Browsing Category
Special
ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ; ଦିନ ୧୧ଟାରୁ ସାମସ୍ ପୋର୍ଟାଲରେ ଉପଲବ୍ଧ ହେବ କମନ ଆପ୍ଲିକେସନ୍ ଫର୍ମ
ଭୁବନେଶ୍ୱର (ଆମ ଟିଭି); ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ । ୧୧ଟାରୁ ସାମସ୍ ପୋର୍ଟାଲରେ ଉପଲବ୍ଧ ହେବ କମନ ଆପ୍ଲିକେସନ୍ ଫର୍ମ । କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ…
ଅପରିବର୍ତ୍ତିତ ରହିଲା ରେପୋ ରେଟ୍; ୬.୫%ରେ ହିଁ ରେପୋ ରେଟ୍ ସ୍ଥିର
ନୂଆଦିଲ୍ଲୀ (ଆମ ଟିଭି): ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ରେପୋ ରେଟକୁ ୬.୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ଏନେଇ ଆରବିଆଇ ଗର୍ଭଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।…
ଅମୁଲ ପରେ ମଦର ଡାଏରୀର; ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଲା କ୍ଷୀର ଦର
ନୂଆଦିଲ୍ଲୀ (ଆମ ଟିଭି): ନିର୍ବାଚନ ଫଳାଫଳ ଘୋଷଣାର ଗୋଟିଏ ଦିନ ପୂର୍ବରୁ ସାଧାରଣ ଖାଉଟିଙ୍କ ଉପରେ ହୋଇଛି ମହଙ୍ଗା ମାଡ । ଅମୁଲ ପରେ ମଦର ଡାଏରୀ ମଧ୍ୟ କ୍ଷୀର ମୂଲ୍ୟ ଲିଟର ପ୍ରତି ୨ ଟଙ୍କା…
ଆସାମରେ ବନ୍ୟା ସ୍ଥିତି ଗମ୍ଭୀର; ୧୩ ଜିଲ୍ଲାରେ ସାଢେ ୫ ଲକ୍ଷ ଲୋକ ପ୍ରଭାବିତ, ୬ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ (ଆମ ଟିଭି): ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବା ସହ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି, ନଦୀଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ପ୍ରଭାବିତ ଲୋକମାନେ…
କାଳବୈଶାଖୀ ତାଣ୍ଡବ; ଟ୍ୱିନ ସିଟିରେ ପ୍ରବଳ ବର୍ଷା
ନୂଆଦିଲ୍ଲୀ (ଆମ ଟିଭି ): ପାରଳାଖେମୁଣ୍ଡିରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି ପ୍ରବଳ ବର୍ଷା ଯୋଗୁଁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ…
ଗ୍ରୀଷ୍ମପ୍ରବାହ ଯୋଗୁଁ ପଥଚାରୀଙ୍କୁ ଛତା ବଣ୍ଟନ
ଭୁବନେଶ୍ଵର (ଆମ ଟିଭି);'ଓଡ଼ିଶା ଫିଲ୍ମ ଓ 'ଆର୍ଟ ଅଫ୍ ଡିଗ୍ରୀ' ପକ୍ଷରୁ ପୂର୍ବରୁ ଅନେକ ଜନମଙ୍ଗଳ କାର୍ଯ୍ୟକ୍ରମ କରିଆସୁଛି l ସେମିତି ଏକ ଜନମଙ୍ଗଳ କାର୍ଯ୍ୟକ୍ରମ ନିକଟରେ ଏହି ସଂଘ କରିଥିଲା…
ଆଭ୍ୟନ୍ତରୀଣ ଓଡିଶାରେ ଆହୁରି ୩ ଦିନ ଯାଏଁ ଜାରି ରହିବ ହିଟୱେଭ
ଭୁବନେଶ୍ୱର (ଆମ ଟିଭି): ଆଭ୍ୟନ୍ତରୀଣ ଓଡିଶାରେ ଆହୁରି ୩ ଦିନ ଯାଏଁ ଜାରି ରହିବ ହିଟୱେଭ । ସେହିଭଳି ଉପକୂଳ ଓଡିଶାରେ ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗୁଳୁଗୁଳି । ଏନେଇ ସୂଚନା…
ବ୍ରିଟେନ୍ ବ୍ୟାଙ୍କରେ ଥିବା ୧୦୦ ଟନରୁ ଅଧିକ ସୁନା ଭାରତ ଫେରାଇ ଆଣିଛି RBI
ନୂଆଦିଲ୍ଲୀ (ଆମ ଟିଭି): ବ୍ରିଟେନ୍ ବ୍ୟାଙ୍କରେ ଥିବା ୧୦୦ ଟନ୍ରୁ ଅଧିକ ସୁନା ଭାରତ ଫେରାଇ ଆଣିଛି ରିଜର୍ବ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଭାରତର ସୁନା ଭଣ୍ଡାରରେ ଏହି ସୁନାକୁ ସାଇତିକି ରଖା…
ପୁଣି ବଢିବ ତାତି, କଲବଲ କରିବ ଖରା
ଭୁବନେଶ୍ୱର (ଆମ ଟିଭି): ପୁଣି ବଢିବ ତାତି, କଲବଲ କରିବ ଖରା । ଆଗାମୀ ଦୁଇରୁ ତିନି ଦିନ ଭିତରେ ତାପମାତ୍ରା ୩ରୁ ୫ଡିଗ୍ରୀ ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।…
ଆଜିଠୁ ଭୁବନେଶ୍ୱର-କୁଆଲାଲମ୍ପୁର ସିଧାସଳଖ ଉଡ଼ିବ ବିମାନ
ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱର-କୁଆଲାଲମ୍ପୁର ମଧ୍ୟରେ ସିଧାସଳଖ ବିମାନସେବା ମଙ୍ଗଳବାରଠାରୁ ଆରମ୍ଭ ହେବ। ଏୟାର ଏସିଆ ଏହି ବିମାନସେବା ପ୍ରଦାନ କରିବ। ବିମାନଟି କୁଆଲାଲମ୍ପୁରରୁ ରାତି…