Browsing Category
Politics
ସରକାରୀ ବଙ୍ଗଳା ଖାଲି କଲେ ଟିଏମସି ସାଂସଦ ମହୁଆ ମୋଇତ୍ରା
ନୂଆଦିଲ୍ଲୀ(ଆମ ଟିଭି): କାମ କଲାନି ମହୁଆଙ୍କ ପ୍ରଚେଷ୍ଟା । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକ ସଭାରୁ ବହିଷ୍କୃତ ହୋଇଥିବା ଏମ୍ପି ମହୁଆ ମୋଇତ୍ରାଙ୍କୁ ଶେଷରେ ସରକାରୀ ବଙ୍ଗଳା ଖାଲି…
ଡଙ୍ଗାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା
ନୂଆଦିଲ୍ଲୀ(ଆମ ଟିଭି): ଜାରି ରହିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ା ନ୍ୟାୟ ଯାତ୍ରା । ଡଙ୍ଗାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ଶୁକ୍ରବାର ସକାଳେ ଆସାମରେ କଂଗ୍ରେସ ନେତା…
ଫେବୃଆରୀ ୫ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ
ଭୁବନେଶ୍ୱର(ଆମ ଟିଭି): ବଜେଟ୍ ଅଧିବେଶନକୁ ନେଇ ଆସିଛି ବଡ଼ ଖବର । ଫେବୃଆରୀ ୫ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ। ଏହି ଅଧିବେଶନରେ ଆଗତ ହେବ କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ…
ଜୟପୁରରୁ ପୁରୀକୁ ଗଡ଼ିଛି ଜଗନ୍ନାଥ ଏକ୍ସପ୍ରେସ୍
ଭୁବନେଶ୍ୱର(ଆମ ଟିଭି): ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ । ଜୟପୁରରୁ ପୁରୀକୁ ଗଡ଼ିଛି ଜଗନ୍ନାଥ ଏକ୍ସପ୍ରେସ୍ । ଜୟପୁରରୁ ବାହାରି କୋରାପୁଟ ହୋଇ ପୁରୀରେ ପହଞ୍ଚିବ ବସ୍ । ଆଦିବାସୀ ଅଞ୍ଚଳ…
ରାମ ମନ୍ଦିରକୁ ନେଇ ବିବାଦୀୟ ବୟାନ ଦେଲେ ଉଦୟନିଧି ଷ୍ଟାଲିନ୍
ନୂଆଦିଲ୍ଲୀ: ସନାତନ ଧର୍ମ ପରେ ଏବେ ରାମ ମନ୍ଦିରକୁ ନେଇ ଏକ ବଡ଼ ବୟାନ ଦେଲେ ଉଦୟନିଧି ଷ୍ଟାଲିନ୍ । ସନାତନ ଧର୍ମ ବିରୁଦ୍ଧରେ ବୟାନ ଦେଇଥିବା ଡିଏମକେ ନେତା ଉଦୟାନିଧି ଷ୍ଟାଲିନ ବର୍ତ୍ତମାନ…
କୋଚିଂ ସେଣ୍ଟର ପାଇଁ ଗାଇଡଲାଇନ୍ ଆଣିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: କୋଚିଂ ସେଣ୍ଟର ପାଇଁ ଗାଇଡଲାଇନ୍ ଆଣିଲେ କେନ୍ଦ୍ର ସରକାର । ଛତୁ ଫୁଟିଲା ଭଳି ଦେଶରେ କୋଚିଂ ସେଣ୍ଟର ଗୁଡ଼ିକ ଗଢି ଉଠିବାରେ ଲାଗିଛି। ଏଗୁଡିକ ଉପରେ ନିୟନ୍ତ୍ରଣ ରଖିବା ପାଇଁ…
କଲେଜ କ୍ୟାମ୍ପସରେ ଛାତ୍ର କଂଗ୍ରେସର ପ୍ରତିବାଦ
ଭୁବନେଶ୍ୱର: କଲେଜ କ୍ୟାମ୍ପସରେ ଛାତ୍ର କଂଗ୍ରେସର ପ୍ରତିବାଦ । ରାଜ୍ୟ ସରକାରଙ୍କ ନୂଆ ଓଡ଼ିଶା, ନବୀନ ଓଡ଼ିଶା କାର୍ୟ୍ୟକ୍ରମକୁ ବିରୋଧ । ଆଜି ମହର୍ଷି କଲେଜ କ୍ୟାମ୍ପସରେ ଲାଗିଥିବା…
ଇଡିର ଚତୁର୍ଥ ସମନରେ ବି ହାଜର ହେଲେନି ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ: ଆଜି ମଧ୍ୟ ଇଡି ସାମ୍ନାରେ ହାଜର ହେଲେନି କେଜ୍ରିୱାଲ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚତୁର୍ଥ ସମନରେ ବି ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବରଂ ସେ…
ଜମ୍ମୁ-କାଶ୍ମୀରରେ ପୁଣି ଲ୍ୟାଣ୍ଡମାଇନ ବିସ୍ଫୋରଣ: ଜଣେ ଯବାନ ସହିଦ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ପୁଣି ଲ୍ୟାଣ୍ଡମାଇନ ବିସ୍ଫୋରଣ । ଜମ୍ମୁ-କାଶ୍ମୀରର ନୌସେରା ଅଞ୍ଚଳରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କାରଣରୁ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଆହତ…
ଆପ୍ ଛାଡିଲେ ହରିୟାଣା ମୁଖ୍ୟ ଅଶୋକ ତନୱର
ନୂଆଦିଲ୍ଲୀ: କେଜ୍ରିୱାଲ ଏବଂ ଆପ୍ ଦଳକୁ ଏକ ବଡ଼ ଝଟକା । ହରିଆଣା ଆମ୍ ଆଦମୀ ପାର୍ଟିର ପ୍ରଚାର କମିଟି ମୁଖ୍ୟ ଅଶୋକ ତନୱର ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଚର୍ଚ୍ଚା ହେଉଛି କି ସେ ଖୁବଶୀଘ୍ର…