Browsing Category
Politics
‘ଓଡିଶାର ଲୋକଙ୍କୁ ସାମନା କରିବାକୁ ବିଜେଡି ପାଖରେ ନୈତିକ ସାହାସ ନାହିଁ’: ମନମୋହନ ସାମଲ
ଭୁବନେଶ୍ୱର (ଆମ ଟିଭି): ଆଜି ଏକ ମେଗା ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପି ନେତା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ବିଜେଡି ବିଭିନ୍ନ…
ଲୋକସଭା ନିର୍ବାଚନ ପାଇଁ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ; ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଆସନରେ ଭୋଟ
ନୂଆଦିଲ୍ଲୀ (ଆମ ଟିଭି): ସେପଟେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଆସନରେ ଅନୁଷ୍ଠିତ ହେଉଛି ନିର୍ବାଚନ । ଏହି ପର୍ଯ୍ୟାୟରେ…
ପୁଣି ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର(ଆମ ଟିଭି): ପୁଣି ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଏହି ଗସ୍ତ ସମୟରେ ସେ ପୁରୀରେ ରୋଡ୍ ଶୋ କରିବେ। ଏହାସହିତ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ…
୧୫ରେ ବଲାଙ୍ଗୀର ଆସିବେ ରାହୁଲ ଗାନ୍ଧୀ
ବଲାଙ୍ଗୀର(ଆମ ଟିଭି): ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଗସ୍ତରେ ଆସିବେ ରାହୁଲ । ବାଇକ୍…
ଦିନରେ ଲଣ୍ଠନ ଦେଖାଇବା ଡବଲ ଇଞ୍ଜିନ, ଲୋକଙ୍କ ସେବା କରିବା ନବୀନ ଇଞ୍ଜିନ; ଭିକେ ପାଣ୍ଡିଆନ
ଭୁବନେଶ୍ଵର (ଆମ ଟିଭି): ବରଗଡରୁ ବିଜେପି ଉପରେ ବର୍ଷିଲେ ଭିକେ ପାଣ୍ଡିଆନ୍ । ସିଧା ସିଧା ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଟାର୍ଗେଟ୍ । ରବିବାର ବରଗଡରେ ନିର୍ବାଚନୀ ସଭା…
ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପିକୁ ଘେରିଲେ ବିଜେଡି ନେତ୍ରୀ ଲେଖାଶ୍ରୀ
ଭୁବନେଶ୍ୱର (ଆମ ଟିଭି): ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନେତାମାନଙ୍କ ମଧ୍ୟରେ ବୟାନବାଜୀ ସେତେ ତୀବ୍ର ହେବାରେ ଲାଗିଛି । କିଛିଦିନ ହେବ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇ ବିଜେପି…
ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର; ଆଜି ବରଗଡ଼ ଓ ବଲାଙ୍ଗୀରରେ ନବୀନଙ୍କ ମାରାଥନ ପ୍ରଚାର
ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର । ଆଜି ବଲାଙ୍ଗୀର ଓ ବରଗଡ଼ ଗସ୍ତରେ ମାରାଥନ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ…
ଆସନ୍ତା କାଲି ଲୋକସଭା ପାଇଁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ; ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ…
ନୂଆଦିଲ୍ଲୀ(ଆମ ଟିଭି): ଲୋକସଭା ପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ସୋମବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାର ଅଛି । ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ୯୬…
ପାକିସ୍ତାନର ପରମାଣୁ ବୋମା ବିକ୍ରି କରିବାର ପରିସ୍ଥିତି ଆସି ଗଲାଣି: ମୋଦି
ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କଂଗ୍ରେସ ନେତା ମଣି ଶଙ୍କର ଆୟାରଙ୍କ ‘ପାକିସ୍ତାନରେ ଆଣବିକ ବୋମା ଅଛି’ ବୟାନକୁ ନେଇ କିଛି ପ୍ରତିକ୍ରିୟା ରଖିଛନ୍ତି। ସେ…
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କୁଆଡେ ଗଲା? କନ୍ଧମାଳ ସଭାରୁ ବିଜେଡି ସରକାରକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର (ଆମ ଟିଭି): ଫୁଲବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସଭାରେ ଯୋଗ ଦେଇ ମହାପ୍ରଭୁଙ୍କ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବା ସହ ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମୋଦୀ…