ଦେଶରେ ଉପରମୁଁହା କରୋନା: ୨୪ ଘଣ୍ଟାରେ ୬୪୦ ସଂକ୍ରମିତ ଚିହ୍ନଟ

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ବଢିଲାଣି କରୋନା । ଦେଶରେ ପୁଣି ମୁଣ୍ଡ ଟେକିଛି କୋଭିଡ ଭୟ । ଲଗାତର ଦେଶରେ ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଓମିକ୍ରନର ସବ୍ ଭ୍ୟାରିଆଂଟ ଜେଏନଡଟୱାନ ଭୂତାଣୁ ୧୫ରୁ ଅଧିକ ରାଜ୍ୟରେ ବ୍ୟାପିସାରିଲାଣି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ କହିଛନ୍ତି । କୋଭିଡର ନୂଆ ଭାଇରସକୁ ନେଇ ବର୍ତମାନ ଭୟଭୀତ ହେବା କାରଣ ନାହିଁ କିନ୍ତୁ ସର୍ତକ ରହିବା ଜରୁରୀ ।

Leave A Reply

Your email address will not be published.