Browsing Category

National

ନିରାଶ ହେଲେ ଋିଷି ସୁନକ: ଲିଜ୍ ଟ୍ରସ୍ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ଆମ ଟିଭି): ନିରାଶ ହେଲେ ଋିଷି ସୁନକ । ଲିଜ୍ ଟ୍ରସ୍ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ବ୍ରିଟେନର ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ୍ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।…

ପୁଣି ଥରିଲା କାବୁଲ: ଋଷ ଦୂତାବାସ ବାହାରେ ଭୟଙ୍କର ବିସ୍ଫୋରଣ

ନୂଆଦିଲ୍ଲୀ (ଆମ ଟିଭି): ପୁଣି କାବୁଲରେ ବିସ୍ଫୋରଣ । ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଋଷ ଦୂତାବାସ ବାହାରେ ହୋଇଥିବା ଏହି ଧମାକାରେ ୨୦ ଲୋକଙ୍କ…

ଗୁରୁଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଇଶ୍ୱର ନାୟକ

ନୂଆଦିଲ୍ଲୀ (ଆମ ଟିଭି): ଆଜି ହେଉଛି ପବିତ୍ର ଗୁରୁ ଦିବସ । ସବୁଠି ଗୁରୁମାନଙ୍କୁ ପୂଜା କରାଯାଉଛି । ଏହାରି ଭିତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୪୫ ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ…

ପରଲୋକରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ

ମୁମ୍ବାଇ (ଆମ ଟିଭି): ପରଲୋକରେ ବିଶିଷ୍ଟ ଶିଳ୍ପପତି ସାଇରସ୍ ମିସ୍ତ୍ରୀ। ମୁମ୍ବାଇର ପଲଘର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଟାଟାସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ…

ଲାଲୁଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗୁଳିକରି ହତ୍ୟା

ପାଟଣା(ଆମ ଟିଭି): ବିହାର ରାଜନୀତିରେ ରାଜନୈତିକ ମହୋଲ ସରଗରମ ଥିବା ବେଳେ ଆଜି ଆସିଛି ଏକ ବଡ଼ ଖବର।  ବିହାର ସାସାରାମ ଜିଲ୍ଲାରେ ଆରଜେଡି ନେତା ବିଜେନ୍ଦ୍ର ଯାଦବଙ୍କୁ ଗୁଳି ମାରି ହତ୍ୟା…

ରାମଲିଲା ମୈଦାନରେ କଂଗ୍ରେସର ହାଲ୍ଲାବୋଲ: ମୋଦୀ ସରକାରଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀର ରାମଲିଲା ମୈଦାନରେ କଂଗ୍ରେସ ହାଲା ବୋଲ ରାଲିରେ ସମ୍ବୋଧିତ କରୁଥିବାବେଳେ ରାହୁଲ ଗାନ୍ଧୀ କେନ୍ଦ୍ରରେ ମୋଦୀ ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ…

‘ସୁପର-୪’ରେ ସୁପର ମୁକାବିଲା: ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଦୁବାଇ (ଆମ ଟିଭି): ଆଜି ସୁପର ସନ୍ଡେରେ ସୁପର ମୁକାବିଲା । ମୁହାଁମୁହିଁ ହେବେ ଭାରତ, ପାକିସ୍ତାନ । ଚଳିତ ଏସିଆ କପ୍ କ୍ରିକେଟର ସୁପର-୪ ଦ୍ୱିତୀୟ ମ୍ୟାଚ୍ ରେ ଆଜି ଭାରତ ଓ ପାକିସ୍ତାନ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ନବଜାତର ମୃତ୍ୟୁ ହେଲେ ମିଳିବ ଅଧିକ ୬୦ ଦିନ ଛୁଟି

ନୂଆଦିଲ୍ଲୀ(ଆମ ଟିଭି): ମହିଳା କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବଡ ଘୋଷଣା । କୌଣସି ମହିଳା କର୍ମଚାରୀ ପ୍ରସବ ସମୟରେ ବା ପ୍ରସବର କିଛି ସମୟ ପରେ ସେମାନଙ୍କ ପିଲାଟିର ମୃତ୍ୟୁ…

ବଦଳିଯିବ ନୂଆଦିଲ୍ଲୀ ରେଳ ଷ୍ଟେସନର ରୂପରେଖ

ନୂଆଦିଲ୍ଲୀ (ଆମ ଟିଭି): ବଦଳିଯିବ ନୂଆଦିଲ୍ଲୀ ରେଳ ଷ୍ଟେସନର ରୂପରେଖ। ଖୁବଶିଘ୍ର ଏହାର ନବୀକରଣ କରାଯିବ । ଯାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା ସହିତ ବିଭିନ୍ନ ପ୍ରକାରର ପରିବହନ…

କଥା ରଖିଲେ ପଞ୍ଜାବ ସରକାର: ୨୫ ଲକ୍ଷ ଉପଭୋକ୍ତାଙ୍କ ବିଜୁଳି ବିଲ୍ ଆସିଲା ମାଗଣା

ଚଣ୍ଡିଗଡ଼ (ଆମ ଟିଭି): ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ମାଗଣାରେ ବିଦ୍ୟୁତ୍ ଯୋଗାଇବାକୁ ପ୍ରତିଶୃତି ଦେଇଥିଲେ। ତାଙ୍କ ପ୍ରତିଶ୍ରୁତିରୁ ଦୁଇ ମାସ ବିତିଗଲାଣି । ପଞ୍ଜାବ ସରକାର ଦାବି…