Browsing Category

State

ରାମ ନବମୀରେ ବୁଡ଼ିଗଲେ ୨ ଭାଇ

ସୋର (ଆମ ଟିଭି): ରାମ ନବମୀରେ ସୋରରୁ ଆସିଛି ଏକ ଦୁଖଃଦ ଖବର । ଆଜି ୨ ଭାଇଙ୍କ ଅକାଳ ବିୟୋଗ ଘଟିଛି। ଗତ ୧୦ ବର୍ଷ ତଳେ ବଡ଼ ଭାଇଙ୍କ ରାମ ନବମୀରେ ମୃତ୍ୟୁ ହୋଇଥିଲା। ଆଜି ସାନ ଭାଇର ମଧ୍ୟ…

ରାମ ନବମୀରେ ମନ୍ଦିରରେ ଅଘଟଣ

ହାଇଦ୍ରାବାଦ୍ (ଆମ ଟିଭି): ରାମ ନବମୀରେ ବଡ଼ ଧରଣର ଅଘଟଣ । ରାମନବମୀ ପୂଜା ବେଳେ ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀରେ ଅଘଟଣ । ପଶ୍ଚିମ ଗୋଦାବରୀର ବେଣୁଗୋପାଳ ସ୍ବାମୀ ମନ୍ଦିରରେ ଅଗ୍ନିକାଣ୍ଡ…

ପୁଣି ବଢିଲା ଓମଫେଡ କ୍ଷୀର ଦାମ୍

ଭୁବନେଶ୍ୱର (ଆମ ଟିଭି): ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ହୋଇଗଲେଣି ସାଧାରଣ ଜନତା । ଏହାରି ଭିତରେ ପୁଣି ବଢିଲା ଓମଫେଡ୍ କ୍ଷୀର ଦର । ପ୍ୟାକେଟ୍ ପିଛା ଦୁଇ ଟଙ୍କା ମୂଲ୍ୟ ବୃଦ୍ଧି ନେଇ ଓମଫେଡ…

ବଢିବ ବର୍ଷା: ୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଆମ ଟିଭି): ନିକଟରେ ବର୍ଷା କମିବାର ନଥିବା ଖବର ମିଳୁଛି । କାରଣ ପଛକୁ ପଛ ଆସୁଛି ପଶ୍ଚିମା ଝଡ଼ । ଆସନ୍ତା ୨ ତାରିଖରୁ ରାଜ୍ୟରେ ପୁଣି ପଶ୍ଚିମା ଝଡ଼ର ପ୍ରଭାବ ରହିବ । ଦେଶର ଉତର…

ରାଜ୍ୟରେ ୯୭ଟି ଶୀତଳଭଣ୍ଡାର ଅଚଳ ହୋଇପଡ଼ିଛି: କୃଷି ମନ୍ତ୍ରୀ

ଭୁବନେଶ୍ୱର(ଆମ ଟିଭି): ବିଧାନସଭାରେ ଆଜି ଉଠିଥିଲା ଶୀତଳଭଣ୍ଡାର ପ୍ରସଙ୍ଗ । ରାଜ୍ୟରେ ୩୬ଟି ଶୀତଳ ଭଣ୍ଡାର କାର୍ୟ୍ୟକ୍ଷମ ଅଛି । ଆଉ ୯୭ଟି ଅଚଳ ହୋଇ ପଡିଛି । ହେଲେ ଏହି ଅଚଳ ଶୀତଳ ଭଣ୍ଡାରକୁ…

ପୁଣି ଗୃହରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ, ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ବର: ଆଜି ଶୂନ୍ୟକାଳରେ ପୁଣି ନବ ଦାସ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଏଣେ ତାଙ୍କ କଥାକୁ ସମର୍ଥନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।…

ମେ ୧୦ରେ ଝାସୁଗୁଡ଼ା ଉପ ନିର୍ବାଚନ

ଭୁବନେଶ୍ୱର : ମେ’ ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏନେଇ ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏହି ଘୋଷଣା କରିଛନ୍ତିା ମୁଖ୍ୟ ନିର୍ବାଚନ କମିଶନରଙ୍କ ସୂଚନା…

ଆଜି ବି ପ୍ରବଳ ବର୍ଷିବ

ଭୁବନେଶ୍ୱର(ଆମ ଟିଭି): ସାରା ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା । ଏହାରି ଭିତରେ ଆଜି ସୃଷ୍ଟି ହୋଇପାରେ ଆଉ ଏକ ପଶ୍ଚିମା ଝଡ଼ । ପ୍ରଭାବରେ ଆସନ୍ତା ୧ ତାରିଖ ପର୍ୟ୍ୟନ୍ତ…

ଆଜି ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର(ଆମ ଟିଭି): ଆଜି ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରଥରେ ବିଜେ କରି ଯାତ୍ରା କରିବେ ମହାପ୍ରଭୁ ଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣି । ଦ୍ୱାଦଶୀ ଅର୍ଥାତ୍ ରବିବାର…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଆଜି ବସିବ ପ୍ରଥମ ସମନ୍ୱୟ କମିଟି ବୈଠକ

ପୁରୀ(ଆମ ଟିଭି): ପାଖେଇ ଆସିଲାଣି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । ଏନେଇ ଆଜି ବସୁଛି ପ୍ରଥମ ସମନ୍ୱୟ କମିଟି ବୈଠକ । ପୁରୀ ସମ୍ମିଳନୀ କକ୍ଷରେ ହେବାକୁ ଥିବା ବୈଠକ ପାଇଁ ଜିଲ୍ଲାର…