Browsing Category
Politics
ପାକିସ୍ତାନରେ ବସ୍ ଉପରେ ବଡ଼ ଆକ୍ରମଣ, ପରିଚୟ ପଚାରି ୯ ଜଣଙ୍କୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ(ଆମ ଟିଭି): ପାକିସ୍ତାନରେ ଏକ ବସ୍ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ରିପୋର୍ଟ ଅନୁଯାୟୀ, ଆକ୍ରମଣକାରୀମାନେ ପରିଚୟ ପଚାରି ୯ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ବସ୍…
ବିଜେଡି ଛାଡ଼ି ପୁଣି କଗ୍ରେସକୁ ଫେରିଲେ ସୁନିତା ବିଶ୍ବାଳ
ଭୁବନେଶ୍ବର(ଆମ ଟିଭି): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ ପୁଣି କଂଗ୍ରେସକୁ ଫେରିଲେ । ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ…
ଚଳିତ ମାସରେ ଖାଉଟିଙ୍କୁ ମିଳିବ ଗହମ: ଯୋଗାଣ ମନ୍ତ୍ରୀ
ଭୁବନେଶ୍ବର(ଆମ ଟିଭି): ଚଳିତ ମାସରେ ଖାଉଟିଙ୍କୁ ମିଳିବ ଗହମ । ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ମିଳିବ ଗହମ। ପୂର୍ବରୁ ଗହମ ଯୋଗାଣ ବନ୍ଦ ଥିବା ବେଳେ ଚଳିତ ମାସରୁ ହିତାଧିକାରୀଙ୍କୁ ଗହମ…
ସନ୍ତୋଷ ଖଟୁଆଙ୍କ ଗିରଫ ଦାବିରେ ତାତିଲା ବିଜୁ ମହିଳା ଜନତା ଦଳ
ଭୁବନେଶ୍ବର(ଆମ ଟିଭି): ରାଜଧାନୀରେ ବିଜୁ ମହିଳା ଜନତା ଦଳର ଗର୍ଜନ। ବିଜେଡି ନେତ୍ରୀ ଲେଖାଶ୍ରୀଙ୍କୁ ନେଇ ବିବାଦୀୟ ବୟାନ ପ୍ରସଙ୍ଗରେ ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ…
ସରିଯିବ ପେଟ୍ରୋଲ ଡିଜେଲ; ଗାଡିରେ ତେଲ ପକାଇବାକୁ ବିଭିନ୍ନ ଟାଙ୍କିରେ ଲମ୍ବା ଲାଇନ
ଭୁବନେଶ୍ବର(ଆମ ଟିଭି): ଆଜି ସକାଳୁ ଭୁବନେଶ୍ବର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଗାଡିରେ ତେଳ ପକାଇବା ଲମ୍ବା ଲାଇନ। ଟାଙ୍କି ମାଲିକମାନେ ଲାଇନ ସଜାଇ ପେଟ୍ରୋଲ ଦେବାକୁ ନାକେ ଦମ ହୋଇପଡିଲେ।…
ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରଥମ ପସନ୍ଦ ହେଲେ ଶଶି ଥରୁର, ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା
ନୂଆଦିଲ୍ଲୀ(ଆମ ଟିଭି): ତିରୁବନନ୍ତପୁରମର କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଏକ ସାମ୍ପ୍ରତିକ ସର୍ଭେରେ ଅଗ୍ରଣୀ ମିଳିଛି, ଯେଉଁଥିରେ ତାଙ୍କୁ କେରଳର ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ପସନ୍ଦର…
ଓଡିଶା ମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ, ରାଜ୍ୟ ରାଜନୀତିରେ ଧଡକନ
ଭୁବନେଶ୍ବର(ଆମ ଟିଭି): ଖୁବଶିଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳରେ ହେବ ଅଦଳବଦଳ। ଏ ନେଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସଭାପତି ସଙ୍କେତ ଦେଇସାରିଲେଣି। ଫଳରେ ଏହାକୁ ନେଇ ବର୍ତ୍ତମାନ ରାଜ୍ୟ…
୨୩ ବର୍ଷ ଧରି ପଳାତକ ମୋନିକା କପୁର ଆମେରିକାରେ ଗିରଫ, ଜାଣନ୍ତୁ ସେ କିଏ?
ନୂଆଦିଲ୍ଲୀ (ଆମ ଟିଭି): ସିବିଆଇକୁ ଏକ ବଡ଼ ସଫଳତା ମିଳିଛି। ପ୍ରାୟ ୨୩ ବର୍ଷ ଧରି ପଳାତକ ଥିବା ଅଭିଯୁକ୍ତ ମୋନିକା କପୁରଙ୍କୁ ଆମେରିକାରୁ ହେପାଜତରେ ଭାରତ ଅଣାଯାଉଛି। ଏହି କାର୍ଯ୍ୟ ୯…
ଖୁବ୍ ଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ
ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଖୁବଶୀଘ୍ର ସମ୍ପ୍ରସାରଣ ହେବ ମନ୍ତ୍ରୀମଣ୍ଡଳ । ଏଥିପାଇଁ କେନ୍ଦ୍ର ନେତୃତ୍ୱଙ୍କ ସହିତ ଆଲୋଚନା ଜାରି ରହିଛି ବୋଲି ଆଜି କହିଛନ୍ତି ମନମୋହନ ସାମଲ ।…
ବିଶାଲ ଦାସଙ୍କୁ ଆୟକର ବିଭାଗର ପଚରଉଚୁରା; ପରିବାରକୁ ବିଜେପି ହଇରାଣ କରୁଥିବା ଅଭିଯୋଗ ଆଣିଲେ ଦୀପାଳି
ଝାରସୁଗୁଡ଼ା (ଆମ ଟିଭି): ଆୟକର ବିଭାଗର ସ୍କାନରରେ ପୁର୍ବତନ ମନ୍ତ୍ରୀ ତଥା ପୂର୍ବତନ ମନ୍ତ୍ରୀ ନବଦାସଙ୍କ ପୁଅ ବିଶାଲ ଦାସ । ବାରମ୍ବାର ବିଶାଲ ଦାସଙ୍କୁ ଆୟକର ବିଭାଗର ପଚରଉଚୁରାକୁ ନେଇ…