Browsing Category

Politics

ପାଠ୍ୟପୁସ୍ତକ ସୀମାରୁ ବାହାରି ପିଲାଙ୍କ ଜୀବନ ସହ ଯୋଡ଼ି ହୁଅନ୍ତୁ ଶିକ୍ଷକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଗୁରୁ ଦିବସ ଅବସରରେ ଦେଶର ଶିକ୍ଷକ ସମାଜକୁ ଏକ ବଳିଷ୍ଠ ଓ ପ୍ରେରଣାଦାୟୀ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶିକ୍ଷକମାନେ କେବଳ ପାଠ୍ୟପୁସ୍ତକ ଓ ପାଠ୍ୟକ୍ରମ…

ଗୁରୁ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଗାମୀ ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ

ଭୁବନେଶ୍ୱର: ଗୁରୁ ଦିବସ ଅବସରରେ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଏକାଗ୍ରତାର ସହ ପାଠପଢ଼ା ଜାରି ରଖି ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

“ଆମେ ଭାରତକୁ ଯେତିକି ତେଲ ଆବଶ୍ୟକ ସେତିକି ଦେବୁ”: ଟ୍ରମ୍ପଙ୍କୁ ଚିଡ଼ାଇବ ରୁଷର ଏହି ବୟାନ

ନୂଆଦିଲ୍ଲୀ: ଭାରତ ଏବଂ ରୁଷ ମଧ୍ୟରେ ଶକ୍ତି ସହଯୋଗ ଉପରେ ରୁଷ ବିଶ୍ୱାସ ପ୍ରକାଶ କରିଛି। ଭାରତରେ ରୁଷର ରାଷ୍ଟ୍ରଦୂତ ଡେନିସ୍ ଅଲିପୋଭ୍ କହିଛନ୍ତି ଯେ, ଭାରତ ଅନେକ ଥର ପ୍ରମାଣିତ କରିଛି ଯେ…

ନେପାଳ ଜଳପ୍ରଳୟର ୯ ଦିନ ପରେ ଚମତ୍କାର, ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ

କାଠମାଣ୍ଡୁ : ନେପାଳ ଜଳପ୍ରଳୟର ୯ ଦିନ ପରେ ଜଳବିଦ୍ୟୁତ୍ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ । ତ୍ରିଶୁଳି-୩A ପ୍ରକଳ୍ପରୁ ମେକାନିକାଲ ଫୋରମ୍ୟାନ୍ ଓ ସୁପରଭାଇଜରଙ୍କୁ ସୁରକ୍ଷିତ…

ପୁରୁଣା ନିୟମରେ ହେବ ସଂଶୋଧନ, ଚାରି ପୃଷ୍ଠାରେ ସୀମିତ ରହିବ ପଞ୍ଜୀକରଣ ଦଲିଲ

ଭୁବନେଶ୍ୱର : ଚାରି ପୃଷ୍ଠାରେ ସୀମିତ ରହିବ ପଞ୍ଜୀକରଣ ଦଲିଲ । ପେପରଲେସ୍ ହେବ ସେଲ୍ ଡିଡ୍ ରେଜିଷ୍ଟ୍ରେସନ୍ । ପୁରୁଣା ନିୟମରେ ହେବ ସଂଶୋଧନ; କ୍ୟାବିନେଟ୍ ଅନୁମୋଦନ ପରେ ବିଧାନସଭାକୁ ଆସିବ…

ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ୪୧ ଲକ୍ଷ ଚାଷୀ ପରିବାରଙ୍କୁ ସହାୟତା

ଭୁବନେଶ୍ୱର : ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ OUAT କୃଷି ସଦନରେ ଏକ ସ୍ୱତନ୍ତ୍ର…

ମମତା ବାନାର୍ଜୀଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ, ଚାକିରି ହରାଇ ଡିପ୍ରେସନରେ ଥିଲେ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ବୀରଭୂମିର ରାମପୁରହାଟର କୁସୁମ୍ବା ଗାଁରେ ତାଙ୍କ…

ମଧ୍ୟପ୍ରାଚ୍ୟରେ ପୁଣି ବଢ଼ିଲା ଉତ୍ତେଜନା, ଇରାନ ଉପରେ ପୁଣି ଆକ୍ରମଣ କଲା ଆମେରିକା

ନୂଆଦିଲ୍ଲୀ : ଇରାନରେ ପୁଣି ଆମେରିକାର ଆକ୍ରମଣ । IRGC ଠିକଣାକୁ ଟାର୍ଗେଟ୍ । ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ ମଙ୍ଗଳବାର ଇରାନ ଉପରେ ପୁଣି ଆକ୍ରମଣ କରିଛି…

ମୃତ୍ୟୁସଂଖ୍ୟା ପ୍ରାୟ ୧୧ଶହ ଟପିଲାଣି, ସାଢ଼େ ୪ହଜାରରୁ ଅଧିକ ନିଖୋଜ

କାଠମାଣ୍ଡୁ : ନେପାଳ ପ୍ରଳୟକୁ ଆଠ ଦିନ ବିତିଲାଣି । ସମୟ ଯେତିକି ଗଡୁଛି, ଆଶଙ୍କା ସେତିକି ବଢ଼ୁଛି । ମୃତ୍ୟୁସଂଖ୍ୟା ପ୍ରାୟ ୧୧ଶହ ଟପିଲାଣି। ଧ୍ବଂସାବଶେଷ ତଳୁ ଖୋଜାଚାଲିଛି ଜୀବନର ସନ୍ଧାନ ।…

ରାଷ୍ଟ୍ରପତି ଭବନରେ ଗଞ୍ଜାମ ଜିଲ୍ଲାର ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର

ବ୍ରହ୍ମପୁର : ନିକଟରେ ଗଞ୍ଜାମ ଗସ୍ତ ସମୟରେ ତପ୍ତପାଣିଠାରେ ଆଦିବାସୀ ଓ ଲୋକନୃତ୍ୟ ଦେଖି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବେଶ୍ ପ୍ରଭାବିତ ହୋଇଥିଲେ । ସେହି ସାଂସ୍କୃତିକ…