Browsing Category

State

ବାରମ୍ବାର ଭୁଲିଯାଉଛନ୍ତି କି? ଦିନଚର୍ଯ୍ୟାରେ ଆଣନ୍ତୁ ଏହି ସରଳ ପରିବର୍ତ୍ତନ

ବୟସ ବଢିବା ସହିତ ସ୍ମୃତି ଶକ୍ତି ହରାଇବା ଭଳି ସମସ୍ୟାର ସମ୍ମୁଖୀନ ହେବା ଏକ ସାଧାରଣ କଥା । କିନ୍ତୁ, ବର୍ତ୍ତମାନ କିଛି ଲୋକ ବୃଦ୍ଧାବସ୍ଥା ପୂର୍ବରୁ ମଧ୍ୟ ଏହି ପ୍ରକାରର ସମସ୍ୟାର ସମ୍ମୁଖୀନ…

ହାଇ ହିଲ୍ସ ପିନ୍ଧୁଛନ୍ତି କି? ସାବଧାନ! ବଢିପାରେ ଏହି ସମସ୍ୟା

ମହିଳାମାନେ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବାକୁ ହାଇ ହିଲ୍ସ ପିନ୍ଧିଥାନ୍ତି। ବଜାରରେ ମଧ୍ୟ ବିଭିନ୍ନ ପ୍ରକାର ଏବଂ ଆକର୍ଷଣୀୟ ହାଇ ହିଲ୍ସ ମିଳିଥାଏ। ପ୍ରାୟ ସବୁ ମହିଳାଙ୍କୁ ଏହା ପସନ୍ଦ…

ଗଙ୍ଗଶିଉଳି ଗଛର ଅଦ୍ଭୁତ ଗୁଣ! ପତ୍ର ଓ ଫୁଲରେ ଲୁଚିଛି ଔଷଧୀୟ ରହସ୍ୟ

ଓଡିଆ ଘରର ବାଡିବଗିଚା ଓ ମନ୍ଦିରରେ ଗଙ୍ଗଶିଉଳି ଗଛ ଦେଖିବାକୁ ମିଳିଥାଏ । ଏହି ଫୁଲ ରାତିରେ ଫୁଟେ ଓ ସକାଳେ ହେବେ ଖସି ପଡେ । ତେବେ ଧଳା ରଙ୍ଗର ଏହି ଫୁଲରେ ରହିଛି ଅନେକ ଔଷଧୀୟ ଗୁଣ ।…

ଜଳେଶ୍ବରରେ ଜମୁଛି ଚଡ଼କ ଯାତ୍ରା, ଆଜି ନୀଳ ପର୍ବ ଓ କାମିନା ବିବାହ ଅନୁଷ୍ଠିତ

ଜଳେଶ୍ୱର: ଜଳେଶ୍ବରରେ ଜମୁଛି ଚଡ଼କ ଯାତ୍ରା । ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ ଚଡ଼କ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ହରହର ମହାଦେବ , ଓମ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ…

ନାରୀଶକ୍ତି ଅଧିବେଶନ ଅମୃତକାଳର ଅମୃତବେଳା: ପ୍ରଭାତୀ ପରିଡା

ଚଳିତ ବର୍ଷ ଏପ୍ରିଲ ୧୬ରୁ ୧୮ ତାରିଖ ଦେଶର ୨୫ବର୍ଷର ଅମୃତକାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମୃତ ବେଳା ହେବାକୁ ଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଆଜି ରାଜଧାନୀ ପାଳୁଛି ପ୍ରତିଷ୍ଠା ଦିବସ

ଆଜି ୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ। ଏଥିପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ଵର। ୧୯୪୮ରୁ ପ୍ରତିବର୍ଷ ଅପ୍ରେଲ ୧୩ ତାରିଖ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା। ଆଜିର…

ନିଯୁକ୍ତି ସନ୍ଧାନକାରୀ ନୁହେଁ, ନିଯୁକ୍ତି ସୃଷ୍ଟିକାରୀ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଭାରତ ବୈଷୟିକ ଜ୍ଞାନ କୌଶଳର ଭାରତ ହେବ। ଗବେଷଣା, କୃତ୍ରିମ ମେଧା (AI) ଓ Innovation ର ସଠିକ୍ ବ୍ୟବହାର ଦ୍ୱାରା ଦେଶର ସମୃଦ୍ଧି ସୁନିଶ୍ଚିତ ହେବ ବୋଲି…

ସିଜିମାଳି ପ୍ରସଙ୍ଗରେ ଜୁଏଲ ଓରାମଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ସସ୍ମିତ ପାତ୍ର

ରାୟଗଡ଼ା ଜିଲ୍ଲା ସିଜିମାଳିରେ ଖଣି ଖନନ ଓ ସଡ଼କ ନିର୍ମାଣକୁ ସ୍ଥାନୀୟ ଆଦିବାସୀଙ୍କ ବିରୋଧ ଓ ପୋଲିସର ପକ୍ଷପାତିତା ପ୍ରସଙ୍ଗରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ…

ସପ୍ତାହେ ଭିତରେ ସବୁ କଲେଜରେ ICC ଗଠନ ପାଇଁ ନିର୍ଦ୍ଦେଶ

ସମସ୍ତ କଲେଜରେ କର୍ମଚାରୀ ଏବଂ ଛାତ୍ର ଉଭୟଙ୍କ ପାଇଁ ଏକ ନିରାପଦ ପରିବେଶ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ସମସ୍ତ କଲେଜରେ ସପ୍ତାହେ ଭିତରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC)…

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

ମୁକ୍ତିଲାଭ କରିବାର ମାତ୍ର କିଛି ଦିନ ଭିତରେ ଦର୍ଶକଙ୍କ ହୃଦୟ ଜିଣିଥିବା ଭିନ୍ନ ସ୍ୱାଦର ଓଡ଼ିଆ ପାରିବାରିକ ଚଳଚ୍ଚିତ୍ର 'ଆଫା- (ଲାଇଫ୍ ଆଫ୍ଟର୍ ଲାଇଫ୍)' ଏବେ ଟେଲୁଗୁ ଭାଷାରେ ରିମେକ୍…