Browsing Category
National
ଦେଶରେ ପ୍ରଥମ: ୧୦ ମାସର ଶିଶୁକନ୍ୟାକୁ ମିଳିଲା ରେଳବାଇରେ ଚାକିରି
ରାୟପୁର(ଆମ ଟିଭି): ଦେଶରେ ପ୍ରଥମ, ୧୦ ମାସର ଶିଶୁକନ୍ୟାକୁ ମିଳିଲା ରେଳବାଇରେ ନିଯୁକ୍ତି। ରେଳବାଇ ଇତିହାସରେ ନୂଆ ଘଟଣା । ୧୦ ମାସର ଶିଶୁ କନ୍ୟାକୁ ମିଳିଲା ରେଳବାଇରେ ଚାକିରି । ଏନେଇ…
ଉତ୍ତରାଖଣ୍ଡ ସରକାରଙ୍କ ବଡ଼ ଘୋଷଣା: ମାସକୁ ୫,୦୦୦ ଟଙ୍କା ଦେଇ ବେକାରୀମାନଙ୍କୁ ଗୋ-ସୁରକ୍ଷାରେ ନିଯୁକ୍ତି ଦେବେ
ଡେରାଡୁନ୍(ଆମ ଟିଭି): ଉତ୍ତରାଖଣ୍ଡ ସରକାରଙ୍କ ବଡ଼ ଘୋଷଣା। ମାସକୁ ୫,୦୦୦ ଟଙ୍କା ଦେଇ ବେକାରୀମାନଙ୍କୁ ଗୋ-ସୁରକ୍ଷାରେ ନିଯୁକ୍ତି ଦେବେ। ବୁଲା ଗୋରୁମାନଙ୍କୁ ସୁରକ୍ଷା ଏବଂ…
ବରିଷ୍ଠ କଂଗ୍ରେସ ନେତା ତଥା ଅଭିନେତା ରାଜ୍ ବବରଙ୍କୁ ଦୁଇ ବର୍ଷ ଜେଲ, ଜାଣନ୍ତୁ କାହିଁକି..
ଲକ୍ଷ୍ନୌ(ଆମ ଟିଭି): ବରିଷ୍ଠ କଂଗ୍ରେସ ନେତା ତଥା ଅଭିନେତା ରାଜ୍ ବବରଙ୍କୁ ଦୁଇ ବର୍ଷ ଜେଲ। ୨୮ ବର୍ଷ ପୁରୁଣା ଏକ ମାମଲାରେ ପାଇଁ ରାଜଙ୍କୁ ଏମ୍ପି ଏମ୍ଏଲଏ କୋର୍ଟରୁ ମିଳିଛି ୨ ବର୍ଷର…
CMIE ପ୍ରକାଶ କଲା ସାଙ୍ଘାତିକ ରିପୋର୍ଟ: ଜୁନରେ ୧.୩୦ କୋଟି ଲୋକଙ୍କ କମିଛି ରୋଜଗାର
ନୂଆଦିଲ୍ଲୀ (ଆମ ଟିଭି): କେନ୍ଦ୍ର ସରକାରଙ୍କ ଭାରତୀୟ ଅର୍ଥନୀତି ସର୍ବେକ୍ଷଣ (CMIE)ପ୍ରକାଶ କଲା ସାଙ୍ଘାତିକ ରିପୋର୍ଟ। ଭାରତରେ ପୁଣି ଚିନ୍ତା ବଢାଇଲାଣି ବେରୋଜଗାରୀ । ଜନତାଙ୍କ ରୋଜଗାର…
ଖାଦ୍ୟ ଓ ପୋଷଣ ସୁରକ୍ଷାରେ ଶୀର୍ଷରେ ଓଡ଼ିଶା
ନୂଆଦିଲ୍ଲୀ (ଆମ ଟିଭି): ଖାଦ୍ୟ ଓ ପୋଷଣ ସୁରକ୍ଷାରେ ଦେଶରେ ଶୀର୍ଷରେ ଓଡ଼ିଶା । ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଏନଏଫଏସଏର ଏହି ରାଙ୍କିଂରେ ଓଡ଼ିଶା ପୁଣି ପ୍ରଥମ ସ୍ଥାନ ଅଧିକାର…
ବଦଳିବ ହାଇଦ୍ରାବାଦର ନାଁ, ଜାଣନ୍ତୁ କେଉଁ ନାଁ ଦେଲେ ପ୍ରଧାନମନ୍ତ୍ରୀ
ହାଇଦ୍ରାବାଦ(ଆମ ଟିଭି): ବଦଳିବ ହାଇଦ୍ରାବାଦର ନାଁ। ହାଇଦ୍ରାବାଦରେ ଆୟୋଜିତ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ ଏମିତି କରିଛନ୍ତି ପ୍ରଧାନମନ୍ତ୍ରୀ…
ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଅମରିନ୍ଦର !
ନୂଆଦିଲ୍ଲୀ(ଆମ ଟିଭି): ଜୁଲାଇ ୧୮ରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଏହା ମଧ୍ୟରେ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି। ଶାସକ ଏନଡିଏ ଏବଂ ବିରୋଧୀ…
ଆସାମରେ ବନ୍ୟା ବିତ୍ପାତ: ୨୯ଲକ୍ଷ ଲୋକ ପ୍ରଭାବିତ, ୧୭୩ଜଣ ମୃତ
ଗୌହାଟୀ(ଆମ ଟିଭି): ଆସାମରେ ବନ୍ୟା ବିତ୍ପାତ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟର ୩୦ଟି ଜିଲ୍ଲାରେ ୨୯ଲକ୍ଷରୁ ଅଧିକ ଲୋକ ଏହି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଆସାମ…
ସମଗ୍ର ଦେଶ ନିକଟରେ କ୍ଷମାପ୍ରାର୍ଥନା କରିବା ଉଚିତ ନୂପୁର ଶର୍ମା: ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ(ଆମ ଟିଭି): ପୈଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେବା ଘଟଣାରେ ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା। ବିବାଦୀୟ ମନ୍ତବ୍ୟ ଦେଇ ଉପସାଗରୀୟ ଦେଶରେ ଭୀଷଣ…
କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଉପଯୁକ୍ତ କାରଣ ନଥିଲେ ଅଭିଯୁକ୍ତକୁ ହାତକଡି ଲଗାଯିବନି
ବେଙ୍ଗାଲୁରୁ(ଆମ ଟିଭି): କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଉପଯୁକ୍ତ କାରଣ ନଥିଲେ ଅଭିଯୁକ୍ତକୁ ହାତକଡି ଲଗାଇ ପାରିବନି ପୋଲିସ। ଅଭିଯୁକ୍ତକୁ ହାତକଡି ଲଗାଇ ସର୍ବ ସମ୍ମୁଖରେ…