Browsing Category
Politics
ବିଜେପି ନେତା ଜଗା ପ୍ରଧାନଙ୍କ ପାଇଁ ବଢିଲା ବିପଦ, ଗିରଫ ନା ଆତ୍ମସର୍ମପଣ ?
ଭୁବନେଶ୍ବର (ଆମ ଟିଭି): ବିଜେପି ନେତା ତଥା ଭୁବନେଶ୍ବର ମଧ୍ୟର ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନଙ୍କ ପାଇଁ ବିପଦ ଘନେଇବାରେ ଲାଗିଛି। ଗତକାଲି ସେ ବିଜେପି ସଭାପତି…
ଘାନାର ଜାତୀୟ ସମ୍ମାନ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ (ଆମ ଟିଭି): ଆଜି ଘାନାର ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ବିଶିଷ୍ଟ ରାଜନେତା ତଥା ତାଙ୍କ ପ୍ରଭାବଶାଳୀ ବିଶ୍ୱ ନେତୃତ୍ୱର ସ୍ୱୀକୃତି…
୪୮ ଘଣ୍ଟା ମଧ୍ୟରେ ଭାରତ ଏବଂ ଆମେରିକା ମଧ୍ୟରେ ହେବ ବାଣିଜ୍ୟ ଚୁକ୍ତି, ଟ୍ରମ୍ପଙ୍କ ସହ ଚାଲିଛି ଆଲୋଚନା
ନୂଆଦିଲ୍ଲୀ (ଆମ ଟିଭି): ଭାରତ ଏବଂ ଆମେରିକା ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଦୀର୍ଘ ଦିନ ଧରି ଆଲୋଚନାରେ ରହିଛି। ଏବେ ଏହି ଅନ୍ତରୀଣ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରାଯାଇପାରେ।…
ପୁରୀରେ ମୃତବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ଭେଟିଲେ ଆଇନ ମନ୍ତ୍ରୀ, ପ୍ରଦାନ କଲେ ୨୫ ଲକ୍ଷ ଟଙ୍କା
ଭୁବନେଶ୍ବର(ଆମ ଟିଭି): ଶରଧାବାଲି ଦଳାଚକଟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ଭେଟିଲେ ଆଇନ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ। ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ…
ତେଲେଙ୍ଗାନା ବିସ୍ଫୋରଣ: ୪ ଓଡିଆ ମୃତ
ନୂଆଦିଲ୍ଲୀ(ଆମ ଟିଭି): ତେଲଙ୍ଗାନା ସଙ୍ଗାରେଡ୍ଡୀ ଫାର୍ମା ପ୍ଲାଣ୍ଟ ବିସ୍ଫୋରଣ ଘଟଣା। ଏଥିରେ ପ୍ରାଣ ହରାଇଛନ୍ତି ୪ ଓଡ଼ିଆ। ମୃତକମାନେ ହେଲେ ଗଞ୍ଜାମ, କଟକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାର।…
ଭୁବନେଶ୍ବର ଆସୁଛନ୍ତି ରାହୁଲ ଗାନ୍ଧୀ, ଘୋଷଣା ହେଲା ତାରିଖ
ଭୁବନେଶ୍ୱର(ଆମ ଟିଭି): ଓଡିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବା ପାଇଁ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ। ଏ ନେଇ ପ୍ରଦେଶ କଂଗ୍ରେସ ତରଫରୁ ତାରିଖ ଘୋଷଣା କରିଯାଇଛି। ସେହି ଅନୁସାରେ ଚଳିତ…
ଗାଜା ଉପରେ ଇସ୍ରାଏଲର ଆକ୍ରମଣ, ୭୪ ମୃତ
ନୂଆଦିଲ୍ଲୀ (ଆମ ଟିଭି): ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଏପିର ରିପୋର୍ଟ ଅନୁଯାୟୀ, ପ୍ରତ୍ୟକ୍ଷଦର୍ଶୀ ଏବଂ ସ୍ୱାସ୍ଥ୍ୟ କର୍ମୀ କହିଛନ୍ତି ଯେ ଇସ୍ରାଏଲ ଗାଜାର ଏକ କାଫେ ଉପରେ…
ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବାକୁ ଓଏଏସ୍ ସଂଘର ନିଷ୍ପତ୍ତି ସ୍ଥଗିତ
ଭୁବନେଶ୍ୱର (ଆମ ଟିଭି): ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବାକୁ ଓଏଏସ୍ ସଂଘର ନିଷ୍ପତ୍ତି ସ୍ଥଗିତ। ସମସ୍ତ ଅଭିଯୁକ୍ତ ଗିରଫ ନହେବା…
ଆଜି ପବିତ୍ର ହେରା ପଞ୍ଚମୀ; ରଥ ଭାଙ୍ଗିବେ ମହାଲକ୍ଷ୍ମୀ
ପୁରୀ (ଆମ ଟିଭି): ଆଜି ପବିତ୍ର ହେରା ପଞ୍ଚମୀ । ଶ୍ରୀ ଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିବସ । ମହାପ୍ରଭୁ ଜଗନ୍ନାଥଙ୍କ ରଥ ଭାଙ୍ଗିବେ ଅଭିମାନିନୀ ମା’ ଲକ୍ଷ୍ମୀ ଠାକୁରାଣୀ । ମହାପ୍ରଭୁ…
ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ, ସେବାୟତଙ୍କ ସହ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଆଲୋଚନା କରିବେ
ପୁରୀ (ଆମ ଟିଭି): ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ସେବାୟତଙ୍କ ସହ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଆଲୋଚନା କରିବେ । ଦିନ ୧୨ଟାରେ ସେବାୟତଙ୍କ ସହ ଆଲୋଚନା କରିବେ ଆଇନ ମନ୍ତ୍ରୀ…