Browsing Category

State

ରାଶନ କାର୍ଡକୁ ନେଇ ଅପଡେଟ୍ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ଵର (ଆମ ଟିଭି): ରାସନ୍ କାର୍ଡ ସହ ଇ-କେୱାଇସିକୁ ନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରୋଜଗାର କମ ଥିବା ଲୋକଙ୍କ ରାଶନ କାର୍ଡ କଟିବନି, କେବଳ ବଡ଼…

ଲୋକସଭାରେ ଗୃହୀତ ହେଲା ଇମିଗ୍ରେସନ ବିଲ : ଗୃହମନ୍ତ୍ରୀ କହିଲେ ଭାରତ ନୁହେଁ ଧର୍ମଶାଳା

ଲୋକସଭାରେ ଗୃହୀତ ହେଲା ଇମିଗ୍ରେସନ ବିଲ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ବୟାନ । କହିଲେ ଭାରତ ନୁହେଁ ଧର୍ମଶାଳା । ପର୍ଯ୍ୟଟକ ଭାବେ ବୁଲିବାକୁ ଆସୁଥିବା , ଶିକ୍ଷା ଗ୍ରହଣ କରିବା…

ଏପ୍ରିଲରୁ ପିଲା ଖାଇବେ ମାଣ୍ଡିଆ ଲଡୁ

ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଲଡ଼ୁ ଦିଆଯିବ। ଆସନ୍ତା ଏପ୍ରିଲ ୧ରୁ ସପ୍ତାହକୁ ୩ଟି ଲେଖାଏଁ ଲଡ଼ୁ ପ୍ରଦାନ କରାଯିବ। ପ୍ରତି ସୋମବାର,…

ଭୁବନେଶ୍ବରରେ ପୋଲିସ ଛାଉଣୀ ; କଂଗ୍ରେସ ବିକ୍ଷୋଭ ପାଇଁ ଜଗିଛନ୍ତି ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ

ଆଜି ବିଧାନସଭା ଘେରିବ କଂଗ୍ରେସ । ସାରା ରାଜ୍ୟରୁ ସାମିଲ ହେବେ ହଜାର ହଜାର କର୍ମୀ । ଏହା ପୂର୍ବରୁ ଆନ୍ଦୋଳନ ପାଇଁ ରାଜଧାନୀ ଆସୁଥିବା କଂଗ୍ରେସ ନେତା ଓ କର୍ମୀଙ୍କୁ ପୋଲିସ ଅଟକ ରଖୁଥିବା…

ଆଜି ବିଧାନସଭା ଘେରିବ କଂଗ୍ରେସ

ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ ଏଥିଲାଗି ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଏହି ଘଟଣାକୁ ଗାଁ…

ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ମିଳିଲା ୫୦୦ କୋଟି ଟଙ୍କା, ଜାଣନ୍ତୁ କାହିଁକି, କିଏ ଦେଲା

ପୁରୀ (ଆମ ଟିଭି): ଶ୍ରୀମନ୍ଦିର ପ୍ରଶାସନକୁ ମିଳିଲା ୫୦୦ କୋଟି ଟଙ୍କା। ତେବେ ପ୍ରଶ୍ନ ଉଠିଛି ଏତେ ଟଙ୍କା କିଏ ଦେଲା ଏବଂ କାହିଁକି ଦେଲା। ତେବେ କଥାଟି ହେଲା ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ…

ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ, ସ୍ଥାନାନ୍ତର ହେବେ ୬ ଗାଁର ଲୋକେ

ବାଲେଶ୍ୱର (ଆମ ଟିଭି): ଚାନ୍ଦିପୁରରେ ଆଜି କ୍ଷେପଣାସ୍ତ୍ର ପରୀକ୍ଷଣ। ଏଥିଲାଗି ସ୍ଥାନାନ୍ତର ହେବେ ୬ ଗାଁର ଲୋକେ। ୬ଟି ଗାଁର ପ୍ରାୟ ୩୨୦୦ ବାସିନ୍ଦାଙ୍କୁ ସ୍ଥାନାନ୍ତରଣ କରିବା ଲାଗି…

ତାରା ବାହିନୀପତି ଓ ରମେଶ ଜେନା ସସ୍‌ପେଣ୍ଡ, ଗୃହକୁ ୭ ଦିନ ପାଇଁ ଯିବା ମନା

ଭୁବନେଶ୍ୱର(ଆମ ଟିଭି): ଆଉ ଦୁଇ କଂଗ୍ରେସ ବିଧାୟକ ନିଲମ୍ବିତ । ତାରାପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ନିଲମ୍ବନ କଲେ ବାଚସ୍ପତି । ବାଚସ୍ପତିଙ୍କ ତାଗିଦ୍ ସତ୍ତ୍ବେ ଉଭୟ ବିଧାୟକ ଗୃହରେ…

ଶପଥ ନେଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ

କଟକ (ଆମ ଟିଭି): ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଆଜି ପୂର୍ବାହ୍‌ଣ ୧୦ଟାରେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶାର  ରାଜ୍ୟପାଳ ହରିବାବୁ କମ୍ଭମପଟି ନବନିଯୁକ୍ତ ମୁଖ୍ୟ…

ଡବଲ ଇଞ୍ଜିନ ସରକାର ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ: ସୁପ୍ରୀୟା

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ମହିଳା ଏବଂ ବିଶେଷ କରି ଛାତ୍ରୀମାନେ ଆଜି ସଂପୂର୍ଣ୍ଣ ଭାବରେ  ଅସୁରକ୍ଷିତ । ମହିଳା ଅସଦାଚରଣ, ବର୍ବରତା, ଧର୍ଷଣ ଓ ଗଣଧର୍ଷଣ ଆଜି ସାରା ରାଜ୍ୟରେ ସବୁ…