Browsing Category

State

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସମାଜସେବୀ

ଭୁବନେଶ୍ୱର(ଆମ ଟିଭି): ରାଷ୍ଟ୍ରପତି ଭାବେ ଓଡ଼ିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ସବୁଠି ଉତ୍ସବର ମାହୋଲ ଚାଲିଛି | ଭିନ୍ନ ଭିନ୍ନ ଢଙ୍ଗରେ ଓଡିଶାବାସୀ ଉତ୍ସବ…

ପୂର୍ବତନ କଳାହାଣ୍ଡି ସାଂସଦ ସୁବାସ ନାୟକଙ୍କ ପରଲୋକ

କଳାହାଣ୍ଡି(ଆମ ଟିଭି) : ପୂର୍ବତନ କଳାହାଣ୍ଡି ସାଂସଦ ସୁବାସ ନାୟକଙ୍କ ପରଲୋକ। ଭବାନୀପାଟଣା ସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ହୋଇଯାଇଛି । ରବିବାର ସକାଳୁ…

ପରଲୋକରେ କଳାହାଣ୍ଡିର ପୂର୍ବତନ ସାଂସଦ

କଳାହାଣ୍ଡି (ଆମ ଟିଭି): ପରଲୋକରେ କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକ । ଭବାନୀପାଟଣା ସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ହୋଇଯାଇଛି ।…

ବାବୁସାନ ପାଖକୁ ଆସୁଥିଲା ଧମକର ଫୋନ୍: ଅପରାଜିତା ମହାନ୍ତି

ଭୁବନେଶ୍ୱର (ଆମ ଟିଭି): ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ଭିଡିଓ ଭାଇରାଲ ଘଟଣା ଦିନକୁ ଦିନ ଭିନ୍ନ ମୋଡ ନେଉଛି । ଅଭିନେତା ବାବୁସାନ ମହାନ୍ତି ଓ ତୃପ୍ତିଙ୍କ ପାରିବାରିକ କଳହ ମାମଲାରେ ମୁହଁ…

କାଶିପୁର, ଦଷ୍ମନ୍ତପୁର ପରେ ଏବେ ନବରଙ୍ଗପୁରରେ ଝାଡ଼ାବାନ୍ତି ସ୍ଥିତି ଅସମ୍ଭାଳ, ୨ ମୃତ ୧୬ ଆକ୍ରାନ୍ତ

ନବରଙ୍ଗପୁର(ଆମ ଟିଭି):କାଶିପୁର, ଦଷ୍ମନ୍ତପୁର ପରେ ଏବେ ନବରଙ୍ଗପୁରରେ ଝାଡ଼ାବାନ୍ତି ସ୍ଥିତି ଅସମ୍ଭାଳ। ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗ୍ରାମରେ ଝାଡ଼ାବାନ୍ତି ସ୍ଥିତି…

ଦ୍ରୌପଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଗାଁରୁ ଗଲେ ଭାଇ ଓ ଭାଉଜ, ଜାଣନ୍ତୁ ସାଥିରେ ନେଇଛନ୍ତି କଣ ?

ମୟୂରଭଞ୍ଜ (ଆମ ଟିଭି): ଆସନ୍ତା ୨୫ରେ ଅନୁଷ୍ଠିତ ହେବ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ। ଏହି କ୍ରମରେ ଶପଥ ନେବେ ଦେଶର ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ତାଙ୍କ…

ଆଜିଠୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ନବୀନ: ଦ୍ରୌପଦୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବେ

ଭୁବନେଶ୍ୱର (ଆମ ଟିଭି): ଆଜିଠୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ । ଦିଲ୍ଲୀରେ ନୂଆ ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଆଂଶଗ୍ରହଣ…

ପ୍ରକାଶ ପାଇଛି ସିବିଏସ୍‌ଇ ରେଜଲ୍ଟ: ଶତପ୍ରତିଶତ ପାସ୍‌ ହାର ସହ ସଫଳତା ହାସଲ କଲା ଜୁପିଟର ପବ୍ଲିକ୍‌ ସ୍କୁଲ୍‌

ଭୁବନେଶ୍ୱର(ଆମ ଟିଭି): କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ସଂସ୍ଥା (ସିବିଏସ୍‌ଇ) ପକ୍ଷରୁ ୨୦୨୨ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ସଦ୍ୟ ପ୍ରକାଶିତ ଉଭୟ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା…

ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର (ଆମ ଟିଭି): ମହଙ୍ଗା ପଡ଼ିଲା ଦଳୀୟ ଶୃଙ୍ଖଳା ଭଙ୍ଗ । ମୋକିମଙ୍କୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ । ଆଜି ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍…

ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀ ଦାବିରେ ବିଜେପି ଓ କଂଗ୍ରେସ କଲା ଦୃଢ଼ ପ୍ରତିବାଦ, ପ୍ରଶ୍ନକାଳ ଆରମ୍ଭରୁ ହଟଗୋଳ

ଭୁବନେଶ୍ୱର(ଆମ ଟିଭି): ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀ ଦାବିରେ ବିଜେପି ଓ କଂଗ୍ରେସ କଲା ଦୃଢ଼ ପ୍ରତିବାଦ। ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟଗୋଳ । ଏହାସହ…