Browsing Category
State
ପ୍ରଥମେ ବ୍ୟାଟିଂ କରିବ ଭାରତ
କଟକ(ଆମ ଟିଭି): ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ। ଉଲ୍ଲାସରେ ଭରିଛି ସାରା ଓଡ଼ିଶା। ବଢ଼ିଚାଲିଛି…
ଜନ୍ମଦିନରେ ସୋନିଆ ଗାନ୍ଧିଙ୍କୁ କୋର୍ଟ ନୋଟିସ୍
କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଆଜି ଜନ୍ମଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ ପ୍ରମୁଖ ତାଙ୍କୁ ଅଭିନନ୍ଦନ…
ବାରବାଟୀ ବାଜି : ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ, ଲାଗିଛି ୩୦୦ରୁ ଅଧିକ ସିସିଟିଭି କ୍ୟାମେରା
ଆଜି ବାରବାଟୀ ବାଜି । ମ୍ୟାଚ ସୁରୁଖୁରୁରେ ପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି କରିଛି ଓସିଏ । ଖେଳାଳିଙ୍କ ସୁରକ୍ଷା ଓ ଶୃଙ୍ଖଳିତ ମ୍ୟାଚ ନେଇ କଡା ବନ୍ଦୋବସ୍ତ କରିଛି କମିଶନରେଟ୍ ପୋଲିସ ।…
ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍
: ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ ରାଜ୍ୟ ବିଜେପି ସଭାପତି। ଅଭିଳାଷ ପଣ୍ଡା ରାଜ୍ୟ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ହୋଇଥିବାବେଳେ ଡ.ଐଶ୍ଵର୍ଯ୍ୟା ବିଶ୍ଵାଳ ମହିଳା…
ନବୀନଙ୍କ ଟାର୍ଗେଟ୍ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍ ବସିବାକୁ ଧୈର୍ଯ୍ୟ ନାହିଁ’
ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଆଇନଶୃଙ୍ଖଳା…
ରାଜ୍ୟରେ ବଢ଼ୁଛି ଶୀତ; ୧୦ ଡିଗ୍ରୀ ତଳେ ରାଜ୍ୟର ୧୦ ସହର
ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ବଢ଼ୁଛି ଶୀତ। ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଥଣ୍ଡା । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ଶୀତ ଅନୁଭୂତ ହେବ । ୧୦ ଡିଗ୍ରୀ…
ପୋଲିସ୍ SI ପରୀକ୍ଷା ସ୍କାମ୍; SSB ଯବାନଙ୍କ ସମେତ ୨ ଗିରଫ
ଭୁବନେଶ୍ୱର (ଆମ ଟିଭି): ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ସିବିଆଇର ତନାଘନା ଜାରି ରହିଛି । ଆଉ ଜଣେ SSB ଯବାନଙ୍କ ସମେତ ୨ ଜଣ ଗିରଫ ହୋଇଥିବା ଜଣାପଡିଛି । ଦୁଇ ଦିନ…
ଭୁବନେଶ୍ବରରେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର
ଭୁବନେଶ୍ୱର (ଆମ ଟିଭି): ୯ ତାରିଖରେ ବାରବାଟୀରେ ଖେଳାଯିବ ପ୍ରଥମ ଟି-୨୦ । ଏଥିପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର । କଡ଼ା ସୁରକ୍ଷା ଭିତରେ ହୋଟେଲକୁ ଗଲେ…
ଘଟଗାଁ ତାରିଣୀ ପୀଠ ପାଇଁ ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ
ଘଟଗାଁ (ଆମ ଟିଭି): ଝଟକିବ ଘଟଗାଁ ମା ତାରିଣୀଙ୍କ ପୀଠ । ପୀଠର ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଘଟଗାଁରେ ପହଞ୍ଚିବା ପରେ ମା ତାରିଣୀଙ୍କ…
୫୦୦ କି.ମି.କୁ ୭୫୦୦ ଟଙ୍କା ଭଡ଼ା, କାଲି ରାତି ୮ଟା ସୁଦ୍ଧା ଟଙ୍କା ଫେରସ୍ତ କରିବାକୁ ସରକାରଙ୍କ ତାଗିଦ
କାଲି ସୁଦ୍ଧା ଟଙ୍କା ଫେରସ୍ତ ପାଇଁ ଇଣ୍ଡିଗୋକୁ ନିର୍ଦ୍ଦେଶ । ଯାତ୍ରୀମାନଙ୍କର ସମସ୍ତ ବକେୟା ଟଙ୍କା ତୁରନ୍ତ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ…