Browsing Category

State

ସକ୍ରିୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ; ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା, ୧୩ ଜିଲ୍ଲାକୁ…

ଭୁବନେଶ୍ବର (ଆମ ଟିଭି): ଲଘୁଚାପ ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା। ଗୋଟିଏ ପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି, ଅନ୍ୟପଟେ ଉତ୍ତର ଓଡ଼ିଶା ଉପକୂଳକୁ…

ଖୋଲିଲା ହୀରାକୁଦ ଗେଟ୍ ; ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ, ୭ ନଂ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ

ଭୁବନେଶ୍ବର (ଆମ ଟିଭି): ଖୋଲିଲା ହୀରାକୁଦ ଡ୍ୟାମ୍ । ଆଜି ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି । ୭ ନମ୍ବର ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ତେବେ ଆଜି ପର୍ଯ୍ୟାୟ…

ନୀତି ଆୟୋଗ ବୈଠକରେ ଯୋଗଦେଲେ ମୋହନ ମାଝୀ; କେନ୍ଦ୍ର ନିକଟରେ ନୂଆ ଦାବି ରଖିଲେ ନୂଆ ସରକାର

ନୂଆଦିଲ୍ଲୀ (ଆମ ଟିଭି ): ନୂଆ ସରକାର , ନୂଆ ଦାବି । ଦିଲ୍ଲୀରେ ବସିଥିବା ନୀତି ଆୟୋଗ ବୈଠକରେ ମୁଖମନ୍ତ୍ରୀ ମୋହନ ମାଝି ରାଜ୍ୟର ବିକାଶ ପାଇଁ କେନ୍ଦ୍ର ନିକଟରେ ଅନେକ ଦାବି ରଖିଛନ୍ତି ।…

ଅନୁଗୁଳ-ପୁରୀ ପାସେଞ୍ଜର ଟ୍ରେନର ବ୍ରେକରେ ଲାଗିଛି ନିଆଁ ,ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୁଚନା

ଭୁବନେଶ୍ଵର (ଆମ ଟିଭି); ଅନୁଗୁଳ-ପୁରୀ ପାସେଞ୍ଜର ଟ୍ରେନର ବ୍ରେକରେ ନିଆଁ ଲାଗିଛି। ପୁରୀ ମାଳତିପାଟପୁର ରେଳ ଷ୍ଟେସନ ନିକଟରେ ଟ୍ରେନର ବ୍ରେକରେ ନିଆଁ ଲାଗିଥିବା ସୂଚନା। ଟ୍ରେନ ପଛ ପାଖ…

କିଏ ହେବେ ରାଜ୍ୟ କଂଗ୍ରେସର ମୁଖିଆ, ବଢ଼ିଲା ଚର୍ଚ୍ଚା? ଦିଲ୍ଲୀରେ ଡେରା ପକାଇଲେ ନେତା, ଚର୍ଚ୍ଚାରେ ହେଭିୱେଟ୍ ନେତାଙ୍କ…

ଭୁବନେଶ୍ବର (ଆମ ଟିଭି ): ଦେଶର ସର୍ବପୁରାତନ ଦଳ ରାଜ୍ୟ କଂଗ୍ରେସ ଏବେ ମୁରବୀବିହୀନ। ରାଜ୍ୟ କଂଗ୍ରେସକୁ ଏଇଆସିସି ଭଙ୍ଗ କରିବା ପରେ ଏବେ ପରବର୍ତ୍ତୀ ପିସିସି ସଭାପତି କିଏ ହେବେ, ତାକୁ ନେଇ…

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ସଡକ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି । ବିକାଶ ପାଇଁ…

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ସଡକ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ରାଜ୍ୟର ବିକାଶ ପାଇଁ କଣ କଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଇପାରିବ…

ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ

ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନର ବ୍ରେକରେ ଶନିବାର ନିଆଁ ଲାଗିଛି। ପୁରୀ ମାଳତିପାଟପୁର ରେଳ ଷ୍ଟେଶନ ନିକଟରେ ଟ୍ରେନ୍‌ ପଛ ପାଖ ଇଞ୍ଜିନରୁ ଧୂଆଁ ବାହାରିବା ଲୋକେ ଦେଖିଥିଲେ। ପରେ ଟ୍ରେନର…

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର (ଆମ ଟିଭି): ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ।…

ଓଡିଶାର ଅଗ୍ନିବୀରଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ୧୦% ସଂରକ୍ଷଣ ସହ ବୟସ ସୀମାରେ ୫ ବର୍ଷ କୋହଳ

ଭୁବନେଶ୍ବର (ଆମ ଟିଭି): ଓଡିଶାର ଅଗ୍ନିବୀରଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । କାରଗିଲ ବିଜୟ ଦିବସ ଉତ୍ସବରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାର ଓଡିଶାର…

ଉତ୍ତର ବଙ୍ଗୋପସାଗରରେ ଚଳିତ ମାସରେ ତୃତୀୟ ଲଘୁଚାପ କ୍ଷେତ୍ର ସୃଷ୍ଟି: ପ୍ରଭାବରେ ୨୭ରୁ ୩୦ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର (ଆମ ଟିଭି): ସୃଷ୍ଟି ହେଲା ଆଉ ଗୋଟିଏ ଲଘୁଚାପ। ଉତର ବଙ୍ଗୋପସାଗର ଓ ବାଙ୍ଗଲାଦେଶ ସଂଲଗ୍ନ ଅଂଚଳରେ ସୃଷ୍ଟି ହେଇଛି ଏକ ଲଘୁଚାପ। କ୍ରମଶହ ପଶ୍ଚିମ ଓ ଉତର ପଶ୍ଚିମ ଦିଗକୁ ଗତିକରି…