Browsing Category
National
ଲୋକାର୍ପିତ ହେଲା ନବୀକୃତ ସେଣ୍ଟ୍ରାଲ ଭିଷ୍ଟା ଆଭିନ୍ୟୁ
ନୂଆଦିଲ୍ଲୀ (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଲୋକର୍ପିତ ହେଲା ନବୀକୃତ ସେଂଟ୍ରାଲ ଭିଷ୍ଟା ଆଭିନ୍ୟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦାଘାଟନ କରିଛନ୍ତି । ଏହାସହ…
ପିଏମ-ଶ୍ରୀ ଯୋଜନାକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ, ଦେଶରେ ୧୪,୫୦୦ ସ୍କୁଲର ହେବ ନବୀକରଣ
ନୂଆଦିଲ୍ଲୀ(ଆମ ଟିଭି): ପିଏମ-ଶ୍ରୀ ଯୋଜନାକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ, ଦେଶରେ ୧୪,୫୦୦ ସ୍କୁଲର ହେବ ନବୀକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ…
ୟୁକ୍ରେନ ଫେରନ୍ତାଙ୍କୁ ଏନଏମସିର କ୍ଲିନଚିଟ୍, ବିଶ୍ୱର ଯେକୌଣସି ସ୍ଥାନରେ ପଢିପାରିବେ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ (ଆମ ଟିଭି): ୟୁକ୍ରେନ ଫେରନ୍ତାଙ୍କୁ ଏନଏମସିର କ୍ଲିନଚିଟ୍ । ବିଶ୍ୱର ଯେକୌଣସି ସ୍ଥାନରେ ପଢିପାରିବେ ଛାତ୍ରଛାତ୍ରୀ । ୟୁକ୍ରେନରେ ମେଡିକାଲ ଶିକ୍ଷା ଲାଭ କରୁଥିବା ଭାରତୀୟ…
ବିଶ୍ୱର ଦ୍ୱିତୀୟ ଧନି ବ୍ୟକ୍ତି ଆଡ଼କୁ ଅଗ୍ରସର ହେଉଛନ୍ତି ଗୌତମ ଆଦାନୀ
ନୂଆଦିଲ୍ଲୀ (ଆମ ଟିଭି): ହୁ ହୁ ହୋଇ ବଢିବାରେ ଲାଗିଛି ଆଦାନୀ ଗ୍ରୁପର ସମ୍ପତ୍ତି । ଧୀରେ ଧୀରେ ଦୁନିଆର ଶୀର୍ଷ ୧୦ ଧନଶାଳୀ ବ୍ୟକ୍ତିଙ୍କ ତାଲିକାରେ ଲଗାତାର ଉପରକୁ ଉଠି ଚାଲିଛନ୍ତି ଗୌତମ…
ଆଜିଠୁ କଂଗ୍ରେସର ଭାରତ ଯୋଡ଼ୋ ଅଭିଯାନ: କଣ୍ଟେନରରେ ରହିବେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ (ଆମ ଟିଭି): ଆଜିଠୁ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ଼ୋ ଅଭିଯାନ । ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ପ୍ରସ୍ତୁତି ଆରମ୍ଭ କରିଛି । ସେ ତାର ଏହି ଅଭିଯାନକୁ ଦେଶବ୍ୟାପୀ…
ଏଥର ଦୀପାବଳିରେ ଫୁଟିପାରିବନି ବାଣ
ନୂଆଦିଲ୍ଲୀ (ଆମ ଟିଭି): ଦୀପାବଳିରେ ନୂଆ ଗାଇଡଲାଇନ ଆଣିଲେ ରାଜ୍ୟ ସରକାର । ଏଥର ଦୀପାବଳିରେ ଆଉ ବାଣ ଫୁଟାଇ ପାରିବେ ନାହିଁ । ରାଜ୍ୟରେ ଜାରି ରହିଥିବା ପରିବେଶ ପ୍ରଦୁଷଣକୁ ନଜରରେ ରଖି…
ମୋଦି-ହସିନାଙ୍କ ବୈଠକ, ଆତଙ୍କବାଦ ବିରୋଧରେ ସହଯୋଗ ମାଗିଲେ ପିଏମ୍
ନୂଆଦିଲ୍ଲୀ (ଆମ ଟିଭି): ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ୪ ଦିବସୀୟ ଭାରତ ଯାତ୍ରାରେ ଅଛନ୍ତି। ସେ ଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସ୍ରେ ପିଏମ୍ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍…
ମିସନ ୨୦୨୪ ସଫଳତା ପାଇଁ କୋର୍ କମିଟି ଗଠନ କଲା ରାଜ୍ୟ ବିଜେପି
ଭୁବନେଶ୍ବର(ଆମ ଟିଭି): ମିସନ ୨୦୨୪ ସଫଳତା ପାଇଁ କୋର୍ କମିଟି ଗଠନ କଲା ରାଜ୍ୟ ବିଜେପି । ବିଜେପିର ମିସନ ୨୦୨୪ କିଭଳି ସଫଳ କରି ହେବ, ସେ ନେଇ ଆଜି ଅଙ୍କ କଷିଛନ୍ତି ନବନିଯୁକ୍ତ ବିଜେପି…
ନାଜାଲ କୋଭିଡ ଟିକାକୁ ମିଳିଲା DCGIର ମଞ୍ଜୁରୀ
ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶରେ ଜାରି ରହିଛି କରୋନା ସଂକ୍ରମଣ । ଏହାରି ଭିତରେ କରୋନାକୁ ପ୍ରତିହତ କରିବା ପାଇଁ ସରକାର ଟିକାକରଣ ଅଭିଯାନ ମଧ୍ୟ ଜୋରସୋରରେ ଆରମ୍ଭ କରିଛନ୍ତି । ତେବେ…
ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର: କମିଲା ବିମାନ ଭଡା
ନୂଆଦିଲ୍ଲୀ (ଆମ ଟିଭି): ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । କମିଲା ବିମାନ ଭଡା । ସରକାରଙ୍କ ତରଫରୁ ବାଧ୍ୟତାମୂଳକ ଫେୟାର କ୍ୟାପ୍ ହଟାଯିବାପରେ ବିମାନ ଭଡ଼ାରେ ଦ୍ରୃତ ହ୍ରାସ ଦେଖିବାକୁ…