Browsing Category
State
୨୪ ଘଣ୍ଟାରେ ଦୁର୍ବଳ ହେବ ଅବପାତ ; ୫ଜିଲ୍ଲାକୁ ଅରେଞ୍ଜ ଓ ୧୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ନ୍ୟୁଜ୍
ବଙ୍ଗୋପସାଗରେ ଅବପାତ ସକ୍ରିୟ ରହିଛି ୨୪ ଘଣ୍ଟାରେ ଧୀରେ ଧୀରେ ଦୁର୍ବଳ ହେବ ଅବପାତ । ଯାହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ।…
ପୋଲ ତଳକୁ ଖସିଲା ବସ ୪୦ ଆହତ
ବୌଦ୍ଧ ଜିଲ୍ଲା ବାମଣ୍ଡା ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ସନକ ଦୁର୍ଘଟଣା ଘଟିଛି। ମହାଦେବ ନାମକ ବସ୍ ସୁନାଖାଇ ପୋଲ ତଳକୁ ଖସିବାରୁ ୪୦ରୁ ଉର୍ଦ୍ଧ୍ୱ ବସ୍ ଯାତ୍ରୀ ଗୁରୁତର ହୋଇଛନ୍ତି ।…
୪ ଜିଲାକୁ ରେଡ୍, ୭ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ
ଭୁବନେଶ୍ୱର, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୫୦ କିମି ଏବଂ ଗୋପାଳପୁର ଓ…
ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ
ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଘଟିଛି। କଟକ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୨ ଦିନ ତଳେ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ବିଭିନ୍ନ କିସମର…
ପରୋକ୍ଷରେ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ଆରଏସଏସ ମୁଖ୍ୟଙ୍କ ଟାର୍ଗେଟ୍; ଜନସେବାରେ ମର୍ଯ୍ୟାଦା ପାଳନ କରିବା ଓ ଅହଂକାର…
ନୂଆଦିଲ୍ଲୀ (ଆମ ଟିଭି ); ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବୟାନକୁ ନେଇ ପୁଣି ଚର୍ଚ୍ଚା । ପରୋକ୍ଷରେ ପୁଣି ଥରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶାଣିତ ଢଙ୍ଗରେ ଟାର୍ଗେଟ କରିଛନ୍ତି ।…
ଭର୍ତ୍ତୃହରି ମହତାବଙ୍କ ବଡ ବୟାନ; ରାଜ୍ୟ ରାଜନୀତିରେ ହଇଚଇ
ଭୁବନେଶ୍ଵର (ଆମ ଟିଭି): କଟକ ସାଂସଦ ଭର୍ତୃହରି ମହତାବଙ୍କ ଏକ ବୟାନ ପରେ, ଦୁର୍ନୀତିଖୋରଙ୍କ ଛାତିରେ ଛନକା ପଶିଛି। ରତ୍ନଭଣ୍ଡାର ଚାବି ହଜିବା, ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଅନିୟମିତାରେ…
ପୀତାମ୍ବର ଆଚାର୍ଯ୍ୟଙ୍କୁ ବଡ ଦାୟିତ୍ୱ: ଆଡଭୋକେଟ ଜେନେରାଲ ଭାବେ ପୀତାମ୍ବରଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର
ଭୁବନେଶ୍ଵର (ଆମ ଟିଭି): ବରିଷ୍ଠ ଆଇନଜୀବୀ ପୀତାମ୍ୱର ଆଚାର୍ୟ୍ୟଙ୍କୁ ବଡ଼ ଦାୟିତ୍ୱ। ଆଡଭୋକେଟ୍ ଜେନେରାଲ ଭାବେତାଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାର ପିତାମ୍ୱର ଆଚାର୍ୟ୍ୟଙ୍କୁ ଏହି…
୨୦୨୯ ପାଇଁ ବିଜେପିର ପ୍ରସ୍ତୁତି: ପୁରୀରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ କଲେ ରାଷ୍ଟ୍ରୀୟ…
ଭୁବନେଶ୍ଵର (ଆମ ଟିଭି): ଆଜିଠୁ ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ପୁରୀରେ ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଉଦଘାଟନ କରିଛନ୍ତି ବିଜେପି…
ଆଜି ରସଗୋଲା ଦିବସ: ଜାଣନ୍ତୁ କାହିଁକି କରାଯାଏ ପାଳନ
ନୀଳାଦ୍ରି ବିଜେରେ ପ୍ରତିବର୍ଷ ପାଳନ ହୁଏ ରସଗୋଲା ଦିବସ। ୨୦୧୫ରୁ ଓଡ଼ିଶାରେ ଏହି ଦିବସ ପାଳନ କରାଯାଇଆସୁଛି। ଗୁଣ୍ଡିଚା ମନ୍ଦିରରେ ନଅ ଦିନ ରହି ମାଉସୀ ମା’ ଘର ପାଖରେ ଅଟକି ବାଟରେ…
୬ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ
ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୬ ଜଣ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ତେବେ ଏଫ୍ ଆଣ୍ଡ ଏଆର୍ଡି ବିଭାଗରେ କାର୍ଯ୍ୟ କରୁଥିବା ଅନୁ ସଚିବ…