Browsing Category
Special
ସ୍ଵାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ: ଆଇନ ମନ୍ତ୍ରୀ
ଭୁବନେଶ୍ଵର (ଆମ ଟିଭି): ସାର୍ବଜନୀନ ହେବ ସ୍ଵାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ। ଏ ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।…
କାଲି ଜନ୍ମାଅଷ୍ଟମୀ, ଚମକିବ ଏହି ସବୁ ରାଶି
ପ୍ରତ୍ୟେକ ବର୍ଷ ଭାଦ୍ରବ ମାସର କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ। ଏହି ଦିନକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବୋଲି କୁହାଯାଏ । ଚଳିତ ବର୍ଷ ୨୬…
ମୋଟାପଣ ବଢ଼ାଇବ ଚିନି , ଜାଣନ୍ତୁ କେମିତି
ଚିନି ପ୍ରତ୍ୟେକଙ୍କ ରୋଷେଇ ଘରେ ଉପଲବ୍ଧ। ବିଶେଷ କରି ଚା’ ପ୍ରସ୍ତୁତ କରିବା ସମୟରେ ଚିନିର ବ୍ୟବହାର ନିଶ୍ଚୟ କରାଯାଏ । ମାତ୍ର ଆପଣ ଜାଣନ୍ତି କି ଅଧିକ ମାତ୍ରାରେ ଚିନିର ସେବନ କରିବା…
ଛାତ୍ର ସଂସଦ ନିର୍ବାଚନ ନେଇ ବଢୁଛି ଦ୍ୱନ୍ଦ: ଆଇନ ମନ୍ତ୍ରୀ ମନା କଲେ, ଉଚ୍ଚଶିକ୍ଷା ମନ୍ତ୍ରୀ କହିଲେ ଦେଖିବୁ
ଭୁବନେଶ୍ବର (ଆମ ଟିଭି): ଓଡ଼ିଶାରେ ବିଜେପି ସରକାରରେ ଚାଲିଛି କ’ଣ? ଗୋଟିଏ ମନ୍ତ୍ରୀ ଗୋଟେ କଥା କହୁଥିବା ବେଳେ ଅନ୍ୟଜଣେ ମନ୍ତ୍ରୀ ଭିନ୍ନ କଥା କହୁଛନ୍ତି । ଯାହାକୁ ନେଇ ଦ୍ବନ୍ଦ ବଢିବାରେ…
ବାର୍ଡ ଫ୍ଲୁକୁ ନେଇ ଓଡ଼ିଶାରେ ଆତଙ୍କ; ୨୦ ହଜାରରୁ ଊର୍ଦ୍ଧ୍ବ କୁକୁଡ଼ା ମାରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର (ଆମ ଟିଭି): ବାର୍ଡ ଫ୍ଲୁକୁ ନେଇ ଓଡ଼ିଶାରେ ଆତଙ୍କ ଖେଳିଯାଇଛି । ପିପିଲିର ଫାର୍ମରେ ମଲେଣି ହଜାର ହଜାର କୁକୁଡ଼ା । ସେଥିପାଇଁ ୧୩ ଜଣିଆ ଡାକ୍ତରୀ ଟିମ୍ଙ୍କ ସମେତ ପିପିଲି…
ଡାଏଟରେ ସାମିଲ କରନ୍ତୁ କିସମିସ୍, ମିଳିବ ଅଦ୍ଭୁତ ଖାଇଦା
ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଯୁବ ଗୋଷ୍ଠୀ ବହୁ କାମ ଚାପରେ ରହୁଛନ୍ତି। ସେଥିପାଇଁ ସେମାନେ ଖୁବ୍ ଶୀଘ୍ର ଥକାପଣ ଅନୁଭବ କରୁଥିବା ବେଳେ ସେମାନଙ୍କ ଶରୀରରୁ ଏନର୍ଜୀ ବି କମି ଯାଇଥାଏ।…
ଚର୍ବି କମାଇବ ମେଥି, ଜାଣନ୍ତୁ କେମିତି
ଶାରୀରିକ ଗଠନକୁ ବିଗାଡି ଦିଏ ପେଟରେ ଚର୍ବି ବୃଦ୍ଧି। ଏଥିପାଇଁ ଅନେକ ଲୋକ ବ୍ୟାୟାମ ସହିତ ବିଭିନ୍ନ ପ୍ରକାର ଖାଦ୍ୟକୁ ଡାଏଟରେ ସାମିଲ୍ କରନ୍ତି।ଏହି କ୍ଷେତ୍ରରେ ମେଥି ମଧ୍ୟ ଖୁବ୍ ଉପକାରୀ…
SCBରେ ରୋଗୀଙ୍କୁ ଦୁଷ୍କର୍ମ ମାମଲା; ବିଦା ହେବେ ଅଭିଯୁକ୍ତ ଡାକ୍ତର
କଟକ (ଆମ ଟିଭି): SCBରେ ୨ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ମାମଲାରେ ବିଦା ହେବେ ଅଭିଯୁକ୍ତ ଡାକ୍ତର ଦୀଲବାଗ ଠାକୁର। ଦିଲବାଗ ଠାକୁରଙ୍କୁ ଚାକିରିରୁ ବହିଷ୍କାର ପାଇଁ ପ୍ରକ୍ରିୟା ଆରମ୍ଭ…
ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର
ପୁରୀ (ଆମ ଟିଭି): ଆଜି ଅର୍ଥାତ୍ ଶୁକ୍ରବାର ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଏସ୍ଓପି ଅନୁସାରେ ଖାଲି କରାଯାଇଥିବା ଆଲମାରୀ ଓ ସିନ୍ଦୁକ ସ୍ଥାନାନ୍ତର…
ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଇସ୍ରୋ ମୁଖ୍ୟ
ନୂଆଦିଲ୍ଲୀ (ଆମ ଟିଭି): ଭାରତୀୟ ମହାକାଶ ଗବେଷଣା ସଂଗଠନ (ଆଇଏସଆରଓ) ଅଧ୍ୟକ୍ଷ ଏସ ସୋମନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତର ମହାକାଶ କ୍ଷେତ୍ରକୁ ମଜଭୁତ କରିବାରେ ପ୍ରଶଂସା…