Browsing Category
State
ତାତିରୁ ଆଶ୍ୱସ୍ତି: ହୋଲିରେ ପ୍ରବଳରୁ ଅତି ପ୍ରବଳ ବର୍ଷା!
ନୂଆଦିଲ୍ଲୀ(ଆମ ଟିଭି): ଆରମ୍ଭ ହୋଇଯାଇଛି ତାତି । ତାତି ଏମିତି ବଢିଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି । ତେବେ ଏହାରି ଭିତରେ ଆସିଛି ଏକ ଆଶ୍ବସ୍ତିକର ଖବର । ବର୍ଷାକୁ ନେଇ…
ଡରାଇଲାଣି ତାତିର ତାଉ: ଦିନ ସାଢେ ୧୧ଟା ସୁଦ୍ଧା ୩୭ ଡେଇଁଲା ପାରଦ
ଭୁବନେଶ୍ବର (ଆମ ଟିଭି): ଏବେଠୁ ଠାରାଇଲାଣି ତାତି । ମାର୍ଚ୍ଚ ତାତି ବର୍ଷର ସବୁ ରେକର୍ଡ ଭାଙ୍ଗିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହାର ପ୍ରଭାବ ଏବେଠୁ ରାଜ୍ୟ ତଥା ଦେଶରେ…
କହିଦେଲେ ତାରା, ମୁଁ ସେଦିନ ମାରପିଟ୍ ମୁଡରେ ନଥିଲି, ନ ହେଲେ…
ଭୁବନେଶ୍ୱର (ଆମ ଟିଭି): ଆରମ୍ଭରୁ ବିଧାନସଭାରେ ମୁହାଁମୁହିଁ ହେଲେ ଶାସକ ବିରୋଧୀ। ଗୃହ ମଧ୍ୟଭାଗକୁ ଆସି ବିରୋଧୀ ପ୍ରବଳ ହଟ୍ଟଗୋଳ କଲେ। ଉଭୟ ବିଜେଡି-କଂଗ୍ରେସ ମିଶି ଏମିତି ପ୍ରତିବାଦ କଲେ…
ଓଡ଼ିଶାରେ ଦୁଇ ବର୍ଷ ମଧ୍ୟରେ ସାପ କାମୁଡାରେ ୧୮୫୯ ଜଣଙ୍କର ମୃତ୍ୟୁ ହୋଇଛି
ଭୁବନେଶ୍ୱର (ଆମ ଟିଭି): ଗତ ଦୁଇ ବର୍ଷ ମଧ୍ୟରେ ସମଗ୍ର ଓଡ଼ିଶାରେ ସାପ କାମୁଡାରେ ମୋଟ ୧୮୫୯ ଜଣଙ୍କର ମୃତ୍ୟୁ ଘଟିଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ…
ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ମାମଲା: ରାଜା ଚକ୍ରକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ
ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ବନ୍ଧା ହେଲେ ବିଜେଡି ନେତା ସୌମ୍ୟ ଶଙ୍କର ଓରଫ ରାଜା ଚକ୍ର । ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି…
ରାଜ୍ୟରେ ୪୦୦୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ
ରାଜ୍ୟରେ ୧୫ଟି ବୃହତ, ୫୬ଟି ମଧ୍ୟମ ଏବଂ ୪୦୦୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଛି । ଏହାସହ ରାଜ୍ୟରେ ୩୧ଟି ବୃହତ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ, ୨୭ଟି…
ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ନୂଆ ଚଳଚ୍ଚିତ୍ର ‘ଘମାଘୋଟ’ର ସାମ୍ବାଦିକ ସମ୍ମିଳନୀ, ଆସନ୍ତା କାଲି ଶୁଭମୁକ୍ତି
ଭୁବନେଶ୍ୱର (ଆମ ଟିଭି): ଆସନ୍ତାକାଲି କୌସ୍ତୁଭ ଡ୍ରିମ୍ ୱାର୍କ ଷ୍ଟୁଡ଼ିଓ ବ୍ୟାନର ରେ ନିର୍ମିତ ହୋଇଥିବା ଆକ୍ସନ ଫିଲ୍ମ ଘମାଘୋଟ ଓଡ଼ିଶାର ୪୫ ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିବ l ସେ ନେଇ…
ଗାଇଡ୍ଲାଇନ୍ ଜାରି କଲା କମିଶନରେଟ୍ ପୋଲିସ, ମଦ ପଇ ହୋଲି ଖେଳିଲେ…
ହୋଲି ପାଇଁ ଗାଇଡ୍ଲାଇନ୍ ଜାରି କଲା କମିଶନରେଟ୍ ପୋଲିସ। ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ ବୋଲି ପ୍ରେସ୍ମିଟ୍ କରି କହିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା। ମଦ୍ୟପାନ କରି…
୮୦ ହଜାରରୁ ଅଧିକ ଲୋକଙ୍କର ନାହିଁ ରାସନକାର୍ଡ ; ଯୋଗାଣମନ୍ତ୍ରୀ ରଖିଲେ ତଥ୍ୟ
ରାଜ୍ୟରେ କେତେ ଭୂତ ରାସନକାର୍ଡ ଚିହ୍ନଟ ହେଲାଣି ବୋଲି ଗୃହରେ ପ୍ରଶ୍ନ ଉଠିଥିଲା। ଏହାର ଉତ୍ତରକ୍ରମରେ ତଥ୍ୟ ରଖିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର। ତଥ୍ୟ ଅନୁସାରେ…
୨୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର (ଆମ ଟିଭି): ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଆସିବେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ନୟାଗଡ଼ର…