Browsing Category

Special

ଆଉ ଦିନକ ପରେ ତାତିରୁ ମିଳିବ ଆଶ୍ୱସ୍ତି; ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର (ଆମ ଟିଭି): ଆଉ ଦିନକ ପରେ ତାତିରୁ ମିଳିବ ଆଶ୍ୱସ୍ତି । କାଲିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । ମୌସୁମୀ ବାୟୁ ଏବେ କୋରାପୁଟ ଓ ମାଲକାନଗିରିରେ ସକ୍ରିୟ ଥିବା ବେଳେ ଏବେ ଏହା…

ଶେଷ ରଜରେ ଆମିଷ ମାର୍କେଟରେ ପ୍ରବଳ ଭିଡ; ଖୁସି ବ୍ୟବସାୟୀ

ଭୁବନେଶ୍ୱର (ଆମ ଟିଭି): ରବିବାରରେ ପଡ଼ିଛି ଶେଷ ରଜ । ତେଣୁ ସକାଳୁ ସକାଳୁ ଆମିଷ ମାର୍କେଟରେ ଭିଡ଼ ଦେଖିବାକୁ ମିଳିଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରକୁ ପର୍ଯ୍ୟାପ୍ତ ପରିମାଣର…

ଜୁନ୍ ୨୨ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ଛତିସା ନିଯୋଗ ବୈଠକରେ ସ୍ଥିର ହେଲା ନୀତି ନିର୍ଘଣ୍ଟ; ଜାଣନ୍ତୁ ପୁରା…

ଭୁବନେଶ୍ଵର (ଆମ ଟିଭି): ପାଖେଇ ଆସୁଛି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ଏହାପୂର୍ବରୁ ଆସନ୍ତା ଜୁନ ୨୨ରେ ଅନୁଷ୍ଠିତ ହେବ ଦେବସ୍ନାନପୂଣ୍ଣିର୍ମା । ଭୋର ୫ଟାରୁ ତିନି ଠାକୁରଙ୍କ…

ଏଥର ଦୁଇଦିନ ହେବ ଗୁଣ୍ଡିଚା ଯାତ୍ରା; ୧୩ ଦିନ ହେବ ଅଣସର ନୀତି; ଛତିସା ନିଯୋଗ ବୈଠକରେ ସ୍ଥିର ହେଲା ନୀତି ନିର୍ଘଣ୍ଟ

ଭୁବନେଶ୍ଵର (ଆମ ଟିଭି): ଏଥର ଦୁଇ ଦିନ ହୋଇପାରେ ଗୁଣ୍ଡିଚା ଯାତ୍ରା । ୧୩ ଦିନ ଅଣସରରେ ରହିବେ ଶ୍ରୀଜିଉ । ଜୁଲାଇ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ୫୩ ବର୍ଷ ପରେ ଚଳିତ ଥର ୧୩ ଦିନ…

କୋରାପୁଟରେ ବସ୍ ଚଳାଚଳ ବନ୍ଦ; ଘରୋଇ ବସ୍ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ବିବାବଦ ଯୋଗୁଁ ଯାତ୍ରୀ ହଟହଟା

ଭୁବନେଶ୍ୱର(ଆମ ଟିଭି); କୋରାପୁଟ ବସଷ୍ଟାଣ୍ଡରେ ସମସ୍ତ ରୁଟରେ ବସ ଚଳାଚଳ ବନ୍ଦ । ଘରୋଇ ବସ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । କୋରାପୁଟରୁ ଘରୋଇ ବସ୍ ଚଳାଚଳ ବନ୍ଦ…

ଚଣ୍ଡିଗଡର ଏକ ସରକାରୀ ମେଣ୍ଟାଲ ହସ୍ପିଟାଲକୁ ବମରେ ଉଡାଇଦେବାକୁ ଧମକ

ନୂଆଦିଲ୍ଲୀ (ଆମ ଟିଭି): ଚଣ୍ଡିଗଡର ଏକ ସରକାରୀ ମେଣ୍ଟାଲ ହସ୍ପିଟାଲକୁ ବମରେ ଉଡାଇଦେବାକୁ ଧମକ ମିଳିଛି । ହସ୍ପିଟାଲକୁ ବମରେ ଉଡାଇଦେବା ଧମକ ମିଳିବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି ।…

୧୫ ତାରିଖ ଯାଏଁ ପ୍ରବଳ ଗ୍ରାଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା ଛୁଇଁଲାଣି ମୌସୁମୀ କିନ୍ତୁ ତାତିରୁ ନାହିଁ ନିସ୍ତାର । ୧୫ ତାରିଖ ଯାଏ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

ଆହୁରି ୫ ଦିନ ଯାଏଁ ଭୀଷଣ ଖରା; ପଶ୍ଚିମରେ ଅସମ୍ଭାଳ ତାତି ସାଙ୍ଗକୁ ଉପକୂଳରେ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର (ଆମ ଟିଭି): ଆସିଲା ମୌସୁମୀ, ହେଲେ ଆଗକୁ ବଢୁନି । ଅନୁକୂଳ ବାତାବରଣ ନଥିବାରୁ ଆଗକୁ ବଢିପାରୁନି ମୌସୁମୀ । ଫଳରେ ରାଜ୍ୟରେ ଆହୁରି ତିନରୁ ଚାରି ଦିନ ଗ୍ରୀଷ୍ମ ପ୍ରବାହ ଲାଗି…

ନିର୍ବାଚନ ସରିବା ପରେ ବଢିଲା ବଜାର ଦର; ପରିବା ଦର ଆକାଶ ଛୁଆଁ

ଭୁବନେଶ୍ୱର (ଆମ ଟିଭି): ନିର୍ବାଚନ ସରିବା ପରେ ବଢିଲାଣି ବଜାର ଦର । ବିଶେଷ କରି ପରିବା ଦର ଆକାଶ ଛୁଆଁ ହୋଇଛି । ଅଧିକାଂଶ ପରିବାର ରେଟ୍ ୮୦ ଟଙ୍କା ଉପରେ । କଟକ ଛତ୍ରବଜାର ପରିବା…

ଓଡ଼ିଶା ଛୁଇଁଲା ମୌସୁମୀ, ତଥାପି କମୁନି ତାତି; ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ପଶ୍ଚିମ ଓ ଉପକୂଳ ଓଡ଼ିଶାବାସୀ

ଭୁବନେଶ୍ୱର (ଆମ ଟିଭି): ଦକ୍ଷିଣ ଓଡ଼ିଶାରେ ମୌସୁମୀ ଛୁଇଁଥିଲେ ବି ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଉପକୂଳରେ ମଧ୍ୟ ଲାଗି ରହିଛି ଅସହ୍ୟ ଗୁଳୁଗୁଳି । ଆହୁରି ୪ ଦିନ…