NationalPolitics ପୁଣି ଫେରିଲା କରୋନା: ଜଣେ ମୃତ ସୂଚନା By Ama Tv Last updated Dec 20, 2023 0 Share ନୂଆଦିଲ୍ଲୀ(ଆମ ଟିଭି): ପୁଣି ଫେରିଲା କରୋନା। ବେଙ୍ଗାଲୁରୁ କରୋନାରେ ଜଣକର ମୃତ୍ୟୁ ହୋଇଥିବା ନେଇ ବୁଧବାର ସୂଚନା ମିଳିଛି। କରୋନାରେ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛି। ତେବେ ଏନେଇ କରୋନାରେ ମୃତ୍ୟୁ ନେଇ ସରକାରୀ ଭାବେ ସ୍ପଷ୍ଟ ହୋଇ ନାହିଁ। 0 Share FacebookTwitterWhatsApp