Browsing Category
Special
ଉତ୍କଟ ହେଲାଣି ଦିଲ୍ଲୀ ପ୍ରଦୃଷଣ; ଆଜିଠୁ କାର୍ଯ୍ୟକାରୀ ହେବ ଜିଆରପିର ତୃତୀୟ ପର୍ଯ୍ୟାୟ
ନୂଆଦିଲ୍ଲୀ(ଆମ ଟିଭି): ଦିନକୁ ଦିନ ଉତ୍କଟ ହେଲାଣି ଦିଲ୍ଲୀ ପ୍ରଦୂଷଣ । ଦେଶର ରାଜଧାନୀରେ ବାୟୁର ମାନ ସାଂଘାତିକ ସ୍ତରରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଗ୍ରେଡେଡ୍ ରେସପନ୍ସ…
୧ ଟଙ୍କା ବଢ଼ିଲା ମଧ୍ୟାହ୍ନ ଭୋଜନ ଦର, ଉପକୃତ ହେବେ ୪୩ ଲକ୍ଷ ଛାତ୍ରଛାତ୍ରୀ
ଭୁବନେଶ୍ୱର (ଆମ ଟିଭି): ରାଜ୍ୟ ସରକାର ସ୍କୁଲପିଲାଙ୍କ ମଧ୍ୟାହ୍ନଭୋଜନ ଖର୍ଚ୍ଚକୁ ପ୍ରତି ପିଲା ପିଛା ଦୈନିକ ଏକ ଟଙ୍କା ବୃଦ୍ଧି କରିଛନ୍ତି । ଏବେ ସରକାର ପ୍ରତ୍ୟେକ ପ୍ରାଥମିକ…
ଆଜିଠୁ ଆରମ୍ଭ ଐତିହାସିକ ‘ବାଲିଯାତ୍ରା’: କୁହେ ଗୌରବମୟ ନୌବାଣିଜ୍ୟ ପରମ୍ପରାର ଇତିହାସ
କଟକ (ଆମ ଟିଭି): ଆଜିଠୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । କାହିଁ କେତେ କାଳରୁ ଏହା ଆମ ନୌବାଣିଜ୍ୟ ପରମ୍ପରାର ମୂକସାକ୍ଷୀ ପାଲଟିଛି । ଇତିହାସ କୁହେ, ୨୦୦୦ ହଜାର…
ଅଭିନେତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଧମକ, ୫୦ ଲକ୍ଷ ଟଙ୍କା ଦାବି
ଭୁବନେଶ୍ୱର (ଆମ ଟିଭି): ଭୋଜପୁରୀ ସିନେମାର ପପୁଲାର୍ ଅଭିନେତ୍ରୀ ଅକ୍ଷରା ସିଂଙ୍କୁ ମିଳିଲା ଧମକ । ଅଭିନେତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ଏହା ବଦଳରେ ୫୦ ଲକ୍ଷ ଟଙ୍କା…
ଆଧାର ସହ ପାନ ଲିଙ୍କ୍ କଲେଣି ନା ନାହିଁ? ନଚେତ୍ ଏହି ଦିନଠୁ ବନ୍ଦ୍ ହୋଇଯିବ ପାନ କାର୍ଡ
ନୂଆଦିଲ୍ଲୀ (ଆମ ଟିଭି): ଆୟକର ବିଭାଗ କରଦାତାମାନଙ୍କୁ ସେମାନଙ୍କର ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍) କୁ ଡିସେମ୍ବର ୩୧, ୨୦୨୪ ପୂର୍ବରୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ଅନୁରୋଧ କରିଛି।…
ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ; ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା!
ଭୁବନେଶ୍ୱର (ଆମ ଟିଭି): ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଥିବା କାରଣରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଛଅ ଗୋଟି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଉକ୍ତ ଜିଲ୍ଲା…
ଲେଉଟିଲା ଓଲିଉଡ୍ କଳି: ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା
କଟକ(ଆମ ଟିଭି): ଓଲିଉଡ୍ କଳି ପୁଣି ତୀବ୍ର ହୋଇଛି। ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ମଙ୍ଗଳବାର ଓଡ଼ିଶା ଫିଲ୍ମ ଆଣ୍ଡ୍ ଟିଭି ନିର୍ଦ୍ଦେଶକ ସଂଘ କଟକ ସାଇବର ଥାନାରେ ଏତଲା ଦେଇଥିବାବେଳେ…
ଟାଟୁ କରୁଥିଲେ ସାବଧାନ ! ବ୍ୟାପୁଛି ଏଚଆଇଭି ସଂକ୍ରମଣ, ଗାଜିଆବାଦରେ ୬୮ ମହିଳା ସଂକ୍ରମିତ
ଭୁବନେଶ୍ୱର (ଆମ ଟିଭି): ଟାଟୁ କରି ଏଚଆଇଭି ସଂକ୍ରମଣର ଶିକାର ହୋଇଛନ୍ତି ୬୮ ମହିଳା । ଗାଜିଆବାଦରେ ୬୮ ମହିଳା ଏଚଆଇଭି ସଂକ୍ରମିତ ହେବା ଖବର ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗରେ ଚାଞ୍ଚଲ୍ୟ…
ଶ୍ରୀମନ୍ଦିର ଭିତରକୁ ପଶିଗଲେ ଅଣହିନ୍ଦୁ ମହିଳା, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ପୁରୀ (ଆମ ଟିଭି): ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିରର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ଶ୍ରୀମନ୍ଦିର ଭିତରକୁ ପଶିଗଲେ ଅଣହିନ୍ଦୁ ମହିଳା। ତେବେ ଉକ୍ତ…
ହାଇସ୍କୁଲ ଶିକ୍ଷକଙ୍କ ପାଇଁ ଆସିଲା ଖୁସି ଖବର, ଏଣିକି ନୂଆ ଜମି, ଘର କିଣିବା ପାଇଁ ମିଳିବ ଅଗ୍ରୀମ ଟଙ୍କା
ଭୁବନେଶ୍ୱର (ଆମ ଟିଭି): ସରକାରୀ ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ଶୁକ୍ରବାର ଏକ ଖୁସି ଖବର ଆସିଛି। ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କୁ ନୂଆ ଜମି ଓ ଘର କିଣିବା ପାଇଁ ସରକାର…