ଓଡ଼ିଶା ବିଧାନସଭା ଫଳାଫଳ: ବିଜେପି ଆଗରେ ପଛରେ ବିଜେଡି

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା ବିଧାନସଭା ଆସନରେ କାଉଣ୍ଟିଂ ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆସନରେ ବିଜେପି-୫୬, ବିଜେଡି-୩୭ ଓ କଂଗ୍ରେସ- ୦୭ ଓ ଅନ୍ୟାନ୍ୟ-୨ ସିଟ୍‌‌ରେ ଆଗୁଆ ରହିଛନ୍ତି।

ହିଞ୍ଜିଳୀରେ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ
କଣ୍ଟାବାଞ୍ଜିରେ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ
ଧାମନଗରରେ- ସୂର୍ଯ୍ୟବଂଶୀ ସୁରୋଜ ଆଗୁଆ
ଝାରସୁଗୁଡା-ଦୀପାଳି ଦାସ ଆଗୁଆ
ଘଷିପୁରାରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ

Leave A Reply

Your email address will not be published.