ ରାଣାଙ୍କ ପରଲୋକ, ଦିଲ୍ଲୀ ଏମ୍ସରେ ତ୍ୟାଗ କଲେ ଶେଷ ନିଶ୍ବାସ
ସୁପ୍ରିମକୋର୍ଟ ଦ୍ୱାରା ଇଚ୍ଛାମୃତ୍ୟୁ ପାଇଥିବା ହରିଶ ରାଣା ଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଯିଏ କି ଗାଜିଆବାଦର ରାଜନଗର ଏକ୍ସଟେନସନର ଜଣେ ବାସିନ୍ଦା । ସେ ୧୩ ବର୍ଷ ଧରି…