Browsing Category

State

ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଓଡ଼ିଶାରେ ଖୋଲିବ ଆଉ ୪ଟି ମେଡିକାଲ କଲେଜ

ଭୁବନେଶ୍ୱର (ଆମ ଟିଭି):  ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ।  ରାଜ୍ୟର ବିଭିନ୍ନ ଚିକିତ୍ସାଳୟର ଭିତ୍ତିଭୂମି  ଗୁଡିକର ଉନ୍ନତିକରଣ କରାଯାଇ ସେଥିରେ ସମସ୍ତ ଆଧୁନିକ…

ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ କରୁଥିଲେ ଜଣେ ପର୍ଯ୍ୟଟକ: ବେହେରଣ ଦ୍ବାର ପଟୁ ୭ ଫୁଟ ଚଢ଼ିଥିବା ଶ୍ରଦ୍ଧାଳୁଙ୍କୁ…

ପୁରୀ(ଆମ ଟିଭି): ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ଚ୍ୟାଲେଞ୍ଜ ।  ପୁରୀ ଶ୍ରୀମନ୍ଦିର ଉପରକୁ ଚଢୁଥିବାବେଳେ ଜଣେ ପର୍ଯ୍ୟଟକଙ୍କୁ ଧରିଲା ଜଗନ୍ନାଥ ଟେମ୍ପଲ ପୁଲିସ । ବେହରଣ ଦ୍ଵାର ପଟରୁ ପ୍ରାୟ…

କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମାଡ଼, ଜଣେ ବ୍ୟକ୍ତି ତାଙ୍କୁ ଚଟକଣି ମାରିଥିବା ଅଭିଯୋଗ

କୋରାପୁଟ (ଆମ ଟିଭି): ତାରାଙ୍କୁ ଶକ୍ତ ଚାପୁଡ଼ା । ଜୟପୁର କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମାଡ଼ ।  ଗତ ୧୪ ତାରିଖ ରାତିରେ କୋରାପୁଟ ବସଷ୍ଟାଣ୍ଡ ଠାରେ ଜଣେ ବ୍ୟକ୍ତି ତାଙ୍କୁ ଚାପୁଡ଼ା…

ଉପଯୁକ୍ତ ସମୟରେ ସଠିକ ନିଷ୍ପତ୍ତି ନିଏ ବିଜେପି ସରକାର: ମନମୋହନ ସାମଲ

ଭୁବନେଶ୍ୱର (ଆମ ଟିଭି):  ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀଙ୍କୁ ଧରାଯିବା ଉପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଯେଉଁ…

ରାଣୀ ପଣ୍ଡାଙ୍କ “ନାଟ୍ୟମଣ୍ଡପ” ଯାତ୍ରା ଉଦଘାଟନୀ ଉତ୍ସବରେ ବଲିଉଡର କ୍ଲାସିକ୍ ହିରୋ “ରାହୁଲ…

ଭୁବନେଶ୍ୱର (ଆମ ଟିଭି): ନବେ ଦଶକରେ ବଲିଉଡ ସିନେ ଇଣ୍ଡଷ୍ଟ୍ରିରେ ଚହଳ ସୃଷ୍ଟି କରିଥିବା "ଆଶିକ୍" ଚଳଚ୍ଚିତ୍ରର ନାୟକ "ରାହୁଲ ରୟ" ଙ୍କର ପାଦ ପଡିଛି ଓଡିଶା ମାଟିରେ l ଚଳଚ୍ଚିତ୍ର "ଆଶିକ୍"…

ଡେଲିଭରି ବୟ ୨ ର ପ୍ରଚାର ଓ ପ୍ରସାର ପାଇଁ ବ୍ରହ୍ମପୁରରେ ଟିମ୍

ବ୍ରହ୍ମପୁର (ଆମ ଟିଭି): ରେଶମ ସହର ବ୍ରହ୍ମପୁରରେ ଡେଲିଭରି ବୟ ୨ ର ପ୍ରଚାର ଓ ପ୍ରସାର ପାଇଁ ପହଞ୍ଚିଥିଲା ପୁରା ଟିମ୍ l ପ୍ରଥମେ ଉମାଚରଣ ପଟ୍ଟନାୟକ ଇଞ୍ଜିନିଅରିଂ ସ୍କୁଲ, ବ୍ରହ୍ମପୁର,…

ଆହୁରି ୩ଦିନ ପ୍ରବଳ ବର୍ଷିବ, ଆଜି ୨୩ ଜିଲ୍ଲାରେ ବର୍ଷା ନେଇ ୱାର୍ଣ୍ଣିଂ

ଭୁବନେଶ୍ୱର(ଆମ ଟିଭି):  ଆହୁରି ୩ଦିନ ପ୍ରବଳ ବର୍ଷିବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ।  ଆଗାମୀ କିଛି ଘଣ୍ଟା ମଧ୍ୟରେ ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।…

ଆଜି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ(ଆମ ଟିଭି):  ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ସପ୍ତମୀ ଯୁକ୍ତ ଅଷ୍ଟମୀ ତିଥି ବା ଜନ୍ମାଷ୍ଟମୀ । ଏହି ତିଥିରେ ଧରାବତଣ କରିବେ ପ୍ରଭୁ ଶ୍ରୀକୃଷ୍ଣ । ସେଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର…

ଆସନ୍ତା ଏକ ସପ୍ତାହ ଭିତରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ(ଆମ ଟିଭି): ଆସନ୍ତା ଏକ ସପ୍ତାହ ଭିତରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ।  କମିଟି ଗଠନ ପରେ ବୈଠକ ବସି ଅନୁମୋଦନ ପରେ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ।…

ଅଗଷ୍ଟ ୧୬ ରେ ପ୍ରକାଶ ପାଇବ ମାଟ୍ରିକ ସପ୍ଲିମେଣ୍ଟାରୀ ଏବଂ ଓପନ ସ୍କୁଲ ଦ୍ୱିତୀୟର ପରୀକ୍ଷା ଫଳ

କଟକ (ଆମ ଟିଭି): ଅଗଷ୍ଟ ୧୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ଦ୍ୱିତୀୟର ପରୀକ୍ଷା ଫଳ । ମଧ୍ୟାହ୍ନ ସାଢ଼େ ୧୨ ଟା ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି…