Browsing Category
Sports
ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ
ନୂଆଦିଲ୍ଲୀ (ଆମ ଟିଭି): ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ର ପ୍ରଥମ ସେମିଫାଇନାଲ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୪ ତାରିଖରେ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନରେ…
ଟି-୨୦ ବିଶ୍ୱକପରେ ଆଜି ବଡ଼ ମୁକାବିଲା, ବିଜେତା ଦଳ କାଟିବେ ସେମିଫାଇନାଲ୍ ଟିକେଟ୍
ଇଡେନ୍ ଗାର୍ଡେନରେ ଆଜି ବଡ଼ ମୁକାବିଲା। ଟି-୨୦ ବିଶ୍ବକପ୍ ସେମିଫାଇନାଲରେ ମୁହାଁମୁହିଁ ହେଲେ ଦୁଇଦୁଇଥରର ବିଜେତା ଭାରତ ଓ ୱେଷ୍ଟଇଣ୍ଡିଜ। ଭାରତୀୟ ସମୟ ଅନୁସାରେ, ସନ୍ଧ୍ୟା ୭ଟା ବେଳେ…
IPL ପୂର୍ବରୁ ବଦଳିଲା ଲକ୍ଷ୍ନୌ ଲୋଗୋ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଫ୍ରାଞ୍ଚାଇଜ୍ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ (LSG) ମଙ୍ଗଳବାର ଦିନ ଆଗାମୀ ସିଜିନ୍ ପୂର୍ବରୁ ଏହାର ନୂତନ ଲୋଗୋ ଉନ୍ମୋଚନ କରିଛି।
ଏହି ନୂତନ ପ୍ରତୀକରେ…
ତେଜିଲା ଓସିଏ ନିର୍ବାଚନ କଳି; ଜେନେରାଲ୍ ବଡି ବୈଠକକୁ ବୟକଟ୍ କଲେ ଲଳିତେନ୍ଦୁ
ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ନିର୍ବାଚନ କଳି ତେଜିବାରେ ଲାଗିଛି । ବୈଠକ ଅଧାରୁ ଉଠି ପଳାଇଲେ ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ଜେନେରାଲ୍ ବଡି ବୈଠକକୁ ବୟକଟ୍ କରିଛନ୍ତି…
ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..
ନୂଆଦିଲ୍ଲୀ: ବୁଧବାର ଦିନ ଭାରତ ବିପକ୍ଷରେ ନେଦରଲ୍ୟାଣ୍ଡସ୍ ୧୭ ରନରେ ପରାଜୟ ସହିତ ସେମାନଙ୍କର ଟି-୨୦ ବିଶ୍ୱକପ୍ ୨୦୨୬ ଅଭିଯାନ ଶେଷ କରିଛି। ନେଦରଲ୍ୟାଣ୍ଡସ୍ ଅଧିନାୟକ ସ୍କଟ୍ ଏଡୱାର୍ଡସ୍…
ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?
ନୂଆଦିଲ୍ଲୀ: ଆଇସିସି ୨୦୨୬ ଟି-୨୦ ବିଶ୍ୱକପ୍ ର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହୋଇଛି, ଏବଂ ଟୁର୍ଣ୍ଣାମେଣ୍ଟ ଏବେ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟ ସୁପର ୮ ରାଉଣ୍ଡରେ ପହଞ୍ଚିଛି। ଟିମ୍…
ମହମ୍ମଦ ଶାମିଙ୍କୁ ସୁପ୍ରିମକୋର୍ଟ ନୋଟିସ୍
ସୁପ୍ରିମ କୋର୍ଟ ଶୁକ୍ରବାର ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କୁ ତାଙ୍କ ପତ୍ନୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆବେଦନ ଉପରେ ନୋଟିସ ଜାରି କରିଛନ୍ତି। ଯେଉଁଥିରେ ତାଙ୍କ ଭରଣପୋଷଣ ଆବେଦନ ଏବଂ…
ଟି-୨୦ ବିଶ୍ଵକପର ବଡ ବିପର୍ଯ୍ୟୟ: ଜିମ୍ବାୱେ ଠାରୁ ଅଷ୍ଟ୍ରେଲିଆ ପରାସ୍ତ
ନୂଆଦିଲ୍ଲୀ (ଆମ ଟିଭି): ଆଜି ୨୦୨୬ ଟି-୨୦ ବିଶ୍ଵକପରେ ଜିମ୍ବାୱେ ଏକ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି। ଗ୍ରୁପ-ବି ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଜିମ୍ବାୱେ ପରାସ୍ତ କରି ଇତିହାସ ରଚିଛି। ୨୩…
ଅଭିଷେକ ଶର୍ମା ଅସୁସ୍ଥ, ପେଟ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି
ଟି-୨୦ ବିଶ୍ୱକପ୍ ମଧ୍ୟରେ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି । ଭାରତୀୟ କ୍ରିକେଟ ଟିମର ଓପନର ଅଭିଷେକ ଶର୍ମା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ପେଟ ଯନ୍ତ୍ରଣା ଏବଂ ସଂକ୍ରମଣ…
“ଭାରତକୁ ଚଳାଉଛନ୍ତି ଚାରି ଗୁଜୁରାଟୀ”: IND vs PAK ମ୍ୟାଚ୍ ପୂର୍ବରୁ ବିଷ ଓଗାଳିଲେ ଶାହିଦ ଆଫ୍ରିଦି
ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପ୍ରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ନେଇ ବହୁତ ଦିନ ଧରି ବିବାଦ ଲାଗି ରହିଛି। ପାକିସ୍ତାନ ଫେବୃଆରୀ ୧୫ ତାରିଖରେ ଭାରତ ବିପକ୍ଷ ମ୍ୟାଚ୍ ବୟକଟ ଘୋଷଣା…