Browsing Category

National

ନିର୍ବାଚନ ବେଳେ ଦିଆଯାଉଥିବା ‘ମାଗଣା’ ବଂଟା ପ୍ରତିଶ୍ରୁତିକୁ ନେଇ ସୁପ୍ରିକୋର୍ଟ ଖପ୍ପା

ନୂଆଦିଲ୍ଲୀ (ଆମ ଟିଭି): ନିର୍ବାଚନ ବେଳେ ରାଜନୈତିକ ଦଳଙ୍କ ପକ୍ଷରୁ ଦିଆଯାଉଛି ‘ମାଗଣା’ ବଂଟା ପ୍ରତିଶ୍ରୁତି। ଯାହାକୁ ନେଇ ଆଜି ଖପ୍ପା ହୋଇଛନ୍ତି ସୁପ୍ରିକୋର୍ଟ। ବିଶେଷ କରି କେନ୍ଦ୍ର…

ନ୍ୟାଶନାଲ ହେରାଲ୍ଡ ମାମଲା: ୩ଟି ପର୍ଯ୍ୟାୟରେ ୧୨ ଘଣ୍ଟାର ଜେରାରେ ୧୦୦ ପ୍ରଶ୍ନର ସମ୍ମୁଖୀନ ହେଲେ ସୋନିଆ

ନୂଆଦିଲ୍ଲୀ (ଆମ ଟିଭି): ନ୍ୟାଶନାଲ ହେରାଲ୍ଡ ମାମଲାରେ ୩ଟି ପର୍ଯ୍ୟାୟରେ ୧୨ ଘଣ୍ଟାର ଜେରାରେ ୧୦୦ ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ବହୁ ଚର୍ଚ୍ଚିତ ଏହି…

ମିଥୁନ ଚକ୍ରବର୍ତ୍ତୀଙ୍କ ବଡ଼ ଦାବି: ଟିଏମସିର ୩୮ ଜଣ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି

କୋଲକାତା (ଆମ ନ୍ୟୁଜ୍): ବୁଧବାର ଅଭିନେତା-ରାଜନେତା ମିଥୁନ ଚକ୍ରବର୍ତ୍ତୀ ଏକ ଆଶ୍ଚର୍ୟ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ ଟିଏମସିର ୩୮ ଜଣ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି।…

ସତ୍ୟେନ୍ଦ୍ର ଜୈନଙ୍କୁ ମନ୍ତ୍ରୀ ପଦରୁ ହଟାଇବେ କି କେଜ୍ରିୱାଲ ?

ନୂଆଦିଲ୍ଲୀ (ଆମ ଟିଭି): ମନି ଲଣ୍ଡରିଂ ମାମଲାରେ ଦାଖଲ ହୋଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ହଟାଇବା ପାଇଁ ଦାଖଲ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିବା…

‘ପାର୍ଥ ଚାଟାର୍ଜୀ ଘରକୁ ମିନି ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ’: ଅର୍ପିତା ମୁଖାର୍ଜୀ

କୋଲକାତା (ଆମ ଟିଭି): ପଶ୍ଚିମବଙ୍ଗରେ ସ୍କୁଲ ଚାକିରି ଦୁର୍ନୀତିରେ ଗିରଫ ହୋଇଥିବା ରାଜ୍ୟ ସରକାର ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅରପିତା ମୁଖାର୍ଜୀ ଏକ ବଡ଼ ଖୁଲାସା କରିଛନ୍ତି।…

ଆପ୍ ସାଂସଦ ସଞ୍ଜୟ ସିଂ ରାଜ୍ୟସଭାରୁ ସସପେଣ୍ଡ

ନୂଆଦିଲ୍ଲୀ (ଆମ ଟିଭି): ସଂସଦରେ ଅଶାଳୀନ ବ୍ୟବହାର ପଡ଼ିଲା ମହଙ୍ଗା । ରାଜ୍ୟସଭାରୁ ସସପେଣ୍ଡ ହେଲେ ଆଉ ଜଣେ ସାଂସଦ । ଆପ୍ ସାଂସଦ ସଞ୍ଜୟ ସିଂହ ରାଜ୍ୟସଭାରୁ ସସପେଣ୍ଡ ହୋଇଛନ୍ତି । ନାରାବାଜି,…

ଅର୍ପିତାଙ୍କ କଳା ଡାଏରୀ ଖୋଲିବ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ କଳାଫର୍ଦ୍ଦ

କୋଲକାତା (ଆମ ଟିଭି): ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କଠାରୁ ଦୁଇଟି ଡାଏରୀ ଉଦ୍ଧାର କରାଯାଇଛି। ଏହି ଡାଏରୀଗୁଡ଼ିକ ପାର୍ଥ…

ଆଜି ୬ ଘଣ୍ଟା ଜେରା: କାଲି ପୁଣି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ (ଆମ ଟିଭି): ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଟଙ୍କା ହେରଫେର ମାମଲାରେ ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ୬ ଘଣ୍ଟା ଧରି ପଚରାଉଚରା…

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ: ପତ୍ରରେ ଆଉ କ’ଣ ଲେଖିଛନ୍ତି ଜାଣନ୍ତୁ ?

କଲମ୍ବୋ (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ରାନିଲ ୱିକ୍ରେମସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ନିର୍ବାଚନରେ ରାନିଲ…

ପଞ୍ଜାବରେ ଆପ୍ ସରକାରଙ୍କୁ ବଡ଼ ଝଟକା: ଆଡଭୋକେଟ୍ ଜେନେରାଲଙ୍କ ଇସ୍ତଫା

ଚଣ୍ଡିଗଡ଼ (ଆମ ଟିଭି): ପଞ୍ଜାବରେ ଆପ୍ ସରକାରଙ୍କ ବଡ଼ ଝଟକା । ପଞ୍ଜାବର ଆଡଭୋକେଟ୍ ଜେନେରାଲ୍ ଅନମୋଲ ରତନ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ…