Browsing Category

State

‘ଆମ ସାଥୀ’ ୟୁନିଫାଏଡ୍‌ ହ୍ଵାଟସଆପ୍ ବଟ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଏଣିକି ହ୍ଵାଟସଆପ୍ ରେ ମିଳିବ ରାଜସ୍ୱ ସେବା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ନୂତନ ହ୍ଵାଟସଆପ୍ ବଟ ଉନ୍ମୋଚନ କରିଛନ୍ତି । ଏହି ବଟ ମାଧ୍ୟମରେ ରାଜସ୍ୱ ସେବା…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ‘ନ୍ୟାସନାଲ୍ ଡିଫେନ୍‌ସ କଲେଜ୍’ ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଦିଲ୍ଲୀ ସ୍ଥିତ ନ୍ୟାସନାଲ୍ ଡିଫେନ୍‌ସ କଲେଜ୍‌ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ନକ୍ସଲ ମୁକ୍ତ ଅଞ୍ଚଳ ହେଲା କୋରାପୁଟ ଜିଲ୍ଲା: ଡିଆଇଜି

ଆଜିଠୁ ନକ୍ସଲ ମୁକ୍ତ ଅଞ୍ଚଳ ହେଲା କୋରାପୁଟ ଜିଲ୍ଲା । ମାଓ ଦମନ କ୍ଷେତ୍ରରେ କୋରାପୁଟ ପୋଲିସକୁ ଏକ ବଡ଼ ସଫଳତା ପ୍ରାପ୍ତି ହୋଇଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ…

ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରେ ଓଡ଼ିଶାକୁ ବିଶ୍ୱ ପ୍ରଯୁକ୍ତି ଏବଂ ବୟନଶିଳ୍ପରେ ମିଳିବ ଫାଇଦା: ମୁଖ୍ୟମନ୍ତ୍ରୀ

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ପରେ ଓଡ଼ିଶା ପାଇଁ ମଧ୍ୟ ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ଏ ନେଇ ଏକ୍ସ’ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶା…

ଯାଜପୁର ନିକଟରେ ନିୟୁ ଜଲପାଇଗୁଡି ଏକ୍ସପ୍ରେସ ଲାଇନଚ୍ୟୁତ, କୌଣସି କ୍ଷତି ରିପୋର୍ଟ ନାହିଁ

ଜଖପୁରା/ଓଡିଶା: ଆଜି ସକାଳ ପ୍ରାୟ ୮:୫୧ ମିନିଟରେ ଟ୍ରେନ ନଂ ୨୨୬୧୧ ଚେନ୍ନାଇ-ନୂଆ ଜଳପାଇଗୁଡ଼ି (MAS–NJP) ଏକ୍ସପ୍ରେସ ଜଖପୁରା ୟାର୍ଡ (JKPR) ଦେଇ ଯାଉଥିବା ସମୟରେ ସାମାନ୍ୟ ଲାଇନଚ୍ୟୁତ…

ବିଦେଶରେ ମଧ୍ୟ UPI! ପେମେଣ୍ଟ ଯଞ୍ଚାଳରୁ ମୁକ୍ତି ପାଇବେ ଭାରତୀୟ ଯାତ୍ରୀ

ଭାରତର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ଖୁବ୍ ଶୀଘ୍ର ଏକ ଐତିହାସିକ ପରିବର୍ତ୍ତନର ଆସିବାକୁ ଯାଉଛି। ଭାରତୀୟ ଉପଭୋକ୍ତାମାନେ ଯେପରି ଦେଶ ମଧ୍ୟରେ UPI ବ୍ୟବହାର କରୁଛନ୍ତି, ସେହିପରି ଆଗାମୀ…

ମୁନ୍ଦିଏ ପାଣି ଦେବାକୁ ଅସମର୍ଥ, ବିକଶିତ ଭାରତ ଗଢ଼ିବେ କେମିତି: ଭକ୍ତ

ଭୁବନେଶ୍ବର (ଆମ ଟିଭି): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ପାଲଟପୁର ପଞ୍ଚାୟତକୁ ଗସ୍ତକରି ପିସିସି ସେଠାରେ ଦେଖାଦେଇଥିବା ବିଷୁଦ୍ଧ ପାନୀୟଜଳ ସଂକଟ ବିଷୟରେ ସ୍ଥିତି ଅନୁଧ୍ୟାନ…

ଶ୍ୱେତଗଙ୍ଗାରେ ପିଣ୍ଡଦାନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର (ଆମ ଟିଭି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ପୂରି ଗସ୍ତ କରିଥିବାବେଳେ ଆଜି ଶ୍ୱେତଗଙ୍ଗାରେ ପିଣ୍ଡଦାନ କରିବା ସହ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ରାଷ୍ଟ୍ରପତି…

ଆଧୁନିକ ଜୀବନଶୈଳୀ ପାଇଁ ବଢୁଛି କ୍ୟାନ୍ସର: ଔଷଧ ନୁହେଁ, ପ୍ରକୃତି ହେଉଛି ସର୍ବଶ୍ରେଷ୍ଠ ଚିକିତ୍ସା

ଭୁବନେଶ୍ବର (ଆମ ଟିଭି): ଆଜି ବିଶ୍ୱ କ୍ୟାନ୍ସର ଦିବସ। କ୍ୟାନ୍ସର କୁ ନେଇ ଆମେ ସମସ୍ତେ ଚିନ୍ତିତ । କେବେ ଭାବିଛନ୍ତି ଆମର ଆଧୁନିକ ଜୀବନଶୈଳୀ ଧୀରେ ଧୀରେ ଆମକୁ ମାରାତ୍ମକ ରୋଗ ଆଡ଼କୁ…

ମୃତ୍ୟୁ ପୂର୍ବରୁ କାହିଁକି ମନେ ପଡ଼ନ୍ତି ପ୍ରିୟଜନ? କଣ ଘଟେ ସେହି ସମୟରେ ?

ଭୁବନେଶ୍ବର (ଆମ ଟିଭି): ମୃତ୍ୟୁକୁ ନେଇ ସାଧାରଣତଃ ଲୋକଙ୍କ ମନରେ ଭୟ, ଯନ୍ତ୍ରଣା ଓ ଅନିଶ୍ଚିତତାର ଛବି ଥାଏ। କିନ୍ତୁ ବୈଜ୍ଞାନିକ ଗବେଷଣା ଓ ମନୋବିଜ୍ଞାନ କହେ—ମୃତ୍ୟୁ ପାଖେଇ ଆସିବା ସମୟରେ…