ମଣ୍ଡିରେ କଙ୍ଗନା ଆଗୁଆ, ଆମେଠିରେ ସ୍ମତି ଇରାନୀ ପଛୁଆ; ବାରାଣସୀରେ ମୋଦୀ, ରାଏବରେଲିରେ ରାହୁଲ ଗାନ୍ଧୀ ଆଗୁଆ

0

ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶର ନଜର ଆଜି ଭୋଟ ଗଣତି ଉପରେ ଏବେଯାଏଁ ମିଳିଥିବା ସୂଚନା ଅନୁସାରେ, ହିମାଚଳପ୍ରଦେଶ ମଣ୍ଡିରେ ୩୦ ହଜାର ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ ।

ସେହିପରି ରାଏବରେଲିରେ ରାହୁଲ ଗାନ୍ଧୀ ଓ ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦୀ ଆଗେଇ ଚାଲିଥିବାବେଳେ ମିରଟରେ ଅରୁଣ ଗୋଭିଲ ଆଗରେ ଥିବା ଜଣାପଡିଛି । ଅନ୍ୟପଟେ ଆମେଠିରେ ସ୍ମୃତି ଇରାନି ଓ ସୁଲତାନପୁରରେ ମାନେକା ଗାନ୍ଧୀ ପଛୁଆ ଚାଲିଥିବବା ଜଣାପଡିଛି ।

Leave A Reply

Your email address will not be published.