Browsing Category
Politics
ଆପଣଙ୍କ ଭୋଟ ଦେଶର ଦିଗ ନିର୍ଣ୍ଣୟ କରିବ: ମୋଦୀ
ନୂଆଦିଲ୍ଲୀ (ଆମ ଟିଭି): ଆଜି ନୂତନ ମତ ଦାତାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ନୂତନ ଯୁବ…
ଏଣିକି ଘରେ ରହି ଭୋଟ୍ ଦେବେ ଦିବ୍ୟାଙ୍ଗ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତି
ନୂଆଦିଲ୍ଲୀ (ଆମ ଟିଭି): ସାଧାରଣ ନିର୍ବାଚନକୁ ନେଇ ରାଜନୀତି ଉଠୁଛି ପଡୁଛି । ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥର ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୂଆ ବ୍ୟବସ୍ଥା…
ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବାପାଇଁ ଆଜି ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି
ନୂଆଦିଲ୍ଲୀ (ଆମ ଟିଭି): ଆଜି ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ । ଆସନ୍ତାକାଲି ଭାରତ ପାଳିବ ୭୫ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ…
ସାଧାରଣତନ୍ତ୍ର ଦିବସରେ ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ୧୧୩୨ ଜଣ କର୍ମଚାରୀଙ୍କୁ ମିଳିବ ସାହସିକତା ପଦକ
ନୂଆଦିଲ୍ଲୀ (ଆମ ଟିଭି): ରାତି ପାହିଲେ ଦେଶ ପାଳିବ ଗଣତନ୍ତ୍ର ଦିବସ। ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ସାରା ଦେଶର ପୁଲିସ, ଅଗ୍ନିଶମ ସେବା, ହୋମଗାର୍ଡ ଏବଂ ବେସାମରିକ…
ଦୁର୍ଘଟଣାରେ ଶିକାର ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ନୂଆଦିଲ୍ଲୀ: ଦୁର୍ଘଟଣାରେ ଶିକାର ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ବର୍ଦ୍ଧମାନରୁ କୋଲକାତା ଫେରୁଥିôବା ବେଳେ ତାଙ୍କ ଗାଡି…
ମମତାଙ୍କ ପରେ ମେଣ୍ଟକୁ ଆପର ଝଟକା: ପଞ୍ଚାବରେ ଏକାଠି ଲଢିବ ଆପ୍
ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଇଣ୍ଡିଆ ମେଣ୍ଟକୁ ମମତାଙ୍କ ପରେ ଏବେ ଆମ୍ ଆଦମୀ ପାର୍ଟି ଝଟକା ଦେଇଛି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କଂଗ୍ରେସ…
କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ
ଭୁବନେଶ୍ୱର: ବଢିଲା କଂଗ୍ରେସର ବଳ । କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବନୀପାଟଣାରେ ଆଜି ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ…
୧ କୋଟି ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବ ଏୟାର ଇଣ୍ଡିଆ
ନୂଆଦିଲ୍ଲୀ: ସୁରକ୍ଷା ନିୟମ ଲଙ୍ଘନ କରିଥିବାରୁ ତଣ୍ଡ ଗଣିବ ଏୟାର ଇଣ୍ଡିଆ। ଜରିମାନା ପରିମାଣ ସ୍ଥିର କରିଛନ୍ତି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ-ଡିଜିସିଏ। ସୂଚନା ଅନୁଯାୟୀ,…
ଅମିତ ଶାହାଙ୍କ ହାତରେ ସିଏମ ହିମନ୍ତ ଏକ ହାତରେ କାଠକଣ୍ଢେଇ ପାଲଟିଛନ୍ତି: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ(ଆମ ଟିଭି): ଜାରି ରହିଛି କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା । ଭାରତ ଯୋଡୋ ନ୍ୟାୟ ଯାତ୍ରାର ଏକାଦଶ ଦିନରେ ରାହୁଲ ଗାନ୍ଧୀ ଆସାମର ବାରପେଟାରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ କଡା…
ରାହୁଲ ଗାନ୍ଧୀଙ୍କ ନାଁରେ ରୁଜୁ ହେଲା ମାମଲା
ନୂଆଦିଲ୍ଲୀ(ଆମ ଟିଭି): ରାହୁଲ ଗାନ୍ଧୀଙ୍କ ନାଁରେ ରୁଜୁ ହେଲା ମାମଲା । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରାହୁଲଙ୍କ ସମେତ କେସି ବେଣୁଗୋପାଳ,…