Browsing Category

State

ପଦ୍ମପୁରରେ ଜିତିଲା ବିଜେଡି: ବର୍ଷାଙ୍କ ସହ କଥା ହେଲେ ନବୀନ

ପଦ୍ମପୁର (ଆମ ଟିଭି): ପଦ୍ମପୁରରେ ବାଜି ମାରିଲା ବିଜେଡି । ପ୍ରଦୀପ ପୁରୋହିତଙ୍କୁ ପଛରେ ପକାଇ ବର୍ଷା ଜିତିଲେ ପଦ୍ମପୁର ବାଜି । ପଦ୍ମପୁରରେ ବଡ ବିଜୟ ପରେ, ବିଜୟୀ ପ୍ରାର୍ଥୀ ବର୍ଷା ସିଂ…

କଡ଼ା ସୁରକ୍ଷା ବଳୟ ଭିତରେ ଚାଲିଛି ପଦ୍ମପୁର ଉପନିର୍ବାଚନ ଭୋଟ୍ ଗଣତି

ପଦ୍ମପୁର(ଆମ ଟିଭି): ପଦ୍ମପୁର ବାଜି କିଏ ହାତେଇବ? କିଏ ପିନ୍ଧିବ ବିଜୟର ଟୀକା? ତାକୁ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି । କାରଣ ଆରମ୍ଭ ହୋଇଯାଇଛି…

ଡ଼ିସେମ୍ବର ୧୬ରେ ମୁକ୍ତିଲାଭ କରିବ “ପ୍ରସ୍ଥାନମ୍” ଚଳଚ୍ଚିତ୍ର

ଭୁବନେଶ୍ୱର(ଆମ ଟିଭି): ରେନ୍ ଡ୍ରପ୍ ପିକ୍ଚରର୍ସ ଓ କ୍ରିଏଟିଭ୍ ଫିଲ୍ମସ୍ ପ୍ରଯୋଜିତ ବହୁ ପ୍ରତିକ୍ଷିତ ଓଡ଼ିଆ ଚଳଚ୍ଚିତ୍ର "ପ୍ରସ୍ଥାନମ୍" ଶୁଭ ମୁକ୍ତିଲାଭ କରିବାକୁ ଯାଉଛି। ଟ୍ରିଜର ଏବଂ…

ଇଡିରେ ହାଜର ହେଲେ ରଞ୍ଜିତ ବେହେରା

ଭୁବନେଶ୍ୱର :ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ ଗିରଫ ମାମଲା । ଇଡିରେ ହାଜର ହେଲେ ଆର୍କିଟେକ୍ଟ ରଞ୍ଜିତ ବେହେରା । ମଙ୍ଗଳବାର ୧୨ ଘଣ୍ଟାରୁ ଅଧିକ ସମୟରେ ରଞ୍ଜିତ ବେହେରାଙ୍କୁ ଜେରା କରିଥିଲେ…

ପୋଲିସ ଏନକାଉଣ୍ଟରରେ ୨ ମହିଳା ମାଓବାଦୀ ନିହତ

କନ୍ଧମାଳ (ଆମ ଟିଭି): ଭାଙ୍ଗିଲା ମାଓବାଦୀଙ୍କ ଗଡ଼ । ପୋଲିସକୁ ବଡ଼ ସଫଳତା । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଜଙ୍ଗଲରେ ପୁଲିସ ଏନକାଉଣ୍ଟରେ ଦୁଇ ମହିଳା ମାଓବାଦୀ ନିହତ। ବିଶେଷ ସୂତ୍ରରୁ ଖବର ପାଇ…

ପଦ୍ମପୁରରେ ପଦ୍ମ ଫୁଟିବ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର (ଆମ ଟିଭି): ସରିଛି ପଦ୍ମପୁର ଉପନିର୍ବାଚନ । ଇଭିଏମରେ ସିଲ୍ ହୋଇଛି ସବୁ ପ୍ରାର୍ଥୀଙ୍କ ଭାଗ୍ୟ । ପଦ୍ମପୁରରେ କିଏ ଜିତିବ? ତାକୁ ନେଇ ଆରମ୍ଭ ହେଲାଣି କଳାପନା ଜଳ୍ପନା । ଏହାରି…

ବିଜେଡି ଜିତିବ ପଦ୍ମପୁରରେ, ଖାରବେଳ ସ୍ବାଇଁ

ଭୁବନେଶ୍ବର: ପଦ୍ମପୁରରେ ବିଜେଡି ତିନିରୁ ପାଞ୍ଚ ହଜାର ଭୋଟରେ ଜିତିବ। ଶାସନରେ ଥିବା ଦଳ ଉପନିର୍ବାଚନରେ ଜିତିଥାଏ। ବିଜେଡି ଟଙ୍କା ବାଂଟୁଛି, ପ୍ରଶାସନ ଏବଂ ପୁଲିସ ତାକୁ ସାହାଯ୍ୟ କରୁଛି।…

୭ ଦିନିଆ ରିମାଣ୍ଡରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ

ଭୁବନେଶ୍ୱର(ଆମ ଟିଭି): ଅର୍ଚ୍ଚନା ନାଗକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏହାରି ଭିତରେ ଆଜି ଭୁବନେଶ୍ବର କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗ। ୭ ଦିନିଆ ରିମାଣ୍ଡ୍‌ରେ ବ୍ଲାକ୍‌ମେଲ୍‌…

ଭୋଟ୍ ଦେଉଛି ପଦ୍ମପୁର

ପଦ୍ମପୁର (ଆମ ଟିଭି): ପଦ୍ମପୁରରେ ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ । ଭୋଟ ଦେଉଛନ୍ତି ପଦ୍ମପୁରବାସୀ । ଦିନ ୧ଟା ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ ହୋଇଛି । ତେବେ ଶାନ୍ତି ଶୃଙ୍ଖଳାରେ ଚାଲିଛି…

କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର (ଆମ ଟିଭି): ଚର୍ଚ୍ଚାରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲା । ଏହାରି ଭିତରେ ଆଜି ଭୁବନେଶ୍ୱର କୋର୍ଟରେ ହାଜର ହୋଇଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ।…