SpecialState ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’ By Ama Tv On Nov 1, 2026 0 Share ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ବାତ୍ୟା । ମାଡ଼ିଆସୁଛି ଭୀଷଣ ବାତ୍ୟା ‘ମୁରାସୁ’ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ଗଭୀର ଅବପାତରୁ ବାତ୍ୟାର ରୂପ ନେଇଛି । ଆଗକୁ ଭୀଷଣ ବାତ୍ୟାର ରୂପନେବା ସମ୍ଭାବନା । ୩ ନଭେମ୍ବର ସକାଳେ ଆନ୍ଧ୍ର ଉପକୂଳ ଛୁଇଁବ ଭୀଷଣ ବାତ୍ୟା । 0 Share FacebookTwitterWhatsApp