Browsing Category

Special

ଅରବିନ୍ଦ ପାଢୀଙ୍କୁ ଶ୍ରୀମନ୍ଦିର ମ୍ରୁଖ୍ୟ ପ୍ରଶାସକ ଦାୟିତ୍ୱ

ଭୁବନେଶ୍ୱର (ଆମ ଟିଭି): ଆଇଏସ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ବରିଷ୍ଠ ଆଇଏସ ଅଧିକାରୀ ଅରବିନ୍ଦ ପାଢୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମିଳିଛି । ୨୧ ଦିନିଆ ଛୁଟିରେ…

କେନ୍ଦ୍ରୀୟ ବଙ୍ଗୋପସାଗରରେ ବଳ ଗୋଟାଉଛି ଅବପାତ; କାଲି ସକାଳ ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟାରେ ହେବ ପରିଣତ

ଭୁବନେଶ୍ୱର (ଆମ ଟିଭି): ସାମ୍ଭାବ୍ୟ ଭୀଷଣ ବାତ୍ୟାର ପ୍ରଭାବ ଓଡ଼ିଶାରେ ସିଧାସଳଖ ପଡ଼ିବ ନାହିଁ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କିନ୍ତୁ ଏହାର ପ୍ରଭାବ ରହିପାରେ ।…

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ; ଆସନ୍ତାକାଲି ସକାଳ ସୁଦ୍ଧା ନେଇପାରେ ଅବପାତର ରୂପ

ଭୁବନେଶ୍ୱର (ଆମ ଟିଭି): ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର । ଗତକାଲି ତୁଳନାରେ ଆଜି ବଙ୍ଗୋପସାଗର ମଧ୍ୟରେ ସକ୍ରିୟ ଲଘୁଚାପ କ୍ଷେତ୍ର ନିକଟରେ ପବନର ଘୂର୍ଣ୍ଣୟମାନ ବେଗରେ ବୃଦ୍ଧି…

ସିଂଗାପୁର ପରେ ଭାରତରେ କୋଭିଡର ନୂଆ ଭାରିଆଣ୍ଟ; ଦେଶରେ ୩୨୪ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ (ଆମ ଟିଭି): କିଛି ବର୍ଷର ନିରବତା ପରେ ପୁଣି ଦେଶରେ କୋଭିଡ ଭୂତାଣୁକୁ ନେଇ ଭୟ ସୃଷ୍ଟି ହୋଇଛି । ସିଂଗାପୁର ପରେ ଭାରତରେ କୋଭିଡର ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ୩୨୪ ଜଣ…

ପୁଣି ୮୩୧ ଟଙ୍କା ବଢିଲା ସୁନା ଦର

ନୂଆଦିଲ୍ଲୀ (ଆମ ଟିଭି): ପୁଣି ୮୩୧ ଟଙ୍କା ବଢିଲା ସୁନା ଦର । ଇରାନ ରା‌ଷ୍ଟ୍ରପତି ଇବ୍ରାହିମ୍ ରଇସ୍‌ଙ୍କ ଦେହାନ୍ତ ପରେ ସୁନା ଦରରେ ବୃଦ୍ଧି ଦେଖାଦେଇଛି। ଏହି ଘଟଣା ପରେ ଇରାନ ଓ ଇସ୍ରାଏଲ୍‌…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; କାଲି ଲଘୁଚାପ, ୨୪ରେ ଅବପାତ ସମ୍ଭାବନା

ଭୁବନେଶ୍ୱର (ଆମ ଟିଭି): ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଘାରିଛି ବର୍ଷାର ଭୟ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । କାଲି ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର…

ଆସୁଛି ବାତ୍ୟା! ମେ ୨୫ ତାରିଖରେ ଛୁଇଁପାରେ ଓଡ଼ିଶା କିମ୍ବା ଆନ୍ଧ୍ର ଉପକୂଳ

ଭୁବନେଶ୍ୱର (ଆମ ଟିଭି): ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାକୁ ବାତ୍ୟା ଭୟ । ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଚଳିତ ବର୍ଷର ପ୍ରଥମ ବାତ୍ୟା । ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ପାଣିପାଗ…

ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ (ଆମ ଟିଭି): ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିକୋବର, ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଛୁଇଁଲା ମୌସୁମୀ । ସେହିପରି ଜୁନ ୧୫ ବେଳକୁ ମୌସୁମୀ ଓଡିଶା ଛୁଇଁବାର…

ଲିବ୍ରା ମ୍ୟାଟ୍ରେସ୍ ଓଡିଶା ଡିଲର ସମ୍ମିଳନୀ

ଭୁବନେଶ୍ଵର (ଆମ ଟିଭି); ଲିବ୍ରା ମ୍ୟାଟ୍ରେସ୍ ଓଡିଶା ମାର୍କେଟରେ ଲଞ୍ଚ କରିଥିବା ବେଳେ ଆଜି ଏହାର ପ୍ରଥମ ଓଡିଶା ଡିଲର ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲ ରେ ଅନୁଷ୍ଠିତ ହୋଇଥିଲା…

ଖୁସି ଖବର ଦେଲା ଏସ୍‌ବିଆଇ: ବଢାଇଲା ସୁଧ ହାର

ନୂଆଦିଲ୍ଲୀ (ଆମ ଟିଭି): ଦେଶର ସର୍ବୋଚ୍ଚ ପବ୍ଲିକ ସେକ୍ଟର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହାର ସ୍ଥିର ଜମା ଯୋଜନାର ସୁଧ ହାରରେ ପରିବର୍ତ୍ତନ କରିଛି। ବ୍ୟାଙ୍କ ଉଭୟ ୨ କୋଟିରୁ କମ…