Browsing Category
State
ନବ ଦାସ ହତ୍ୟାକାଣ୍ଡ ଘଟଣା: ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିଜୟ ମହାପାତ୍ର
ଭୁବନେଶ୍ୱର (ଆମ ଟିଭି): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଆଜିକୁ ୪୦ ଦିନରୁ ଅଧିକ ବିତିଲାଣି କିନ୍ତୁ ଏହା ଭିତରେ ଗୋପାଳ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା, ଏହି…
ଜୀ-ସାର୍ଥକ ର ନୂଆ ଚଳଚ୍ଚିତ୍ର “ବାହାଘର ଡଟ୍ କମ୍ ” ର ଅଡିଓ ଲୋକାର୍ପିତ
ଭୁବନେଶ୍ୱର (ଆମ ଟିଭି): ଜୀ-ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର "ବାହାଘର ଡଟ୍ କମ୍" ର ଅଡିଓ ଲୋକାର୍ପଣ ଉତ୍ସବ ଭୁବନେଶ୍ବରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜୀ-ସାର୍ଥକ…
ଓଡ଼ିଶାରେ ହୋଲି ପାଳିଲେ ବିଗ ବସ୍ ବିଜୟିନୀ ତେଜସ୍ୱୀ ପ୍ରକାଶ
ଭୁବନେଶ୍ୱର (ଆମ ଟିଭି): ହୋଲି ସେଲିବ୍ରେସନ ପାଇଁ ଓଡ଼ିଶାରେ ପାଦ ଥାପିଥିଲେ ବିଗ ବସ୍ ବିଜୟିନୀ ତେଜସ୍ୱୀ ପ୍ରକାଶ । ତାଙ୍କୁ ନେଇ ଦମଦାର ହେଲା ପ୍ରି-ହୋଲି ସେଲିବ୍ରେସନ୍ । ବସନ୍ତର…
ନବ ଦାସଙ୍କ ହତ୍ୟାକୁ ନେଇ ଏମିତି କହିଲେ ନରସିଂହ ମିଶ୍ର
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡକୁ ମାସେରୁ ଅଧିକ ସମୟ ବିତିସାରିଛି। ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ କ୍ରାଇମବ୍ରାଞ୍ଚ ଜେରା କରୁଛି।…
ତାତିରୁ ମିଳିବ ନିସ୍ତାର ଆସୁଛି ଝଡବର୍ଷା
ନୂଆଦିଲ୍ଲୀ :ବସନ୍ତରେ ଦେଖାଦେଲାଣି ଗ୍ରୀଷ୍ମର ତାତି। ଅସମ୍ଭାଳ ହେଲାଣି ଓଡ଼ିଶାର ତାତି। ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଲାଣି ଜୀବନ ଯାତ୍ରା। ଏବେ କିନ୍ତୁ ପାଣିପାଗକୁ ନେଇ ଆସିଛି ଖୁସି ଖବର।…
ପାକିସ୍ତାନରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ
ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନରେ ହୋଲି ପାଳନ କରିବା ପାଇଁ ହିନ୍ଦୁ ଛାତ୍ରମାନଙ୍କୁ ଆକ୍ରମଣ କରାଯାଇଛି। ଲାହୋରର ପଞ୍ଜାବ ବିଶ୍ୱବିଦ୍ୟାଳୟରେ ହିନ୍ଦୁ ଛାତ୍ରଙ୍କୁ ଆକ୍ରମଣ କରାଯାଇଛି।…
ବ୍ରଜରାଜନଗର ବିଧାୟକ ଅଳକା ମହାନ୍ତି ଅସୁସ୍ଥ
ଭୁବନେଶ୍ୱର (ଆମ ଟିଭି): ଅସୁସ୍ଥ ହେଲେ ଅଳକା ମହାନ୍ତି । ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ସୋମବାର ଅସୁସ୍ଥ ହୋଇପଡ଼ିଥିବା ବେଳେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
ଦୋଳ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଆମ ଟିଭି): ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା ଓ ଆସନ୍ତାକାଲି ହୋଲି। ଏହି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।
ଏଥିଲାଗି…
ଦୋଳ ପୂର୍ଣ୍ଣିମା: ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ
ପୁରୀ (ଆମ ଟିଭି): ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି । ସକାଳ ୯ଟା ଭିତରେ ଶ୍ରୀଜିଉଙ୍କ ସୁନାବେଶ ବା ରାଜାଧିରାଜ ବେଶ ଶେଷ ହୋଇଛି ।…
ଓଡ଼ିଶା ଆସିବେ ଗୃହ ମନ୍ତ୍ରୀ ଅମିତ ଶାହା
ଭୁବନେଶ୍ୱର :କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେ। ସେ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ଏକ ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି…