Browsing Category

State

ସମାଜସେବା ଓ ସଂସ୍କୃତିର ସମନ୍ଵୟ: ‘ସଙ୍ଗିନୀ ଫାଉଣ୍ଡେସନ’ ପକ୍ଷରୁ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ‘ଶକ୍ତି…

ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ସଙ୍ଗିନୀ ଫାଉଣ୍ଡେସନ ଟ୍ରଷ୍ଟ’ ପକ୍ଷରୁ ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଏକ ବୃହତ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରାଜ୍ୟସଭା ନିର୍ବାଚନ ପାଇଁ ନବୀନଙ୍କ ମାଷ୍ଟରପ୍ଲାନ, ନବୀନ ନିବାସରେ ୩ ଦିନ ଚାଲିବ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ନବୀନଙ୍କ ମାଷ୍ଟରପ୍ଲାନ ।  ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକିଲେ ନବୀନ ପଟ୍ଟନାୟକ ।  ୩ ଦିନ ଧରି ଚାଲିବ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର । …

ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ । ରବୀନ୍ଦ୍ର ଜେନା ବିଜେପିରେ ସାମିଲ୍ ହେବାର ମାତ୍ର ଦୁଇ ଦିନ ପରେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ଜୀବନ ପ୍ରଦୀପ ଦାଶ…

ଆଦର୍ଶ ବିଦ୍ୟାଳୟରେ ଖାଲି ପଡ଼ିଛି ୧୮୨୯ ଶିକ୍ଷକ ପଦବୀ

ରାଜ୍ୟର ସମସ୍ତ ଆଦର୍ଶ ବିଦ୍ୟାଳୟରେ ମୋଟ ୧୮୨୯ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ସୂଚନା ଦେଇଛନ୍ତି। ଆଜି ଗୃହରେ…

ଆରମ୍ଭରୁ ରାଜ୍ୟରେ ଅସମ୍ଭାଳ ତାତି; ୪୦ ଡିଗ୍ରୀ ଛୁଇଁବ ପାରଦ

ଗ୍ରୀଷ୍ମ ଆରମ୍ଭରୁ ଏବେ ତାତି ଅସମ୍ଭାଳ ହେଲାଣି। ସାରା ଓଡ଼ିଶାରେ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବା ସହିତ ଗରମ ପରିସ୍ଥିତି ତୀବ୍ର ହେବାରେ ଲାଗିଛି। ପାରଦ ଏବେ ୪୦°C ପାଖାପାଖି…

ଆସନ୍ତା ଶିକ୍ଷା ବର୍ଷରୁ ପିଲାଙ୍କୁ ଦିଆଯିବ ଶାରୀରିକ ଶିକ୍ଷା: ନିତ୍ୟାନନ୍ଦ ଗଣ୍ଡ

ଆସନ୍ତା ଶିକ୍ଷା ବର୍ଷରୁ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା । ତୃତୀୟରୁ ଅଷ୍ଟମ ଶ୍ରେଣୀ ଯାଏଁ ସୁସ୍ଥ ରହିବା ଓ ଶାରୀରିକ ଶିକ୍ଷା ଦିଆଯିବ । ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ବିଦ୍ୟାଳୟ…

ଓଡ଼ିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗ ସୁଦୃଢ଼ ​​ପାଇଁ ୨,୨୨୯ କୋଟି ଟଙ୍କା

କେନ୍ଦ୍ର ଉତ୍ତର-ପୂର୍ବାଞ୍ଚଳ ଯୋଗାଯୋଗ ଏବଂ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ ଗତକାଲି ରାଜ୍ୟ ସଭାରେ ଗ୍ରାମୀଣ ଏବଂ ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ସଂଯୋଗ ବିସ୍ତାର ପାଇଁ…

ମଧୁବାବୁ ପେନସନ ଯୋଜନାରେ ଭତ୍ତା ଅପେକ୍ଷାରେ ରହିଛନ୍ତି ୬ ଲକ୍ଷ ବ୍ୟକ୍ତି: ନିତ୍ୟାନନ୍ଦ ଗଣ୍ଡ

ମଧୁବାବୁ ପେନସନ ଯୋଜନାରେ ଭତ୍ତା ଅପେକ୍ଷାରେ ରହିଛନ୍ତି ୬ ଲକ୍ଷ ବ୍ୟକ୍ତି। ରାଜ୍ୟରେ ଏବେ ୬ ଲକ୍ଷ ୩୬ ହଜାର ୮୫୮ ଜଣ ଆବେଦନକାରୀ ଭତ୍ତା ଅପେକ୍ଷାରେ ଅଛନ୍ତି। ଏନେଇ ଗୃହରେ ବିଧାୟକ ମାନସ…

ରବୀନ୍ଦ୍ର ଜେନାଙ୍କୁ ଦଳରେ ସାମିଲ କରିବା ନେଇ କେହି ମୋତେ ମାଗିନାହାନ୍ତି ସହମତି: ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ବର ବିଜେପିରେ ରବୀନ୍ଦ୍ର ଜେନାଙ୍କ ସାମିଲ୍‌ ପରେ ବିଜେପିରେ ଅସନ୍ତୋଷକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏ ନେଇ ଆଜି ମୁହଁ ଖୋଲିଲେ ବରିଷ୍ଠ ନେତା ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେ…

ତରଭୁଜ ଖାଇଲେ ବଢ଼ିପାରେ ସମସ୍ୟା, ଏହି ରୋଗୀମାନେ ରୁହନ୍ତୁ ଦୂରରେ

ଆସିଲା ଗ୍ରୀଷ୍ମ ଋତୁ। ଖରା ଦିନରେ ଶରୀରକୁ ଥଣ୍ଡା ରଖିବା ପାଇଁ ଅଧିକାଂଶ ଲୋକ ତରଭୁଜ ଖାଇବାକୁ ପସନ୍ଦ କରନ୍ତି। ତରଭୁଜରେ ପାଣିର ମାତ୍ରା ଅଧିକ ଥିବା ସହିତ ଭିଟାମିନ୍, ଖଣିଜ ପଦାର୍ଥ ଓ…