Browsing Category
Politics
କର୍ଣ୍ଣାଟକ : ବିଜେପିରୁ ୨ ବିଧାୟକ ୬ ବର୍ଷ ପାଇଁ ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟକଳାପରେ ଥିଲେ ସାମିଲ
ନୂଆଦିଲ୍ଲୀ (ଆମ ଟିଭି): ଭାରତୀୟ ଜନତା ପାର୍ଟି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କର୍ଣ୍ଣାଟକର ନିଜର ଦୁଇ ବିଧାୟକ ଏସଟି ସୋମଶେଖର ଏବଂ ଏ ଶିବରାମ ହେବାରଙ୍କୁ ଛଅ ବର୍ଷ ପାଇଁ ଦଳରୁ…
ଭାରତ ଚତୁର୍ଥ ବୃହତ ଅର୍ଥନୀତି ରାଷ୍ଟ୍ର ହେଲା, 2028 ସୁଦ୍ଧା ଜର୍ମାନୀକୁ ପଛରେ ପକାଇବ: ନୀତି ଆୟୋଗ
ନୂଆଦିଲ୍ଲୀ(ଆମ ଟିଭି): ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ରାଷ୍ଟ୍ର ହୋଇପାରିଛି। ଜାପାନକୁ ପଛରେ ପକାଇ ଭାରତ ଏହି ସ୍ଥିତିକୁ ଉତୀର୍ଣ୍ଣ ହୋଇଛି।। ନୀତି ଆୟୋଗର ସିଇଓ ବି.ଭି.ଆର.…
ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ରେ ବ୍ୟାପକ ଅଂଶଗ୍ରହଣ ପାଇଁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ
ନୁଆଦିଲ୍ଲୀ (ଆମ ଟିଭି): ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିଓ୍ବାଇ) ପାଇଁ ଆଉ ଗୋଟିଏ ମାସରୁ କମ୍ ସମୟ ବାକି ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମନ କି ବାତର ୧୨୨ତମ…
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ ପାଇଁ ହୋଇଛି…
ଭୁବନେଶ୍ୱର (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୀତି ଆୟୋଗ ବୈଠକ ଅବସରରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ…
ଆଫଗାନିସ୍ତାନରେ ଭୂକମ୍ପର ଝଟକା, ତୀବ୍ରତା ୪.୨
ନୂଆଦିଲ୍ଲୀ (ଆମ ଟିଭି): ଆଜି ସକାଳେ ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ୧୩୫ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୪.୨ ରହିଛି…
ବିକଶିତ ରାଜ୍ୟଗୁଡ଼ିକ ଜରିଆରେ ବିକଶିତ ଭାରତର ପରିକଳ୍ପନା ସାକାର ହୋଇପାରିବ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମରେ ନୀତି ଆୟୋଗ ପରିଚାଳନା ପରିଷଦର ଦଶମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏଥିରେ 24ଟି ରାଜ୍ୟ ଏବଂ…
ଆଜି ନୀତି ଆୟୋଗ କାଉନସିଲ ବୈଠକ: ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ନୂଆଦିଲ୍ଲୀ (ଆମ ଟିଭି): ଆଜି ନୀତି ଆୟୋଗ ଦଶମ ଗଭର୍ଣ୍ଣିଂ କାଉନସିଲ ବୈଠକ । ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ…
ମାସକ ପରେ ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ପଦରୁ ହଟିଲେ ଦେବ ପ୍ରସାଦ ଦାସ, ନୂଆ ହେଲେ…
ଭୁବନେଶ୍ବର (ଆମ ଟିଭି): ମାତ୍ର ମାସକ ପରେ ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶ ପଦରୁ ହଟିଲେ ବରିଷ୍ଠ ଓଏଏସ ଦେବ ପ୍ରସାଦ ଦାସ। ସେ ଗତମାସ 22 ତାରିଖରେ ଏହି ପଦବୀରେ ନିଯୁକ୍ତି ହୋଇଥିଲେ। ହେଲେ…
ବେଆଇନ ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ: ମନ୍ତ୍ରୀ ଶ୍ରୀ ହରିଚନ୍ଦନ
ଭୁବନେଶ୍ୱର(ଆମ ଟିଭି): ନୂଆ ସରକାର ରାଜ୍ୟର ଶାସନ ଭାର ହାତକୁ ନେବା ପରେ ବେଆଇନ ମାଦକ ଦ୍ରବ୍ୟ କାରବାର ଆନେକାଂଶରେ ହ୍ରାସ ପାଇଛି। ଅବକାରୀ ବିଭାଗ, ପୋଲିସ ପ୍ରଶାସନ ଏବଂ ସ୍ପେସାଲ୍…
ମୁଲ୍ଲା ମୁନୀରଙ୍କ ସହ ରାହୁଲଙ୍କ ଫଟୋ ଯୋଡିଲେ ଅମିତ ମାଲବ୍ୟ; ପୋଷ୍ଟ ଭାଇରାଲ୍
ନୂଆଦିଲ୍ଲୀ (ଆମ ଟିଭି): ଅପରେସନ ସିନ୍ଦୂରକୁ ନେଇ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ସିଧା ଟାର୍ଗେଟ କରିଛନ୍ତି ବିଜେପି ନେତା ଅମିତ ମାଲବ୍ୟ । ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ…