Browsing Category

State

ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ, ଅଧିକ ବୟସ୍କ ଓ ଦୁର୍ବଳ ଲୋକଙ୍କୁ ଦିଆଯିବ ପ୍ରଥମିକତା

୬୦ ବର୍ଷ ପରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ । ମଧୁ ବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP)ରେ ସୁଭଦ୍ରା ଯୋଜନାର ପୂର୍ବ ହିତାଧିକାରୀଙ୍କୁ…

ମୋହନ ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ: ସମର୍ଥନ କରିବ କି ବିଜେଡି?

ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ । ଏନେଇ କଂଗ୍ରେସର ବିଧାୟକମାନେ ଚିଠି ଦେବା ସହିତ ମୋହନ ସରକାର ବିରୋଧରେ ଅନାସ୍ଥା ଆଣିଛନ୍ତି । ତେବେ ଏହି ଅନାସ୍ଥା ପ୍ରସ୍ତାବ ନେଇ ୧୫ …

ଆଇନଜୀବୀ ପେଶାରୁ ଅର୍ଚ୍ଚନା ନାଗ ନିଲମ୍ବିତ

ଆଇନଜୀବୀ ପରିଷଦ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ପ୍ରକାଶିତ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ…

ଓଲିଉଡ଼ରୁ ସଂସ୍କୃତି ବିନିମୟର ପ୍ରଥା ଆରମ୍ଭ, “ଅଜେୟ” ହିନ୍ଦୀ ଫିଲ୍ମ ମାଧ୍ୟମରେ

ଭୁବନେଶ୍ୱର (ଆମ ଟିଭି): ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ ସେପ୍ଟେମ୍ବରରେ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରିବାକୁ ଯାଉଥିବା ହିନ୍ଦୀ ଚଳଚ୍ଚିତ୍ର ଅଜେୟ (ଦ…

ନିସ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ଜାତୀୟ ଇଞ୍ଜିନିୟରିଂ ଦିବସ ପାଳିତ

ଭୁବନେଶ୍ବର (ଆମ ଟିଭି): ଇଞ୍ଜିନିୟରିଂ ଶିକ୍ଷାକ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସାରା ଭାରତ ସାର୍ ଏମ ବିଶ୍ଵେଶ୍ବରୈୟାଙ୍କ ଜନ୍ମ ଦିନ ପ୍ରତିବର୍ଷ ସେପ୍ଟେମ୍ବର ୧୫ ତାରିଖକୁ ଜାତୀୟ…

ଆସନ୍ତାକାଲିଠୁ ଆରମ୍ଭ ହେଉଛି ମୌସୁମୀ ଅଧିବେଶନ

ଭୁବନେଶ୍ୱର (ଆମ ଟିଭି):  ଆସନ୍ତାକାଲିଠାରୁ ସପ୍ତଦଶ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବିଧାନସଭା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ଏହା ପୂର୍ବରୁ ଆରକ୍ଷୀ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଗଛ ଲଗାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯାଉଛି । ମୋଦୀଙ୍କ ଜନ୍ମଦିନରେ ରାଜ୍ୟ ସ୍ତରୀୟ ‘ଏକ୍‌ ପେ ମାକେ…

ଡିଜେ ଗାଡ଼ି ପାଇଁ ଲାଗିଲା କଟକଣା

ଭୁବନେଶ୍ୱର (ଆମ ଟିଭି):  ଡିଜେ ଗାଡ଼ି ପାଇଁ କଟକଣା ଲଗାଇଲା ରାଜ୍ୟ ପରିବହନ ପ୍ରାଧିକରଣ(STA) । ବିନା ଅନୁମତିରେ ଡିଜେ ଗାଡ଼ିର ଢାଞ୍ଚା ପରିବର୍ତ୍ତନ ଉପରେ ଏସଟିଏ କଟକଣା ଲଗାଇଛି ।…

ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ, ଫୁସ୍‌ଫୁସ୍‌ ସଂକ୍ରମଣଜନିତ ସମସ୍ୟା ନେଇ ହସ୍ପିଟାଲ୍‌ରେ ଭର୍ତ୍ତି

କଟକ (ଆମ ଟିଭି): ବଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ହସପିଟାଲରେ ଚିକିତ୍ସାଧୀନ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ବୁଦ୍ଧାଦିତ୍ୟଙ୍କ ଚିକିତ୍ସା ଚାଲିଛି । ତାଙ୍କୁ କିଛି ଦିନ ହେବ…

ଆଜି ସର୍ବଦଳୀୟ ବୈଠକ ; ମୌସୁମୀ ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ବାଚସ୍ପତି କରିବେ ଅପିଲ

ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବିଧାନସଭା କକ୍ଷରେ ବସିବ ଏହି ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଂସଦୀୟ…