Browsing Category
National
ତୃତୀୟ ଥର ପାଇଁ ଚୀନରେ ଆରମ୍ଭ ହେଲା ଜିନପିଙ୍ଗ ଯୁଗ
ବେଜିଂ (ଆମ ଟିଭି): ଚୀନରେ ଚାଲିଛି ଜିନ୍ ପିଙ୍ଗଙ୍କ ଏକଛତ୍ରବାଦୀ ଶାସନ । ଏଥର ପୁଣି ଥରେ ସେ ତାଙ୍କ ଶାସନ ଆରମ୍ଭ କରିଛନ୍ତି । ହ୍ୟାଟ୍ରିକ୍ ମାରିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ।…
ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିତାଭ ବଚ୍ଚନ
ମୁମ୍ବାଇ(ଆମ ଟିଭି): ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିତାଭ ବଚ୍ଚନ । ନିକଟ ଅତୀତରେ ‘କେବିସି’ ସେଟ୍ରେ ବାମ ଗୋଡ଼ ଭଣ୍ଡାର ଶିର କଟିଯିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ବୋଲି…
ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ କିଏ? ରୁଷି ସୁନକଙ୍କୁ ୧୦୦ ସାଂସଦଙ୍କ ସମର୍ଥନ
ଲଣ୍ଡନ (ଆମ ଟିଭି): ପ୍ରଧାନମନ୍ତ୍ରୀ ପଦରୁ ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ବ୍ରିଟେନ୍ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। କିଏ ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ? ତାକୁ ନେଇ ପୁଣି ଆରମ୍ଭ…
ଓଡ଼ିଶାର କୋଣାର୍କରେ ହେବ ଜି-୨୦ ବୈଠକ
ନୂଆଦିଲ୍ଲୀ (ଆମ ଟିଭି): ଜି୨୦ ବୈଠକକୁ ନେଇ ଆସିଛି ଏକ ବଡ଼ ଖବର । ଡିସେମ୍ବର ୧, ୨୦୨୨ରୁ ନଭେମ୍ବର ୩୦, ୨୦୨୩ ଏକ ବର୍ଷ ପର୍ୟ୍ୟନ୍ତ ଭାରତ ଜି-୨୦ର ଅଧ୍ୟକ୍ଷ ରହିବ। ଏହି ଅବଧି ମଧ୍ୟରେ ୨୧୫ଟି…
ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ରଦ୍ଦ
ନୂଆଦିଲ୍ଲୀ (ଆମ ଟିଭି): ପୁଣି ଗାନ୍ଧୀ ପରିବାରକୁ ବଡ଼ ଝଟକା । କେନ୍ଦ୍ର ସରକାର ରବିବାର ଗାନ୍ଧୀ ପରିବାର ସହ ଜଡିତ ସଂସ୍ଥା ଉପରେ ବଡ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ସୂଚନା ଅନୁସାରେ ଗୃହ…
ଅରୁଣାଚଳ ହେଲିକପ୍ଟର ଦୁର୍ଘଟଣାରେ ପାଇଲଟ୍ କହିଲେ ଏମିତି କିଛି
ନୂଆଦିଲ୍ଲୀ : ଶୁକ୍ରବାର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶରେ ହୋଇଥିବା ସେନା ହେଲିକାପ୍ଟର ଦୁର୍ଘଟଣାକୁ ନେଇ କେତେକ ନୂଆ ତଥ୍ୟ ଆସିଛି । ହେଲିକାପ୍ଚର ଦୁର୍ଘଟଣା ହେବା ପୂର୍ବରୁ…
କିଏ ହେବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ?
ନୂଆଦିଲ୍ଲୀ (ଆମ ଟିଭି): କିଏ ହେବେ ବ୍ରିଟେନ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ନେତା ପଦ ନିର୍ବାଚନରେ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ…
ନୀତୀଶଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ପ୍ରଶାନ୍ତ କିଶୋର: କ’ଣ ଜାଣନ୍ତୁ?
ନୂଆଦିଲ୍ଲୀ (ଆମ ଟିଭି): ରୋଚକ ମୋଡ଼ରେ ବିହାର ରାଜନୀତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଏସବୁ ଭିତରେ ପିକେ…
ମୋଦୀଙ୍କ ରୋଜଗାର ମେଳାକୁ ଟାର୍ଗେଟ କରି କଂଗ୍ରେସ କହିଲା ଏପରି….
ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ବେରୋଜଗାରକୁ ନେଇ ମୋଦୀ ସରକାର ନେଇଛନ୍ତି ବନ ପଦକ୍ଷେପ । ଆଜି ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି ରୋଜଗାର ମେଳା । ଏହି କାର୍ୟ୍ୟକ୍ରମର ପ୍ରଥମ ପର୍ୟ୍ୟାୟରେ…
ପୁଣି ଫିଲ୍ମ କନ୍ତାରା କୁ ନେଇ ବିବାଦ
ହାଇଦ୍ରାବାଦ(ଆମ ଟିଭି): ଦେଶ ଧୁମ୍ ମଚାଇଛି ସାଉଥ ଇଣ୍ଡଷ୍ଟ୍ରିର ଫିଲ୍ମ ‘କନ୍ତାରା’। ନିକଟରେ ହିନ୍ଦୀ ଭର୍ସନରେ ରିଲିଜ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଲଗାତାର ଧମାଲ କରି ଚାଲଇଛି।…