ଭୁବନେଶ୍ୱର(ଆମ ଟିଭି): ରାଉଲକେଲା ହସ୍ପିଟାଲକୁ ଏକ ଅତ୍ୟାଧୁନିକ ଏବଂ ଉର୍ନତ ହସ୍ପିଟାଲ କରିବାକୁ ମୁଖମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ହିଁ ତାହା ପାଣିର ଗାର ପାଲଟି ଯାଇଛି । ଏହାଶହ ବିଜୁ ସେତୁ ଯୋଜନାରେ ଦେଓନଦୀ ଉପରେ ନିର୍ମିତ ହେଉଥିବା ସେତୁ ଅଧାଗଢା ହୋଇ ରହିଛି । ୨୦୨୦ ରେ ଏହି ସେତୁ କାଯ୍ୟ ଶେଷ ହେବ ବୋଲି ନିର୍ଧାରିତ ହୋଇଥିଲେ ବି ଏପର୍ୟ୍ୟନ୍ତ ଏହା ଶେଷ ହୋଇନାହିଁ ।
ଯାହାଫଳରେ ପାଖାପାଖି ୨୦ ହଜାର ଲୋକ ପ୍ରଭାବିତ ଦେଉଛନ୍ତି । ଏହି ଅଭିଯୋଗ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ଧାରଣାରେ ବସିଛନ୍ତି ମୁକ୍ତିକାନ୍ତ ।