Browsing Category

Politics

ଭୂକମ୍ପରେ ଥରିଲା ଜାମ୍ମୁ-କାଶ୍ମୀର

ନୂଆଦିଲ୍ଲୀ (ଆମ ଟିଭି): ଭୂକମ୍ପରେ ଥରିଲା ଜାମ୍ମୁ-କାଶ୍ମୀର ଓ ହିମାଚଳପ୍ରଦେଶ । ଆଜି ମଧ୍ୟାହ୍ନରେ ଜାମ୍ମୁ କାଶ୍ମୀର ଏବଂ ହିମାଚଳର କିଛି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି।ବୁଧବାର ବୁଧବାର…

ଆଜିଠୁ ନଭେମ୍ବର ୩୧ ଯାଏଁ ପାରାଦୀପରେ ମାଛ ଧରିବା ବନ୍ଦ

ପାରାଦୀପ (ଆମ ଟିଭି): ମତ୍ସଜୀବୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ସମୁଦ୍ର ଭିତରେ ମାଛଧରା ଉପରେ ଲାଗିଲା କଟକଣା । ପାରାଦୀପରେ ନଭେମ୍ବର ୧ରୁ ମେ’ ୩୧ ଯାଏ ଉପକୂଳରୁ ସମୁଦ୍ର ଭିତରକୁ ମାଛ…

କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଆମ ଟିଭି): ଆଜି କଳାହାଣ୍ଡି ପ୍ରତିଷ୍ଠା ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯାଇଛନ୍ତି । ଏହି ଗସ୍ତ ବେଳେ ଭଙ୍ଗାବାରି ଠାରେ ନିର୍ମାଣ ହୋଇଥିବା ମେଡିକାଲ…

ମୁକେଶ ଅମ୍ବାନୀଙ୍କୁ ପୁଣି ହତ୍ୟା ଧମକ; ୪୦୦ କୋଟି ଦାବି

ନୂଆଦିଲ୍ଲୀ (ଆମ ଟିଭି): ମୁକେଶ ଅମ୍ବାନୀ ପୁଣି ଥରେ ଏକ ଧମକପୂର୍ଣ୍ଣ ଇମେଲ୍ ପାଇଛନ୍ତି। ଏହି ଧମକ ସେହି ଅଜଣା ବ୍ୟକ୍ତି ଯିଏକି ଅକ୍ଟୋବର ୨୭ ରେ ୨୦୦ କୋଟି ଟଙ୍କା ମାଗି ଦୁଇଟି ଇମେଲ…

ନୂଆ ପରମାଣୁ ବୋମା ତିଆରି କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ (ଆମ ଟିଭି): ଆମେରିକା ଏକ ନୂଆ ପରମାଣୁ ବୋମା ତିଆରି କରିବାକୁ ପ୍ରସ୍ତୁତ ହେଉଛି। ଆମେରିକାର ଗଣମାଧ୍ୟମ ଅନୁଯାୟୀ, ଜାପାନର ହିରୋସିମା ଉପରେ ପକାଯାଇଥିବା ବୋମାଠାରୁ ଏହି ନୂତନ…

ଯବାନ ଗାଡି ଦୁର୍ଘଟଣାଗ୍ରସ୍ତ; ୩୮ ଆହତ

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଯବାନଙ୍କୁ ନେଇ ଯାଉଥିବା ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଖବର ଆସି ପହଞ୍ଚୁଛି। ଗୁଜରାଟ ପଞ୍ଚମହଲର ଜିଲ୍ଲାରେ ଏହି…

“ଯଦି ସର୍ଦ୍ଦାର ସେଠାରେ ନଥାନ୍ତେ, ଭାରତର ମାନଚିତ୍ର ହୋଇନଥାନ୍ତା’’: ଅମିତ ଶାହା

ନୂଆଦିଲ୍ଲୀ (ଆମ ଟିଭି): ଆଜି ହେଉଛି ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ।କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ…

ଶପଥ ନେବା ପୂର୍ବରୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ୱର (ଆମ ଟିଭି): ଆଜି ଓଡ଼ିଶାକୁ ମିଳିବ ନୂଆ ରାଜ୍ୟପାଳ । ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିବେ ରଘୁବର ଦାସ । ଶପଥ ଗ୍ରହଣ ପୂର୍ବରୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି…

ଡଙ୍ଗାବୁଡ଼ି ୭୦ରୁ ଅଧିକ ନିଖୋଜ୍

ନୂଆଦିଲ୍ଲୀ(ଆମ ଟିଭି): ପୁଣି ଭୟଙ୍କର ଡଙ୍ଗାବୁଡ଼ି ଘଟଣା ସାମ୍ନାକୁ ଆସିଛି । ଉତ୍ତର ନାଇଜେରିଆରେ ଏକ ଡଙ୍ଗା ବୁଡ଼ିଯିବା ଫଳରେ ସୋମବାର ୭୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିବା କୁହାଯାଉଛି ।…

ଜୀବନ ହାରିଲେ ମାଲାୟାଲାମ୍ ଅଭିନେତ୍ରୀ

ନୂଆଦିଲ୍ଲୀ(ଆମ ଟିଭି): କେରଳରେ ପୁଣି ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଛି । ମାଲାୟାଲମ୍ ଅଭିନେତ୍ରୀ ରେଞ୍ଜୁଷା ମେନନ୍ ଙ୍କ ମୃତଦେହ ତିରୁବନନ୍ତପୁରମର ଶ୍ରୀକର୍ୟ୍ୟସ୍ଥିତ ତାଙ୍କ…