Browsing Category
Special
ଆଉ ଦୁଇ ଦିନ କଲବଲ କରିବ ଗୁଳୁଗୁଳି; ୨୦ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ଵର (ଆମ ଟିଭି); ଆହୁରି ଦୁଇ ଦିନ କଲବଲ କରିବ ଗୁଳୁଗୁଳି । ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ୨୦ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ବଢିବା ସହ ସ୍ଥିତିରେ ପରିବର୍ତନ…
ଘରେ କେଉଁଠି ରଖିଲେ ଶଙ୍ଖ ହେବ ଶୁଭ, ଜାଣନ୍ତୁ
ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଶଙ୍ଖ ରହିବା ଶୁଭ ବୋଲି କୁହାଯାଏ । ଏଥିରେ ପରିବାରରେ ଖୁସି ଆସିବା ସହ ଶୁଭ ଖବର ମିଳିଥାଏ । ଶଙ୍ଖକୁ ଠାକୁରଘରେ ରଖିବା ଅଧିକ ଶୁଭ ବୋଲି ସମସ୍ତେ ମାନିଥାନ୍ତି…
ସ୍ୱାସ୍ଥ୍ୟ ପାଇଁ ରାମବାଣ କଦଳୀ ପତ୍ରରେ ଭୋଜନ
କଦଳୀ ପତ୍ରରେ ଭୋଜନ ସେବନ କରିବା ଅନେକ ସମୟରେ ଦେଖିଥିବେ। ଭାରତରେ କଦଳୀ ପତ୍ରର ଶୁଭ କାର୍ଯ୍ୟରେ ବିଶେଷ ଭାବେ ପ୍ରୟୋଗ କରାଯାଏ। ଏହାର ବ୍ୟବହାର ବିଭିନ୍ନ ସମାରୋହରେ ଭୋଜନ ପରସିବା କିମ୍ବା…
ସଚେତନତାରେ ସୀମିତ ବିଇଏମ୍ସିର ଡେଙ୍ଗୁ ନିୟନ୍ତ୍ରଣ
ଭୁବନେଶ୍ୱର (ଆମ ଟିଭି): ମୌସୁମୀ ବର୍ଷା ଆରମ୍ଭ ହୋଇ ନ ଥିଲେ ବି ବ୍ରହ୍ମପୁର ସହରରେ ଡେଙ୍ଗୁ ଡରାଇବାକୁ ଲାଗିଲାଣି। କିଛି ଦିନ ତଳେ ସହରରେ ଦୁଇ ଚାରି ଥର ବର୍ଷା ବି ହୋଇସାରିଛି। ସେହି ସମୟରେ…
ଆଉ ଦିନକ ପରେ ତାତିରୁ ମିଳିବ ଆଶ୍ୱସ୍ତି; ବଢ଼ିବ ବର୍ଷାର ପରିମାଣ
ଭୁବନେଶ୍ୱର (ଆମ ଟିଭି): ଆଉ ଦିନକ ପରେ ତାତିରୁ ମିଳିବ ଆଶ୍ୱସ୍ତି । କାଲିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । ମୌସୁମୀ ବାୟୁ ଏବେ କୋରାପୁଟ ଓ ମାଲକାନଗିରିରେ ସକ୍ରିୟ ଥିବା ବେଳେ ଏବେ ଏହା…
ଶେଷ ରଜରେ ଆମିଷ ମାର୍କେଟରେ ପ୍ରବଳ ଭିଡ; ଖୁସି ବ୍ୟବସାୟୀ
ଭୁବନେଶ୍ୱର (ଆମ ଟିଭି): ରବିବାରରେ ପଡ଼ିଛି ଶେଷ ରଜ । ତେଣୁ ସକାଳୁ ସକାଳୁ ଆମିଷ ମାର୍କେଟରେ ଭିଡ଼ ଦେଖିବାକୁ ମିଳିଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରକୁ ପର୍ଯ୍ୟାପ୍ତ ପରିମାଣର…
ଜୁନ୍ ୨୨ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ଛତିସା ନିଯୋଗ ବୈଠକରେ ସ୍ଥିର ହେଲା ନୀତି ନିର୍ଘଣ୍ଟ; ଜାଣନ୍ତୁ ପୁରା…
ଭୁବନେଶ୍ଵର (ଆମ ଟିଭି): ପାଖେଇ ଆସୁଛି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ଏହାପୂର୍ବରୁ ଆସନ୍ତା ଜୁନ ୨୨ରେ ଅନୁଷ୍ଠିତ ହେବ ଦେବସ୍ନାନପୂଣ୍ଣିର୍ମା । ଭୋର ୫ଟାରୁ ତିନି ଠାକୁରଙ୍କ…
ଏଥର ଦୁଇଦିନ ହେବ ଗୁଣ୍ଡିଚା ଯାତ୍ରା; ୧୩ ଦିନ ହେବ ଅଣସର ନୀତି; ଛତିସା ନିଯୋଗ ବୈଠକରେ ସ୍ଥିର ହେଲା ନୀତି ନିର୍ଘଣ୍ଟ
ଭୁବନେଶ୍ଵର (ଆମ ଟିଭି): ଏଥର ଦୁଇ ଦିନ ହୋଇପାରେ ଗୁଣ୍ଡିଚା ଯାତ୍ରା । ୧୩ ଦିନ ଅଣସରରେ ରହିବେ ଶ୍ରୀଜିଉ । ଜୁଲାଇ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ୫୩ ବର୍ଷ ପରେ ଚଳିତ ଥର ୧୩ ଦିନ…
କୋରାପୁଟରେ ବସ୍ ଚଳାଚଳ ବନ୍ଦ; ଘରୋଇ ବସ୍ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ବିବାବଦ ଯୋଗୁଁ ଯାତ୍ରୀ ହଟହଟା
ଭୁବନେଶ୍ୱର(ଆମ ଟିଭି); କୋରାପୁଟ ବସଷ୍ଟାଣ୍ଡରେ ସମସ୍ତ ରୁଟରେ ବସ ଚଳାଚଳ ବନ୍ଦ । ଘରୋଇ ବସ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ଦେଖାଦେଇଛି ବିବାଦ ।
କୋରାପୁଟରୁ ଘରୋଇ ବସ୍ ଚଳାଚଳ ବନ୍ଦ…
ଚଣ୍ଡିଗଡର ଏକ ସରକାରୀ ମେଣ୍ଟାଲ ହସ୍ପିଟାଲକୁ ବମରେ ଉଡାଇଦେବାକୁ ଧମକ
ନୂଆଦିଲ୍ଲୀ (ଆମ ଟିଭି): ଚଣ୍ଡିଗଡର ଏକ ସରକାରୀ ମେଣ୍ଟାଲ ହସ୍ପିଟାଲକୁ ବମରେ ଉଡାଇଦେବାକୁ ଧମକ ମିଳିଛି । ହସ୍ପିଟାଲକୁ ବମରେ ଉଡାଇଦେବା ଧମକ ମିଳିବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି ।…