Browsing Category

National

ଋଷ-ୟୁକ୍ରେନ୍ ଯୁଦ୍ଧ: ପରମାଣୁ ଯୁଦ୍ଧ ଏଡାଇବାକୁ ରାଜନାଥ ସିଂଙ୍କ ଆହ୍ୱାନ

ନୂଆଦିଲ୍ଲୀ (ଆମ ଟିଭି): ଋଷ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏହାରି ଭିତରେ ପରମାଣୁ ଆକ୍ରମଣ ଭୟ ବଢିବାରେ ଲାଗିଛି । ଆଣବିକ ଅସ୍ତ୍ର ସହିତ ଋଷ ସୈନ୍ୟ ଅଭ୍ୟାସ କରୁଥିବା ଖବର…

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ପୁଣି ହେଲେ ନିରାଶା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଝଟକା । ୨୦ ବର୍ଷରୁ ଅଧିକ ପୁରୁଣା ଏକ ହତ୍ୟା ମାମଲାରେ ମାମଲା ସ୍ଥାନାନ୍ତର ପାଇଁ ଅଜୟ ମିଶ୍ରା କରିଥିବା ଆବେଦନକୁ…

ସୋନାଲି ଫୋଗାଟଙ୍କୁ ଜବରଦସ୍ତ ପିଆଇ ଦେଇଥିଲେ: ପୋଲିସ

ପାଣାଜୀ (ଆମ ଟିଭି): ସୋନାଲି ଫୋଗୋଟ୍ ମୃତ୍ୟୁ ମାମଲା ଯେତେ ବିଳମ୍ବ ହେଉଛି, ମାମଲାରେ ନୂଆ ନୂଆ ତଥ୍ୟ ସେତେ ସାମ୍ନାକୁ ଆସୁଛି । ଏହାରି ଭିତ;ରେ ବିଜେପି ନେତ୍ରୀ ତଥା ସୋସିଆଲ ମିଡିଆ ତାରକା…

ଦାୟିତ୍ଵ ନେବା ପରେ ଏମିତି କହିଲେ ଖଡଗେ

ନୂଆଦିଲ୍ଲୀ: ଆଜି କଂଗ୍ରେସର ଅଧ୍ୟକ୍ଷ ଭାବେ  ମଲ୍ଲିକା ଅର୍ଜୁନ ଖଡ଼ଗେ ଦାୟିତ୍ବ ଗ୍ରହଣ କରି ଏହି ଘୋଷଣା କରିଛନ୍ତି । ଏହି ଅବସରରେ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ଦଳର ସମସ୍ତ ବରିଷ୍ଠ…

ଜେଲରୁ ବାହାରିବା ପରେ ଏମିତି କହିଲେ ରାମ ରହିମ

ଚଣ୍ଡିଗଡ଼: ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଗୁରୁମିତ ରାମ ରହିମ ସିଂଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଥିବା ବେଳେ ଇତି ମଧ୍ୟରେ ସେ ୪୦ ଦିନିଆ ପାରୋଲରେ ଅଛନ୍ତି। ହେଲେ…

ଭାରତ-ଚୀନ୍ ବିବାଦରେ କେହି କାହାର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ: ଚୀନ୍ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ (ଆମ ଟିଭି): ଭାରତ ଓ ଚୀନ୍ ମଧ୍ୟରେ ବିବାଦ ଆଜିର ନୁହେଁ । ଦୀର୍ଘ ବର୍ଷ ଧରି ଉଭୟ ଦେଶ ମଧ୍ୟରେ ବିବାଦ ଲାଗି ରହିଛି । ଯେତେ ଆଲୋଚନ, ବୈଠକ କଲେ ମଧ୍ୟ ସମାଧାନର ବାଟ…

କଂଗ୍ରେସର ଅଣଗାନ୍ଧୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ମଳ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ(ଆମ ଟିଭି): କଂଗ୍ରେସକୁ ମିଳିଲା ଅଣଗାନ୍ଧୀ ଅଧ୍ୟକ୍ଷ । ଦୀର୍ଘ ୨୪ ବର୍ଷ ପରେ ଗାନ୍ଧୀ ପରିବାର ହାତରୁ ଯାଇଛି କଂଗ୍ରେସ ସଭାପତି ଆସନ । ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର…

ଭାରତୀୟ ନୋଟ୍ ରେ ରହୁ ଲକ୍ଷ୍ମୀ-ଗଣେଷଙ୍କ ଫଟୋ: କେଜ୍ରିୱାଲ

ନୂଆଦିଲ୍ଲୀ(ଆମ ଟିଭି): ପୁଣି ଏକ ବୟାନ ଦେଇ ଚର୍ଚ୍ଚାରେ ଅରବିନ୍ଦ କେଜ୍ରିସ୍ୱାଲ । ସେ କହିଛନ୍ତି, ଭାରତୀୟ ନୋଟ୍ରେ ଗାନ୍ଧିଜୀଙ୍କ ସହ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରହିବା ଉଚିତ। ଏହାଦ୍ୱାରା…

ଦେଢ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଲା ହ୍ୱାଟ୍ସଆପ୍: ୟୁଜର୍ସ ହନ୍ତସନ୍ତ

ଭୁବନେଶ୍ୱର (ଆମ ଟିଭି): ହ୍ୱାଟ୍ସଆପ୍ ୟୁଜର୍ସଙ୍କୁ ଲାଗିଛି ଏବ ବଡ଼ ଝଟକା । ଦୀର୍ଘ ଦେଢ ଘଣ୍ଟା ଧରି ହ୍ୱାଟ୍ସଆପ୍ ବ୍ୟବହାର କରିପାରିଲେ ନାହିଁ ୟୁଜର୍ସ । ଫଳରେ ଲୋକମାନେ ଫଟୋ, ମେସେଜ, ଭିଡିଓ…

ଭୟାନକ ଅଗ୍ନି କାଣ୍ଡ ୭୦୦ ଦୋକାନ ଜଳି ପାଉଁଶ,ଜାଣନ୍ତୁ କେଉଁଠି

ଇଟାନଗର: ଆଜି ସକାଳେ ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟସ୍ଥ ନହରାଲାଗୁନ ଦୈନିକ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ୭୦୦ ଦୋକାନରେ ନିଆଁ…