Browsing Category

Politics

ବିରୋଧୀ ମହାମେଣ୍ଟର ନାଁ ଇଣ୍ଡିଆ

ନୂଆଦିଲ୍ଲୀ(ଆମ ଟିଭି): ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଲଢେଇ ପାଇଁ କଂଗ୍ରେସ ସମେତ ୨୬ଟି ଦଳ ସାମିଲ ହୋଇଥିବାବେଳେ ଏବେ ବୈଠକ ଚାଲିଛି । ତେବେ ମିଳିତ ବିରୋଧୀ…

ଓଡ଼ିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ: ପ୍ରସ୍ତୁତି ଜୋରଦାର

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୫ରୁ ୨୭ତାରିଖ ପର୍ୟ୍ୟନ୍ତ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଏହି ଅବସରରେ…

ସାହାରା ଇଣ୍ଡିଆ ଜମାକାରୀଙ୍କୁ ମିଳିବ ଟଙ୍କା: ସରକାର କରୁଛନ୍ତି ବ୍ୟବସ୍ଥା

ନୂଆଦିଲ୍ଲୀ (ଆମ ଟିଭି): ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର । ସାହାରା ଚିଟଫଣ୍ଡରେ ଟଙ୍କା ଜମା ରଖିଥିବା କ୍ଷତିଗ୍ରସ୍ତ ତାଙ୍କ ଟଙ୍କା ଫେରିପାଇବେ । କେନ୍ଦ୍ର ସରକାର ଏଥିପାଇଁ…

ନିର୍ମାଣଗତ ତ୍ରୁଟି ପାଇଁ ଭୁଷୁଡ଼ିଲା ବ୍ରିଜ୍: ସ୍ପଷ୍ଟୀକରଣ ରଖିଲେ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ

ଯାଜପୁର (ଆମ ଟିଭି): ୧୬ ନମ୍ବର ଜାତୀୟ ରାଜପଥରେ ଭୁଷୁଡ଼ିଛି ବ୍ରିଜ୍ । ଯାଜପୁର ରସୁଲପୁର ଛକ ନିକଟରେ ଏହି ଅଘଟଣ ଘଟିଛି । ବାଲେଶ୍ୱରରୁ କଟକ ଆସିବା ରୁଟର କୁଆଖିଆ ଛକ ଆଡ଼କୁ ପୋଲର ଶେଷ ପିଲାର…

ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆଁ

ନୂଆଦିଲ୍ଲୀ(ଆମ ଟିଭି): ମଧ୍ୟପ୍ରଦେଶରୁ ଆସିଛି ଏକ ବଡ଼ ଖବର । ବନ୍ଦେ ଭାରତ ଏକ୍ସପ୍ରେସରେ ନିଆଁ ଲାଗିଥିବା ଖବର ମିଳିଛି । ଭୋପାଳରୁ ଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନରେ ଲାଗିଲା ନିଆଁ ।…

ଆଜି ବିଜେପିରେ ମିଶିବେ ଦାରା ସିଂ ଚୌହାନ

ନୂଆଦିଲ୍ଲୀ(ଆମ ଟିଭି): ୨୦୨୪ ଲୋକସଭା ନିର୍ବାଚନକୁ ଆଉ ଏକ ବର୍ଷ ବାକି ଅଛି। ବର୍ତ୍ତମାନ ଓବିସି ନେତା ଦାରା ସିଂ ଚୌହାନ ଆଜି ମଧ୍ୟାହ୍ନ ୧୨ ଟାରେ ଲକ୍ଷ୍ନøରେ ଭାରତୀୟ ଜନତା ପାର୍ଟି…

ଓଟିପି ସେୟାରିଂ ମାମଲା: ଅଭିଯୁକ୍ତ ପଠାଣି ସାମନ୍ତଙ୍କୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ୍

ଭୁବନେଶ୍ୱର (ଆମ ଟିଭି): ଓଟିପି ସେୟାରିଂ ଏବଂ ଆତଙ୍କୀ ଲିଙ୍କ୍ ମାମଲାରେ ଗିରଫ ଅଭିଯୁକ୍ତ ପଠାଣି ସାମନ୍ତଙ୍କୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗର ସ୍ପେଶାଲ ଟାକ୍ସଫୋର୍ସ । ଏନେଇ କୋର୍ଟରେ ଆବେଦନ…

ପଶ୍ଚିମବଙ୍ଗରେ ଧାରା ୩୫୫ ଲାଗୁ କରିବାକୁ ଜୋର ଧରିଲା ଦାବି

କୋଲକାତା(ଆମ ଟିଭି): ହିଂସା କାରଣରୁ ପଶ୍ଚିମବଙ୍ଗରେ ସମ୍ପ୍ରତି ପଞ୍ଚାୟତ ନିର୍ବାଚନ ହେଡଲାଇନରେ ରହିଛି। ଏଭଳି ପରିସ୍ଥିତିରେ ରାଜ୍ୟର ଦୁଇ ବରିଷ୍ଠ ନେତା ରବିବାର (ଜୁଲାଇ ୧୬) ପୂର୍ବାନୁମାନ…

ଯମୁନା ନଦୀ ଜଳସ୍ତରକୁ ନେଇ କେଜ୍ରିୱାଲଙ୍କ ଉପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ(ଆମ ଟିଭି): ଯମୁନା ନଦୀରେ ବର୍ଷା ଏବଂ ଜଳସ୍ତର ବୃଦ୍ଧି ହେତୁ ଦିଲ୍ଲୀ ଏନସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ଅବସ୍ଥା ସଙ୍କଟାପନ୍ନ ରହିଛି। କୁହାଯାଉଛି ଯେ ଏଥର ୪୫ ବର୍ଷ ପୁରୁଣା…

ଦିଲ୍ଲୀ ଅଧ୍ୟାଦେଶ: ଆମ୍ ଆଦମୀ ପାର୍ଟିକୁ ସମର୍ଥନ କଲା କଂଗ୍ରେସ

ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀ ଅଧ୍ୟାଦେଶକୁ ନେଇ ଏବେ ସବୁଠି ଆଲୋଚନା ଚାଲିଛି । ଦିଲ୍ଲୀରେ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାରଙ୍କ ଆଦେଶ ସମ୍ପର୍କରେ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ…