Browsing Category

National

ବିଅର ପ୍ରେମୀଙ୍କୁ ବଡ଼ ଝଟକା, ବଢ଼ିବ ବିୟର ଦର

ଭୁବନେଶ୍ବର(ଆମ ଟିଭି): ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ସମସ୍ତଙ୍କୁ ଏକ ପ୍ରକାର ହନ୍ତସନ୍ତ କରିସାରିଲାଣି । ଏତିକି ବେଳେ ବିୟରର ମୂଲ୍ୟ ମଧ୍ଯ ବୃଦ୍ଧି ହେବାକୁ ଯାଉଛି।…

ଭାରତ ଡ୍ରୋନ ମହୋତ୍ସବ ଉଦଘାଟିତ, ୨୦୩୦ ସୁଦ୍ଧା ଭାରତ ପାଲଟିବ ଗ୍ଲୋବାଲ ଡ୍ରୋନ୍ ହବ୍ 

ନୂଆଦିଲ୍ଲୀ (ଆମ ଟିଭି): ଶୁକ୍ରବାର ଭାରତ ଡ୍ରୋନ ମହୋତ୍ସବର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ଆଗାମୀ ଦିନରେ ଗ୍ଲୋବାଲ ଡ୍ରୋନ ହବ୍ ରେ ପରିଣତ ହେବ । ପ୍ରତିରକ୍ଷା…

କଂଗ୍ରେସରେ ଆର୍ଥିକ ସଂକଟ, ବାମ ଦଳର ଫଣ୍ଡା ଆପଣେଇବ ଦଳ

ନୂଆଦିଲ୍ଲୀ(ଆମ ଟିଭି): ଏବେ ଆର୍ଥିକ ସଂକଟ ଦେଇ ଗତିକରୁଛି କଂଗ୍ରେସ। ଦୀର୍ଘଦିନଧରି ରାଜନୈତିକ ସଂକଟର ସମ୍ନା କରୁଥିବା କଂଗ୍ରେସ ପାଇଁ ଏବେ ପାଣ୍ଠି ଯୋଗାଡ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।…

ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ଶପଥପାଠ କାର୍ଯ୍ୟକ୍ରମରେ ବସିବାକୁ ଜାଗାପାଇଲେନି ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ରାଗିଯାଇ…

ନୂଆଦିଲ୍ଲୀ (ଆମ ଟିଭି ): ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ଶପଥପାଠ କାର୍ଯ୍ୟକ୍ରମରେ ସିଟ୍ ପାଇଲେନି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ରାଗିଯାଇ କାର୍ଯ୍ୟକ୍ରମ ଅଧାରୁ ଫେରିଗଲେ…

କ୍ୟାବିନେଟରେ ଦିଦି ଆଣିବାକୁ ଯାଉଛନ୍ତି ଏମିତି ବିଲ୍, ପଶ୍ଚିମବଙ୍ଗ ରାଜ୍ୟପାଳଙ୍କର ହ୍ରାସ ହେବ କ୍ଷମତା

କୋଲକାତା(ଆମ ଟିଭି): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବିବାଦ ପଶ୍ଚିମବଙ୍ଗ ରାଜନୀତିକୁ ସର୍ବଦା ସରଗରମ କରି ରଖିଆସିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ…

ଜମ୍ମୁ- କାଶ୍ମୀରରେ ଏନକାଉଣ୍ଟର: ୩ ପାକିସ୍ତାନୀ ଆତଙ୍କୀ ନିପାତ, ଜଣେ ସହିଦ୍

ନୂଆଦିଲ୍ଲୀ(ଆମ ଟିଭି): ବୁଧବାର ଜମ୍ମୁ- କାଶ୍ମୀର ବାରାମୂଳାର ନଜିଭାତରେ ସେନା ପକ୍ଷରୁ  ଏନକାଉଣ୍ଟରରେ ହୋଇଛି। ଫଳରେ  ୩ ପାକିସ୍ତାନୀ ଆତଙ୍କୀ ନିପାତ ହୋଇଛନ୍ତି । ଏହା ସହ ଆତଙ୍କବାଦୀଙ୍କ…

ହାଣ୍ଡିଶାଳରେ ଫୁଟିଲା ହସ, ଇନ୍ଧନ ପରେ ୪୦ ଟଙ୍କା କମିଲା ସୋରିଷ ତେଲ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ ମଧ୍ୟରେ ହାଣ୍ଡିଶାଳରେ ଫୁଟିଲା ହସ। ପେଟ୍ରୋଲ-ଡିଜେଲ ଦର ପରେ ୪୦ ଟଙ୍କା କମିଲା ଘଣା ସୋରିଷ ତେଲ ଦର। ଦରଦାମ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ଶନିବାର…

ଟୋକିଓରେ ପହଞ୍ଚିଲେ ମୋଦି, ୨୩ ବୈଠକରେ ଅଂଶଗ୍ରହଣ କରିବେ

ନୂଆଦିଲ୍ଲୀ(ଆମ ଟିଭି ): ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ମେ ୨୪ରେ ହେବାକୁ ଥିବା କ୍ୱାଡ ଶିଖର…

ଆସାମରେ ବନ୍ୟା ବିତ୍ପାତ ନେଲାଣି ୧୮ ଲୋକଙ୍କ ଜୀବନ

ଦିସପୁର(ଆମ ଟିଭି): ଆସାମରେ ମୁସଳଧାରା ବର୍ଷା ଯୋଗୁଁ ବନ୍ୟା ବିତ୍ପାତ ଦେଖା ଦେଇଛି। ଧିରେ ଧିରେ ଗମ୍ଭୀର ସ୍ଥିତି ଆଡ଼କୁ ମୁହାଁଇଲାଣି ବନ୍ୟା। ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି। ବନ୍ୟା…

ଟ୍ରକରୁ ଧକ୍କାଦେଲା ବରଯାତ୍ରୀ ଗାଡ଼ି : ୮ ମୃତ, ୩ ଗୁରୁତର

ଲକ୍ଷ୍ନୌ(ଆମ ଟିଭି ): ଉତ୍ତର ପ୍ରଦେଶର ସିଦ୍ଧାର୍ଥ ନଗରରେ ଅଘଟଣ । ଟ୍ରକରୁ ଧକ୍କାଦେଲା ବରଯାତ୍ରୀ ଗାଡ଼ି। ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଥିବା ଜଣାପଡିଛି । ତେବେ…